ସୁଶାନ୍ତଙ୍କ ମୃତ୍ୟୁକୁ ଦୁଇମସରୁ ଅଧିକ ସମୟ ବିତିଯାଇଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ସୁଶାନ୍ତଙ୍କ ସହିତ କଣ ହୋଇଥିଲା। ପ୍ରତ୍ୟେକ ବ୍ୟକ୍ତି ଏହାକୁ ଅଲଗା ଅଲଗା ଦୃଷ୍ଟିକୋଣରୁ ଦେଖୁଛନ୍ତି ଏବଂ ଭିନ୍ନ ଭିନ୍ନ ଲୋକଙ୍କ ଉପରେ ସନ୍ଦେହ ଜାହିର କରୁଛନ୍ତି। ସୁଶାନ୍ତଙ୍କ ପରିବାର ଏପର୍ଯ୍ୟନ୍ତ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା ଯାଇଥିବାର ଆରୋପ ଆଣିଥିବା ବେଳେ କିଛିଦିନ ପରେ ସିବିଆଇ ପଚରା ଉଚରା ସମୟରେ ସେମାନେ ହତ୍ୟାର ସନ୍ଦେହ କରିଥିଲେ। କିନ୍ତୁ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତ କୁ ନେଇ କିଛି କହିନଥିଲେ ଯେ ଏହି ବ୍ୟକ୍ତି ସୁଶାନ୍ତଙ୍କର ହତ୍ୟା କରିଥାଇ ପାରନ୍ତି।
ତେବେ ବର୍ତ୍ତମାନ ସୁଶାନ୍ତଙ୍କ ଓକିଲ ବିକାଶ ସିଂ, ସୁଶାନ୍ତଙ୍କ ପରିବାର ତରଫରୁ ମିଡ଼ିଆ ସାମ୍ନାରେ ବୟାନ ଦେଇଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ ହିଁ ସୁଶାନ୍ତଙ୍କୁ ମାରିଛନ୍ତି କିମ୍ବା ତାଙ୍କ ହତ୍ୟା କରାଇଛନ୍ତି। ପରିବାର ଲୋକଙ୍କ କହିବା କଥା ଯେ, ରିୟା ହିଁ ସୁଶାନ୍ତଙ୍କ ହତ୍ୟା କରିଥାଇ ପାରନ୍ତି। ରିୟାଙ୍କ ସହିତ ଭେଟ ହେବା ପୂର୍ବରୁ ସୁଶାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ, ତାଙ୍କ କ୍ୟାରିୟର ବହୁତ ଭଲ ଚାଲିଥିଲା, ତାଙ୍କ ଫିଲ୍ମ ମଧ୍ୟ ସୁପରହିଟ ହେଉଥିଲା।
ସୁଶାନ୍ତ ସଫଳତାର ଶୀର୍ଷରେ ଥିଲେ। କିନ୍ତୁ ତାଙ୍କ ଜୀବନରେ ରିୟାଙ୍କ ଆସିବା ପରେ ସେ ଅସୁସ୍ଥ ରହିବାକୁ ଲାଗିଲେ, ପରିବାରରୁ ଦୂର କରିଦିଆ ଗଲା, ମାନସିକ ସ୍ଥରରେ ଅସୁସ୍ଥ ରହିବାକୁ ଲାଗିଲେ। ସୁଶାନ୍ତଙ୍କ ପରିବାରକୁ କିଛି କୁହାଯାଉ ନଥିଲା ଯେ, ସୁଶାନ୍ତଙ୍କୁ କଣ ହୋଇଛି , ସେ କାହିଁକି ଅସୁସ୍ଥ ଅଛନ୍ତି, ତାଙ୍କର କେଉଁ ପ୍ରକାରର ଚିକିତ୍ସା ଚାଲିଛି, ତାଙ୍କୁ କେଉଁ ପ୍ରକାରର ଔଷଧ ଦିଆଯାଉଥିଲା। ଶେଷରେ ଯଦି ସୁଶାନ୍ତ ସତରେ ଅସୁସ୍ଥ ଥିଲେ ଯେଉଦିନ ରିୟା ଘର ଛାଡ଼ି ଚାଲିଗଲେ ତାଙ୍କ ପରିବାରକୁ ସୁଶାନ୍ତଙ୍କ ଅସୁସ୍ଥତା , ଚିକିତ୍ସା ଏବଂ ଔଷଧ ବିଷୟରେ ମଧ୍ୟ କିଛି ଜଣାଇ ନଥିଲେ।
ରିୟାଙ୍କ ପକ୍ଷରୁ ମଧ୍ୟ ଏହାକୁ ନେଇ ବୟାନ ଆସିଛି, ରିୟା ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଦେଇଛନ୍ତି। ସେ କହିଛନ୍ତି ଯେ, ଏସବୁ ଆରୋପ ମିଥ୍ୟା ଅଟେ। ଏପରି ବ୍ୟର୍ଥ ଆରୋପ ତାଙ୍କ ଉପରେ ଲଗାଇ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି।
ବର୍ତ୍ତମାନ ମିଡ଼ିଆରେ ଚର୍ଚ୍ଚା ହେଉଛି ଯେ ୧୩ ଏବଂ ୧୪ ଜୁନକୁ ସୁଶାନ୍ତଙ୍କ ଘରେ ଗୋଟିଏ ନୁହେଁ ଦୁଇଟି ହତ୍ୟା କରଯାଇଛି। ତେବେ ଏକ ଭିଡ଼ିଓ ଏବଂ କିଛି ଫୋଟୋ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ସୁଶାନ୍ତଙ୍କ ଶରୀରରକୁ ବ୍ୟସ୍ତତାର ସହିତ ହସ୍ପିଟାଲ ଭିତରକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଉଛି ଯେଉଁଠାରେ ତାଙ୍କ ମୃତଦେହ ବହୁତ ଲମ୍ବା ଦେଖା ଯାଉଛି। ସୁଶାନ୍ତଙ୍କ ଉଚ୍ଚତା ମାତ୍ର ୬ ଫୁଟ ଥିବା ବେଳେ ୭.୫ରୁ ୮ ଫୁଟ ଲମ୍ବାର ମୁତଦେହ ଦେଖାଯାଉଛି। ଭିଡ଼ିଓ ଏବଂ ଫୋଟୋରେରେ ଲାଗୁଛି ଯେମିତି ଦୁଇଟି ମୃଦଦେହକୁ ରଖି ନିଆଯାଉଛି। ଶବ ବ୍ୟବଚ୍ଛେଦର ସମୟ ସରିଯାଇଥିଲେ ଏବଂ ସୁଶାନ୍ତଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା |
ଏସବୁ ଜାଣିବା ପରେ ମଧ୍ୟ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନେବାରେ ବହୁତ ବ୍ୟସ୍ତ ହେଉଥିଲେ କିଛି ଲୋକ ଏବଂ ବ୍ୟସ୍ତର ସହିତ ହସ୍ପିଟାଲ ନେଇ ଶବ ବ୍ୟବଚ୍ଛେଦ ମଧ୍ୟ କରାଇଥିଲେ ଯାହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି। ତେବେ ସତରେ ସୁଶାନ୍ତଙ୍କ ଘରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣକ ଗୋଡ଼ ଆଡକୁ ଆଉଜଣକ ମୁଣ୍ଡ କରି ଷ୍ଟ୍ରେଚରରେ ଶୁଆଇ ମୃତ ଶରୀରରକୁ ଘୋଡାଇ ଦେଇ ନିଆ ଯାଇଥିଲା। ଯଦିଓ ଦୁଇଟି ହତ୍ୟା ହୋଇଛି ତାହେଲେ ସୁଶାନ୍ତଙ୍କ ସହିତ ଆଉ କାହାର ହତ୍ୟା ହୋଇଛି ତାହା ମଧ୍ୟ ଅନ୍ୟ ଏକ ପ୍ରଶ୍ନ ସୃଷ୍ଟି କରୁଛି।
ସୁଶାନ୍ତଙ୍କ କେସରେ ଜଣେ ମିଷ୍ଟ୍ରି ଗାର୍ଲଙ୍କୁ ନେଉ ବହୁତ ଚର୍ଚ୍ଚା ଚାଲିଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ସେହି ମିଷ୍ଟ୍ରି ଗାର୍ଲ ଜଣକ କିଏ? ସେ ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଫ୍ଲାଟକୁ କାହିଁକି ଆସିଥିଲେ ଏବଂ କଣ ନେଇକରି ଯାଇଥିଲେ? ଅନେକ ଲୋକ ଏହା ମଧ୍ୟ କହୁଥିଲେ ଯେ, ସେ ଆଉ କେହି ନୁହନ୍ତି ନିଜେ ରିୟା ଚକ୍ରବର୍ତ୍ତୀ। କିନ୍ତୁ ଏନେଇ ପୋଲିସର ବୟାନ ଆସି ସାରିଛି ସେ ମିଷ୍ଟ୍ରି ଗାର୍ଲ ଜଣକ ରିୟା ନୁହନ୍ତି। ସେ ରିୟାଙ୍କ ଭାଇ ସୋବିକ ଚକ୍ରବର୍ତ୍ତୀଙ୍କ ଗାର୍ଲଫ୍ରେଣ୍ଡ ଜମିଲା ଅଟନ୍ତି। ଏବିଷୟରେ ପୋଲିସଙ୍କ ସହିତ ସୁପ୍ରିମକୋର୍ଟର ଜଣେ ଓକିଲ ମଧ୍ୟ କହିଛନ୍ତି ଯେ ସେହି ମିଷ୍ଟ୍ରି ଗାର୍ଲ ଜଣକ ରିୟା ଚକ୍ରବର୍ତ୍ତୀ ନୁହନ୍ତି।
ତେବେ ରିୟା, ରିୟାଙ୍କ ବନ୍ଧୁ, ସୋବିକ ଏବଂ ସୋବିକଙ୍କ ଗାର୍ଲଫ୍ରେଣ୍ଡ ଜମିଲା ସବୁବେଳେ ସୁଶାନ୍ତଙ୍କ ଘରେ ସୁଶାନ୍ତଙ୍କ ଟଙ୍କାରେ ପାର୍ଟି କରୁଥିଲେ। ଏହି ପାର୍ଟି ସମୟରେ ଜମିଲାଙ୍କର କିମ୍ବା ତାଙ୍କ ବୟଫ୍ରେଣ୍ଡଙ୍କର ଅଥବା ରିୟା ଚକ୍ରବର୍ତ୍ତୀଙ୍କର କିଛି ଜରୁରୀ ଜିନିଷ ସେଠାରେ ରହିଯାଇଥିଲା ଯାହାକୁ ନେବା ପାଇଁ ସେ ତୁରନ୍ତ ସୁଶାନ୍ତଙ୍କ ଫ୍ଲାଟରେ ପହଞ୍ଚି ଯାଇଥିଲେ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।