ବାଗୀ, ବ୍ରଣ ଏବଂ ବଥ ପରି ସମସ୍ୟାକୁ ଘରେ ରହି ଘରୋଇ ଉପଚାର ଦ୍ୱାରା ଦୂର କରି ପାରବେ। ଏମିତି ଏକ ଉପଚାର ରହିଛି ଯାହା ଆପଣଙ୍କ ଠାରେ ଦେଖା ଦେଉଥିବା ବାଗୀ, ବ୍ରଣ ଏବଂ ବଥ ସମସ୍ୟାକୁ ସମାପ୍ତ କରିଦେବ। ଏପରି ସମସ୍ୟା ପାଇଁ ଏହି ଘରୋଇ ଉପଚାରଟି ଚମତ୍କାର ଭାବରେ କାମ କରିଥାଏ।
ବାଗୀ ପଡିଗଲେ ଆମକୁ ଚଲାବୁଲା କରିବା ପାଇଁ ଅସୁବିଧା ହୋଇଥାଏ। ବ୍ରଣ ମୁହଁ ଏବଂ ଶରୀରର ସୌନ୍ଦର୍ଯ୍ୟ ନଷ୍ଟ କରିଦେଇଥାଏ। ସେହିପରି ବଥ ହେଲେ ମଧ୍ୟ ଆମକୁ ବହୁତ କଷ୍ଟ ଅନୁଭୂତ ହୋଇଥାଏ। ଯଦି ଆପଣଙ୍କୁ ବାଗୀ, ବ୍ରଣ ଏବଂ ବଥ ପରି ସମସ୍ୟା ରହିଛି ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାରର ପ୍ରୟୋଗ କରନ୍ତୁ।
ଆବଶ୍ୟକ ସାମଗ୍ରୀ:
ଏହି ଉପଚାରଟିକୁ ବନାଇବା ପାଇଁ ଆମକୁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ନିମ୍ବ ପତ୍ର। ନିମ୍ବ ପତ୍ର ଆମ ତ୍ଵଚା ପାଇଁ କେତେ ଉପକାରୀ ଏହା ସମସ୍ତେ ଜାଣିଥିବେ। ଏଥିରୁ ମିଳୁଥିବା ପୋଷକ ତତ୍ୱ ଆମ ଶରୀରର ପାଇଁ ବହୁତ ଅଧିକ ଲାଭଦାୟୀ ଅଟେ। ନିମ୍ବ ପତ୍ର ବ୍ୟବହାର ଅନେକ ଔଷଧ ବନାଇବା ପାଇଁ କରାଯାଇଥାଏ।
ଏଥିପାଇଁ ଆବଶ୍ୟକ ଦ୍ଵିତୀୟ ସାମଗ୍ରୀଟି ହେଉଛି ଶୁଦ୍ଧ ଦେଶୀ ଗାଈ ଘିଅ ଅଧା ଚାମଚ। ଗାଈ ଘିଅ ମଧ୍ୟ ବ୍ରଣ, ବଥ ଏବଂ ବାଗୀ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ସହାୟକ ହୋଇଥାଏ। ଆପଣଙ୍କୁ ଏହି ଉପଚାର ବନାଇବା ପାଇଁ ଅଧା ଚାମଚ ଦେଶୀ ଗାଈ ଘିଅ ଆବଶ୍ୟକ ପଡିବ।
ପ୍ରସ୍ତୁତି ପ୍ରକ୍ରିୟା:
ନିଆଯାଇଥିବା ନିମ୍ବ ପତ୍ର ଦୁଇଁ ଦେଇ ୪୦ ରୁ ୫୦ଟି ପତ୍ର ଏକତ୍ର କରି ନିଅନ୍ତୁ। ଏହି ପତ୍ର ଗୁଡ଼ିକୁ ଗ୍ରାଇଣ୍ଡିଙ୍ଗ କରି ଭଲ ଭାବରେ ପେଷ୍ଟ କରି ଦିଅନ୍ତୁ। ଏହାପରେ ଏହି ପ୍ରସ୍ତୁତ ପେଷ୍ଟକୁ ଗୋଟିଏ ପତ୍ରରେ ଭରି ନିଅନ୍ତୁ।
ଏହାକୁ ପ୍ରସ୍ତୁତ କରିବା ପାଇଁ ଗ୍ୟାସରେ ମଧ୍ୟମ ଫ୍ଲେମରେ ଏକ କଢାଇ ବସାଇ ଦୁଅନ୍ତୁ। ଏଥିରେ ଅଧା କିମ୍ବା ଏକ ଗ୍ଲାସ ଅନୁପାତରେ ପାଣି ନେଇଯାନ୍ତୁ। ଏବେ ଆପଣ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ନିମ୍ବ ପେଷ୍ଟକୁ ସେହି ପାତ୍ର ସହିତ କଢାଇର ଥିବା ପାଣିରେ ବସାଇ ଦିଅନ୍ତୁ। ଏହାକୁ ଡବଲ ବଏଲ କରିବାକୁ ପଡିବ। ଏଥିରେ ପୂର୍ବରୁ ରଖିଥିବା ଅଧା ଚାମଚ ଦେଶୀ ଗାଈ ଘିଅ ମିଶାନ୍ତୁ। ନିମ୍ବ ପତ୍ର ପେଷ୍ଟ ସହିତ ଗାଈ ଘିଅକୁ ଭଲ ଭାବରେ ମିଶ୍ରଣ କରି ଦିଅନ୍ତୁ। ଲକ୍ଷ୍ୟ କରନ୍ତୁ ପାଣି କିଛି ସମୟ ମଧ୍ୟରେ ଫୁଟିବାକୁ ଲାଗିବ। ନିମ୍ବ ପତ୍ର ଏବଂ ଘିଅର ମିଶ୍ରଣ ମଧ୍ୟ ଫୁଟିବା ଆରମ୍ଭ କରିଦେବ। ପାଖାପାଖି ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ଫୁଟାନ୍ତୁ। ଏହାପରେ ଉପଚାର ପ୍ରସ୍ତୁତ ହୋଇଯିବ। ତେବେ ଉପଚାରଟିକୁ ପ୍ରୟୋଗ କରିବା ପୂର୍ବରୁ ଥଣ୍ଡା କରି ନିଅନ୍ତୁ।
ପ୍ରୟୋଗ ବିଧି:
ଏହାର ପ୍ରୟୋଗ ହାଲକା ଉଷୁମ ଥିବା ବେଳେ କରନ୍ତୁ। ଏହାର ଲେପ ସେହି ସ୍ଥାନରେ ଦିଅନ୍ତୁ ଯେଉଁଠାରେ ବାଗୀ, ବ୍ରଣ ଏବଂ ବଥ ହୋଇଛି। ଏହାର ପ୍ରୟୋଗ ପରେ ଦେଖିବେ ବାଗୀ, ବ୍ରଣ ଏବଂ ବଥରୁ ପାଚି ପୂଜ ବାହାରି ଯିବ। ଏହାପରେ ତାହା ଧୀରେ ଧୀରେ ଶୁଖିଯିବ। ଏହାର ପ୍ରୟୋଗ ଦ୍ୱାରା ବାଗୀ, ବ୍ରଣ ଏବଂ ବଥ ପରି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯାଇଥାଏ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |