ରିୟା ଚକ୍ରବର୍ତ୍ତୀଙ୍କ ସହ କଣ ସମ୍ପର୍କ ଅଛି ସଲମାନ ଖାନଙ୍କର। କାହିଁକି ସଲମାନ କରୁଛନ୍ତି ଏହି ମାମଲାରେ ହସ୍ତକ୍ଷେପ। ରିୟାଙ୍କ ଭାଇ ସୋଭିତ ହେଉଛନ୍ତି ସୋହିଲ ଖାନଙ୍କ ପୁଅର ବନ୍ଧୁ। ଏକ ପବ୍ ର ଫୋଟୋ ଭାଇରଲ ହୋଇଛି ଯେଉଁଥିରେ ଦୁହେଁ ଏକାଠି ନଜର ଆସିଛନ୍ତି। ପୂର୍ବରୁ ହିଁ ଅରବାଜଙ୍କ ନାଁ ଏହି ମାମଲାରେ ଆସିଥିଲା ଯେବେଠୁ ଦିଶା ଏହି ପ୍ରସଙ୍ଗରେ ଯୋଡି ହୋଇଥିଲେ। କୁହାଯାଉଥିଲା ସେ ପାର୍ଟିରେ ଅରବାଜ ଖାନ ମଧ୍ୟ ଥିଲେ ଏବଂ ତାପରେ ସେ ନିଜର ଟ୍ୱିଟର ହ୍ୟାଣ୍ଡେଲ ଆକାଉଣ୍ଟ ଡିଲେଟ କରିଦେଇଥିଲେ। ଯେବେଠୁ ଏହି ଫୋଟୋ ବାହାରକୁ ଆସିଛି ସେବେଠୁ ଏହି କେସରେ ତାଙ୍କର ଡାଇରେକ୍ଟ ଲିଙ୍କ ଅଛି ବୋଲି ଜଣାପଡିଛି।
କାହିଁକି କୌଣସି ବଡ ସେଲିବ୍ରେଟି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମୁଁହଁ ଖୋଲିଲେ ନାହିଁ,କାହିଁକି ତାଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରି ମୁମ୍ବାଇ ପୋଲିସ କିଛି କହିଲେ ନାହିଁ। କାରଣ ତାଙ୍କ ଉପରେ ଚାପ ପକାଯାଉଛି। କାରଣ ସୋଭିତଙ୍କ ସଂଯୋଗ ସଲମାନଙ୍କ ପରିବାର ସହ ରହିଛି।
ଏହାମଧ୍ୟ କୁହାଯାଉଛି କି,EDର ପଚରାଉଚରା ପରେ ରିୟାଙ୍କୁ ସଲମାନଙ୍କ ପିୟା ଟିମ ନେଇଯାଇଥିଲେ।ରିୟା ପୂର୍ବରୁ କୌଣସି ବଡ ସେଲିବ୍ରେଟିଙ୍କ ଘରେ ଲୁଚିଥିବାର ଖବର ଆସିଥିଲା। ଏହି ଘଟଣା ସାମ୍ନାକୁ ଆସିଲାପରେ, ହୋଇପାରେ ସେ ସଲମାନଙ୍କ ଘରେ ଲୁଚିଥିଲେ।ଏହି ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ସଲମାନ କଣ ନିଜକୁ ବଞ୍ଚାଇବାକୁ ନିଜ ଓକିଲକୁ ରିୟା ଚକ୍ରବର୍ତ୍ତୀଙ୍କ କେସ ଲଢ଼ିବାକୁ ଅନୁମତି ଦେଇଛନ୍ତି।ସବୁଠୁ ବଡ ଖବର ହେଉଛି ଯେଉଁ ଝିଅର ବାର୍ଷିକ ଆୟ ଜଣେ ସାଧାରଣ ଲୋକର ବାର୍ଷିକ ଆୟ 14 ଲକ୍ଷ ସହ ସମାନ। ସେ କେମିତି ଜଣେ ଅଧିକ ଫି ନେଉଥିବା ଓକିଲକୁ ନିଜ କେସ ପାଇଁ ହାୟର କରିପାରିବେ ଏବଂ ସେ ବି ସଲମାନ ଖାନଙ୍କ ଓକିଲ। ସଲମାନ ଖାନ କାହିଁକି ରିୟାଙ୍କ କେସ ଲଢ଼ିବାକୁ ତାଙ୍କ ଓକିଲକୁ ରିୟାଙ୍କୁ ଦେଇଛନ୍ତି।
ଯଦି ସଲମାନ ରିୟାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତାହେଲେ ବଲିଉଡରେ ଏମିତି କେହିବି ନାହାନ୍ତି ଯିଏକି ତାଙ୍କ ବିପକ୍ଷରେ କହିବ।କଣ ପାଇଁ ସଲମାନ ରିୟାଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
8 ଜୁନକୁ ହୋଇଥିବା ପାର୍ଟିରେ ଦିଶାଙ୍କ ସହ ଅରବାଜଙ୍କୁ ଦେଖିବାକୁ ମିଳିଥିଲା।ଦିଶାଙ୍କ ମୃତ୍ୟୁର 2ଦିନ ପରେ ତାଙ୍କର ପୋଷ୍ଟମର୍ଟମ ହୋଉଥିଲା କୁହାଗଲା କି ତାଙ୍କର କୋଭିଡ ଟେଷ୍ଟ ହବାର ଥିଲା।ତାହେଲେ କଣ ପାଇଁ ସୁଶାନ୍ତଙ୍କର କୋଭିଡ ଟେଷ୍ଟ କରାଗଲା ନାହିଁ। ତାଙ୍କ ମୃତ୍ୟୁର କିଛି ସମୟ ପରେ ହିଁ ପୋଷ୍ଟମର୍ଟମ ହୋଇଥିଲା। ଦିଶାଙ୍କ ଶବକୁ ବ୍ୟବଚ୍ଛେଦ ହେବା ପାଇଁ 2ଦିନ ଲାଗିଥିଲା ଏବଂ ରିପବ୍ଲିକ ଭାରତର ତଥ୍ୟ ଅନୁଯାୟୀ,ରିୟାଙ୍କ ଶରୀରରେ କୌଣସି କପଡା ନଥିଲା। ଏତେବଡ ଖବର ଆସିଲା ପରେ ଏହାର ଯାଞ୍ଚ କରାଗଲା ନାହିଁ,ଏହି ମାମଲାକୁ ଦବାଇ ଦିଆଗଲା।
ଯେତେବେଳେ ପୋଲିସ ପଚରା ଉଚରା କରିଥିଲା,ସେତେବେଳେ ପାର୍ଟିରେ ଉପସ୍ଥିତ ଥିବା ଲୋକ ମାନଗଢ଼ା କାହାଣୀ କହିଥିଲେ।କାହିଁକି ନା ଯଦି ଦିଶା ଡ୍ରିଙ୍କ କରି ନିଜକୁ ରୁମରେ ବନ୍ଦ କରିଦେଇଥିଲେ ତାହେଲେ ସେ କଣ ନିଜ ଡ୍ରେସ ଖୋଲି ବାଲକୋନି ରୁ ଡେଇଁ ଆତ୍ମହତ୍ୟା କରିବ।
ଏହି ମାମଲାର ପର୍ଦ୍ଦାଫାସ ହେଲା ପରେ ରିୟା ଚକ୍ରବର୍ତ୍ତୀଙ୍କ ଡାଇରେକ୍ଟ କନେକ୍ସନ ଯୋଡି ଯାଇଛି ସଲମାନଙ୍କ ସହ ଏବଂ ସୋଭିତଙ୍କର ସୋହିଲଙ୍କ ପୁଅ ସହ।ଆପଣମାନଙ୍କୁ କଣ ଲାଗୁଛି କଣ ପାଇଁ କୌଣସି ବଡ ସେଲିବ୍ରେଟି କିମ୍ବା ଟିଭି ଆକ୍ଟର ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁଁହଁ ଖୋଲି ନଥିଲେ କାରଣ ସେମାନେ ଜାଣିଥିଲେ ଯଦି ସେମାନେ ମୁହଁ ଖୋଲିବେ କିମ୍ବା CBI ଯାଞ୍ଚ ପାଇଁ ଦାବି କରୁବେ ତାହେଲେ ତାଙ୍କୁ କାମ ମିଳିବ ନାହିଁ କାରଣ ଏଥିରେ ସଲମାନ ଖାନ ରିୟାଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ଏହି ମାମଲାରେ ଯୋଡି ହୋଇଛନ୍ତି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।