ସୁଶାନ୍ତଙ୍କ କେସରେ ବର୍ତ୍ତମାନ ମିଡିଆରେ ଖବର ଆସୁଛି ସିଦ୍ଧାର୍ଥ ପୀଠନି କହିଛନ୍ତି ଯେ, ୮ ଜୁନକୁ ୧୧ଟା ସମୟରେ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ତାଙ୍କୁ ଆଲିଙ୍ଗନ କରି ବିଦାୟ ଦେଇଥିଲେ। ସୁଶାନ୍ତ ନିଜେ ସିଦ୍ଧାର୍ଥଙ୍କୁ ହାର୍ଡ ଡ୍ରାଇଭ ନଷ୍ଟ କରିଦେବାକୁ କହିଲେ। ଏଥିସହିତ ରିୟା ଯିବା ବେଳେ ପୀଠନିଙ୍କୁ ସୁଶାନ୍ତଙ୍କ ଯତ୍ନ ନେବା ପାଇଁ କହି ଯାଇଥିଲେ। ସିଦ୍ଧାର୍ଥ ପୀଠନି ପ୍ରତ୍ୟେକ ସମୟରେ ନିଜର ବୟାନ ବଦଳାଇ ଚାଲିଛନ୍ତି।
ତେବେ ଏଠାରେ ଏପରି ବୟାନ ପରେ ସିଦ୍ଧାର୍ଥ ପୀଠନିଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଯାଇଛି। କାରଣ ଦୁଇଦିନ ପୂର୍ବରୁ ହିଁ ସିଦ୍ଧାର୍ଥ ପୀଠନି କହିଥିଲେ ଯେ, ୮ ଜୁନ ଦିନ କିଛି ଲୋକ ଆସି ସୁଶାନ୍ତଙ୍କ ଘରେ ଜୋର ଜବରଦସ୍ତ ପାଶିଥିଲେ। ସିଦ୍ଧାର୍ଥ ଏବଂ ସୁଶାନ୍ତଙ୍କୁ ଅଟକାଇ ଧରି ହାର୍ଡ ଡ୍ରାଇଭ ନଷ୍ଟ କରିଦେଇଥିଲେ। ସେମାନଙ୍କର ବିରୋଧ କରିବାରୁ ହତ୍ୟାର ଧମକ ଦେଇଥିଲେ। ତେବେ ଆଜି ଏହାର ଠିକ ବିପରିତ ସୁଶାନ୍ତଙ୍କ କଥାରେ ହାର୍ଡ ଡ୍ରାଇଭ ନଷ୍ଟ ହୋଇଯାଇଥିବାର କଥା କହି ନିଜ ବୟାନ ବଦଳାଇ ଦେଇଛନ୍ତି ପୀଠନି।
ଏଥିସହିତ ସୁବ୍ରମନ୍ୟମ ସ୍ୱାମୀ ଏକ ଟ୍ୱିଟ କରି IPCର କିଛି ଧାରା ବିଷୟରେ କହି IPCର ୩୦୬ ଧାରାରେ ରିୟାଙ୍କୁ ଗିରଫ କରାଯିବାର କଥା କହିଥିଲେ। ଏଥିରେ ଲୋକମାନେ ଏହାର ପ୍ରତିକ୍ରିୟା ରଖି କମେଣ୍ଟ କରି କହିଥିଲେ ସ୍ୱାମୀ ଜି ବିକ୍ରି ହୋଇଯାଇଛନ୍ତି, ସ୍ୱାମୀ ଜି ନିଜର ପକ୍ଷ ବଦଳାଇ ନେଇଛନ୍ତି ପରି ଅନେକ କଥା କହିଛନ୍ତି। ସ୍ୱାମୀଙ୍କ କହିବାର ଅର୍ଥ ଥିଲା ଯେ ଆପଣ ଟେନସନ ନିଅନ୍ତୁ ନାହିଁ। କାଲିରୁ ସମସ୍ତେ ବହୁତ ଚିନ୍ତିତ ରହିଛନ୍ତି କାରଣ ମିଡିଆରେ ଖବର ଆସୁଥିଲା ସବୁକିଛି ପ୍ରମାଣ ନଷ୍ଟ କରିଦିଆ ଯାଇଛି, ଏମିତିରେ ହତ୍ୟାକାରୀ ବଞ୍ଚିଯାଇ ପାରନ୍ତି। କିନ୍ତୁ ଯଦିଓ ସବୁ ପ୍ରମାଣ ନଷ୍ଟ ହୋଇଯାଇଥିବ ତା’ପରେ ମଧ୍ୟ ଆତ୍ମହତ୍ୟା ପାଇଁ ଉସୁକାଇବା, ଡ୍ରଗ୍ସ କାରବାରକୁ ନେଇ ରିୟାଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ।
ଜଣେ ନେତା ଆଇପି ସିଂ ଯିଏକି SPର ପ୍ରବକ୍ତା ରହିଛନ୍ତି। ଆଇପି ସିଂ କିଛିଦିନ ତଳେ ଟ୍ୱିଟ କରି କହିଥିଲେ ସୁଶାନ୍ତ ସିଂ ରାଜପୁତ ନପୁଂସକ ଥିଲେ ଯେଉଁଥିପାଇଁ ସେ ଆତ୍ମହତ୍ୟା କରିନେଲେ। ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ଯେ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କର ହତ୍ୟା କରାଯାଇଛି କିନ୍ତୁ ଏହି ରାଜନୈତିକ ବ୍ୟକ୍ତି ଜଣକ ଏପରି ତଥ୍ୟ ସାମ୍ନାରେ ରଖିଛନ୍ତି। ତେବେ ଆତ୍ମହତ୍ୟା କରିବା ଏକ ଅପରାଧ ହୋଇଥିଲେ ମଧ୍ୟ ସୁଶାନ୍ତଙ୍କ କେସରେ ସେ ଆତ୍ମହତ୍ୟା କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।