ଏହା ଥିଲା ସୁଶାନ୍ତଙ୍କୁ ଶେଷ କରିବାର କାରଣ। ଜଣେ ବନ୍ଧୁ କହିଲେ ରିୟାଙ୍କ ସମ୍ପୂର୍ଣ୍ଣ ସତ୍ୟ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏପର୍ଯ୍ୟନ୍ତ ଅନେକ ଖୁଲାସା ସାମ୍ନାକୁ ଆସିଛି। କିନ୍ତୁ ସବୁବେଳେ ଗୋଟିଏ ପ୍ରଶ୍ନ ରହିଛି ଯେ, ସୁଶାନ୍ତଙ୍କୁ କେଉଁ କାରଣରୁ ମାରିଦିଆ ଗଲା। ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଟଙ୍କା ହଡ଼ପ କରି ୮ ଜୁନକୁ ଚାଲିଯାଇଥିଲେ ତେବେ ସୁଶାନ୍ତଙ୍କୁ ହତ୍ୟା କରିବାର କଣ ଉଦ୍ଦେଶ୍ୟ ରହିଥିଲା। ବର୍ତ୍ତମାନ ସୁଶାନ୍ତଙ୍କ ଜଣେ ନିକଟବର୍ତ୍ତୀ ବନ୍ଧୁ ମହେଶ ସେଠି ଏହାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି।

ଦୀର୍ଘ ସମୟରୁ ରିୟା ବିଭିନ୍ନ ପ୍ରକାରର ଔଷଧ ଖାଇବାକୁ ଦେଇ କେତେକ ତାନ୍ତ୍ରିକଙ୍କ ସାହଯ୍ୟ ନେଇ ସୁଶାନ୍ତଙ୍କୁ ପାଗଳ କରିବାକୁ ଚେଷ୍ଟା କରୁଥିଲେ, ତାଙ୍କୁ ବେହୋସ କରି ଶୁଆଇ ଦେଉଥିଲେ। ନଭେମ୍ବର ଠାରୁ ଆରମ୍ଭ କରି ଫେବୃଆରୀ ପର୍ଯ୍ୟନ୍ତ ସୁଶାନ୍ତଙ୍କୁ ଭରପୂର ଲୁଟିଥିଲେ ରିୟା। ସୁଶାନ୍ତଙ୍କ କମ୍ପାନୀ ଗୁଡ଼ିକୁ ମଧ୍ୟ ନିଜ ନାଁରେ କରି ନେଇଥିଲେ। କିନ୍ତୁ ମାର୍ଚ୍ଚ ପରେ ସୁଶାନ୍ତ ଔଷଧ ଖାଇବାକୁ ମନା କରିଦେଇଥିଲେ ଯେଉଁଥିପାଇଁ ସେ ସୁସ୍ଥ ହେବାକୁ ଲାଗିଥିଲେ। ସେତେବେଳେ ତାଙ୍କ ବିରୋଧରେ ଏକ ବଡ଼ ଷଡଯନ୍ତ୍ର କରାଯାଇଥିଲା।

ସୁଶାନ୍ତ ନିଜର ଶେଷ କଲ ତାଙ୍କ ନିକଟବର୍ତ୍ତୀ ବନ୍ଧୁ ମହେଶ ସେଠିଙ୍କୁ କରିଥିଲେ। ତେବେ ସେହି ମହେଶ ସେଠି ବର୍ତ୍ତମାନ ଏକ ବଡ଼ ଖୁଲାସା କରିଛନ୍ତି। କହିଛନ୍ତି ଯେ, ସୁଶାନ୍ତ ନିଜର ଇମେଜକୁ ନେଇ ବହୁତ ଯତ୍ନବାନ ଥିଲେ ଏବଂ ରିୟାଙ୍କ ଠାରୁ ମୁକ୍ତି ଚାହିଁଥିଲେ। ରିୟା ଏବଂ ସୁଶାନ୍ତଙ୍କ ଗୋଟିଏ ଫିଲ୍ମରେ କାମ କରିବା କଥା କୁହାଯାଉଥିଲା କିନ୍ତୁ ରିୟାଙ୍କ ପରି ଜଣେ ବିନା କୌଣସି ଇମେଜର ଅଭିନେତ୍ରୀଙ୍କ ସହିତ ଅଭିନୟ କରିବାକୁ ଚାହୁଁନଥିଲେ ସୁଶାନ୍ତ।

ରିୟା ଏବଂ ତାଙ୍କ ବନ୍ଧୁ ମାନେ ପ୍ରଚାର କରୁଥିଲେ ଯେ ରୁମି ଜାଫ୍ରିଙ୍କ ଫିଲ୍ମରେ ସୁଶାନ୍ତ ସହିତ ଅଭିନୟ କରିବେ ରିୟା। ରୁମି ଜାଫ୍ରି ରିୟାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ ଥିଲେ। ସୁଶାନ୍ତ ରୁମି ଜାଫ୍ରିଙ୍କର ଏହି ଫିଲ୍ମ କରିବାକୁ ଚାହୁଁନଥିଲେ କାରଣ ରିୟାଙ୍କୁ ନିଜ ଜୀବନରୁ ବାହାର କରିବା ଯୋଜନା କରୁଥିଲେ ସୁଶାନ୍ତ। ଏହାର ସବୁଠୁ ବଡ଼ କାରଣ ଥିଲା ଯେ, ରିୟାଙ୍କ ସମେତ ରିୟା ଆଣିଥିବା ସିଦ୍ଧାର୍ଥ ପୀଠନିଙ୍କ ପରି ଲୋକଙ୍କ ସତ ଜାଣି ସାରିଥିଲେ ସିଦ୍ଧାର୍ଥ। ଏତେ ଚେଷ୍ଟା ପରେ ମଧ୍ୟ ରିୟା ଯେତେବେଳେ ସୁଶାନ୍ତଙ୍କ ଜରିଆରେ ଫିଲ୍ମକୁ ଆସି ପାରିଲେ ନାହିଁ ସେତେବେଳେ ସୁଶାନ୍ତଙ୍କୁ ହତ୍ୟା କରିଦିଆଗଲା।

ସୁଶାନ୍ତ ଯେଉଁ ସବୁଜ ରଙ୍ଗର କପଡ଼ାରେ ଫସି ଲଗାଇଥିବା କଥା କୁହାଯାଉଛି ସେହି କପଡ଼ାଟି ସୁଶାନ୍ତଙ୍କ ପାଇଁ ସିଦ୍ଧାର୍ଥ ପୀଠନି ବିଶେଷ ଭାବରେ ଅଣିଥିଲେ ମାତ୍ର ଏହାକୁ ସୁଶାନ୍ତ କେବେ ପିନ୍ଧି ନଥିଲେ। ତେବେ ଏହାର ଖୁଲାସା ଆଉ କେହି ନୁହେଁ ଭୁଲରେ ନିଜେ ସିଦ୍ଧାର୍ଥ ପୀଠନି କହି ପକାଇଛନ୍ତି। ସିଦ୍ଧାର୍ଥ କହିଲେ ଯେ, ସୁଶାନ୍ତଙ୍କ ପାଇଁ ସେହି ଡ୍ରେସଟି ବଡ଼ ହେଉଥିଲା ଯେଉଁଥିପାଇଁ ସୁଶାନ୍ତ ତାକୁ ପିନ୍ଧିଲେ ନାହିଁ। ତେବେ ସମଗ୍ର ଭାରତରେ ତାଲାବନ୍ଦ ସମୟରେ ଏତେ ବ୍ୟସ୍ତ ହୋଇ କାହିଁକି କପଡ଼ା ଅଣାଯାଇଥିଲା, ସେ ମଧ୍ୟ ସୁଶାନ୍ତଙ୍କ ସାଇଜ ଠାରୁ ଏତେ ବଡ଼। ଯଦିଓ ଅଣାଯାଇଥିଲା ତାହେଲେ ସୁଶାନ୍ତଙ୍କ ସହିତ ଗୋଟିଏ ଆପାର୍ଟମେଂଟରେ ରହୁଥିଲେ ମଧ୍ୟ ସିଦ୍ଧାର୍ଥ ତାଙ୍କ ଡ୍ରେସର ସାଇଜ ପଚାରି ନଥିଲେ।

ସୁଶାନ୍ତ ସିଂ ରାଜପୁତ ନିଜ ଡାଏରୀରେ ୨୦୨୦ ମସିହାର କରିବାକୁ ଥିବା ଯୋଜନା ଲେଖିଥିଲେ। କିନ୍ତୁ ସବୁଠୁ ବଡ଼ କଥା ହେଉଛି ସୁଶାନ୍ତଙ୍କ ଏହି ଯୋଜନା ଗୁଡିକ ମଧ୍ୟରେ କେଉଁଠି ହେଲେ ରିୟାଙ୍କ ନାମ ନଥିଲା। ସୁଶାନ୍ତ ନିଜର ରେପ୍ୟୁଟେସନ ବ୍ୟୁଲଡିଂ ଏବଂ ବ୍ରାଣ୍ଡ ବ୍ୟୁଲଡିଂର ଯୋଜନା ବନାଇ ରଖିଥିଲେ।

ଏହାଛଡା ଅର୍ଥକୁ ନେଇ ମଧ୍ୟ ଅନେକ ଯୋଜନା ରହିଥିଲା। ଏହି ସବୁ ପାଇଁ ସୁଶାନ୍ତ ଏକ କୋର ଟିମ ବନାଇବାକୁ ଚାହୁଁଥିଲେ। ରିୟାଙ୍କ ଠାରୁ ମୁକ୍ତି ଚାହୁଁଥିଲେ ସୁଶାନ୍ତ ଯଉଁଥିପାଇ ନିଜ ଡାଏରୀରେ କୌଣସି ସ୍ଥାନ ଦେଇନଥିଲେ ରିୟାଙ୍କୁ। କାରଣ ରିୟାଙ୍କ ଆସିବା ପରେ ସୁଶାନ୍ତଙ୍କୁ ଲାଗୁଥିଲା ସେ ନିଜ ପରିବାର ଠାରୁ ଦୂରେଇ ଯାଉଛନ୍ତି। ଏଥିସହିତ ରିୟାଙ୍କ କାରଣରୁ ହିଁ ଇଣ୍ଡଷ୍ଟ୍ରିରେ ସୁଶାନ୍ତଙ୍କ ରେପ୍ୟୁଟସନ ଖରାପ ହେଉଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *