୧୮ ପ୍ରକାର ରୋଗ କୁ ଦୂର କରିଥାଏ କେବଳ ଏହି ଗୋଟିଏ ଗୁଣ୍ଡ…

ଆପଣ ମାନେ ଜାଣିଛନ୍ତି କି କେବଳ ଗୋଟିଏ ଗୁଣ୍ଡ ବ୍ୟବହାର କରିବା ଦ୍ୱାରା 18 ପ୍ରକାର ରୋଗ ଆମକୁ ଛୁଇଁ ବାକୁ ଡରିବ। ତେବେ କଣ ସେ ଗୁଣ୍ଡ ଏବଂ କିପରି ବ୍ୟବହାର କରାଯାଏ ଏହି ଗୁଣ୍ଡକୁ ଆସନ୍ତୁ ଜାଣିବା ।

ଏହି ଗୁଣ୍ଡକୁ ଆମେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବା,ଏଥି ପାଇଁ ବହୁତ କମ ଜିନିଷର ଆବଶ୍ୟକତା ଅଛି । ଏହି ଗୁଣ୍ଡକୁ ବନେଇବା ପାଇଁ ହେଲେ କେବଳ 3 ଟି ଜିନିଷର ଆବଶ୍ୟକ ଅଛି ଶହେ ଗ୍ରାମ ଜୁଆଣୀ,250 ଗ୍ରାମ ମେଥି,50 ଗ୍ରାମ କାଲିଜୀରି।କାଲିଜୀରି ଯେକୋୖଣସି ଆୟୁର୍ବେଦିକ ଦୋକାନରେ ମିଳିଯିବ।ଅନେକ ଲୋକ କଳାଜିରା ଏବଂ କାଲିଜୀରି ସମାନ ଭାବନ୍ତି କିନ୍ତୁ ଏହା ସମ୍ପୂର୍ଣତଃ ଭିନ୍ନ।

The goodness of ajwain (Carom seeds) | Healthy Eating News | Zee News

ଏହାପରେ ଏହି 3ଟି ଜିନିଷକୁ ଏକତ୍ର କରି ହାଲକା ଭାଜିନେବା।ଯାହାଫଳରେ ଗୁଣ୍ଡ କରିବା ପାଇଁ ସହଜ ହେବ। ଭାଜିହେଲା ପରେ ମିକ୍ସିରେ ଗୁଣ୍ଡ କରିନେବା ଏବଂ ତାପରେ ତାକୁ ଚଲେଇ ନେବା ଯାହାଦ୍ୱାରା ତାର ଖଦଡ ଅଂଶ ବାହାରିଯିବ। ଗୁଣ୍ଡ ପ୍ରସ୍ତୁତ ହେଲାପରେ ଯେକୌଣସି କାଚ ଜାର ରେ ଷ୍ଟୋର କରି ରଖିପାରିବେ।

ଏବେ ଜାଣିବା ଏହାକୁ କିପରି ସେବନ କରିବା।

ଏହାକୁ ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ଗୁଣ୍ଡକୁ ମିଶାଇ ସେବନ କରନ୍ତୁ।ମନେରଖନ୍ତୁ ଏହାକୁ ସେବନ କଲାପରେ ଆଉ କିଛି ଖାଇବେ ନାହିଁ।ଏହାକୁ ସବୁ ବୟସର ଲୋକ ସେବନ କରିପାରିବେ।ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଶରୀରରେ ଗଚ୍ଛିତ ବିଷାକ୍ତ ପଦାର୍ଥ ମଳ ଏବଂ ପରିସ୍ରା ଦ୍ୱାରା ବାହାରିଯାଇଥାଏ।ଏହାର ସମ୍ପୂର୍ଣ୍ଣ ଫାଇଦା 80 ରୁ 90 ଦିନ ଭିତରେ ଦେଖିବାକୁ ମିଳିବ।ଏହାର ସେବନ ଦ୍ୱାରା ଆପଣଙ୍କ ଓଜନ ହ୍ରାସ ପାଇବ ଏବଂ ଶୁଦ୍ଧ ରକ୍ତ ବନିବ।ଚର୍ମ କୁଞ୍ଚନ ଭଳି ସମସ୍ୟା ଦୂର ହେବ ଏବଂ ଶରୀରରେ ଫୁର୍ତ୍ତି ଅନୁଭବ ହେବ।

ଆସନ୍ତୁ ଜାଣିବା କେଉଁ 18ଟି ରୋଗ ପାଇଁ ଏହା ଲାଭଦାୟକ।

ଏହାକୁ ସେବନ କରିବା ଦ୍ୱାରା ଆଣ୍ଠୁଗଣ୍ଠି ରୋଗ ଭଲ ହେବ,ହାଡ଼ ମଜବୁତ ହେବ,ଆଖିର ଆଲୋକ ବଢ଼ିଥାଏ,କେଶର ବିକାଶ ହୋଇଥାଏ,କବ୍ଜ ଭଳି ସମସ୍ୟା ଦୂର ହୁଏ,କଫରୁ ମୁକ୍ତି ମିଳେ,ହୃଦୟକୁ ସୁସ୍ଥ ରଖିଥାଏ,ଆଳସ୍ୟ ଲାଗିନଥାଏ, ସ୍ମରଣ ଶକ୍ତି ବଢ଼ିଥାଏ,ମହିଳାଙ୍କ ଶରୀରକୁ ସୁନ୍ଦର ବନେଇଥାଏ,ଆଲୋପଥୀ ଔଷଧ ଖାଇବା ଦ୍ୱାରା ଯେଉଁ ସାଇଡ଼ ଇଫେକ୍ଟ ହୋଇଥାଏ ସେଥିରୁ ମୁକ୍ତି ମିଳେ, ରକ୍ତ ସଫା ହୁଏ,ଦାନ୍ତ ମଜବୁତ ହୋଇଥାଏ,ନଂପୁସକତା ଦୂର ହୁଏ, ମଧୁମେହକୁ କଣ୍ଟ୍ରୋଲରେ ରଖିଥାଏ।ଯଦି ଆପଣ ଡାଇବେଟିସ ଔଷଧ ସେବନ କରୁଛନ୍ତି ତାସହ ଏହାକୁ ମଧ୍ୟ ଖାଇପାରିବେ।ନିୟମିତ 2 ରୁ 3 ମାସ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ନିରୋଗୀ ହୋଇଯିବ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *