ଆଖିରୁ ସବୁ ଲୁହା ପୋଛି ଦିଅ କାରଣ ଆଜି ରାତି ଠାରୁ ସବୁ କଷ୍ଟ ଦୁର କରିବି ପ୍ରଭୁ ବଜରଙ୍ଗବାଲି ।

ନମସ୍କାର ବନ୍ଧୁଗଣ ଜୟ ଜଗନ୍ନାଥ, ଆଜି ଆମେ ସେହି ରାଶି ବିଷୟରେ କହିବୁ ଯାହାର ରାଶି ବାଦଳିବାକୁ ଯାଉଛି । ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତିଠାରୁ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ କରିବେ। ସୂର୍ଯ୍ୟଦେବ କନ୍ୟା ରାଶିରୁ ବୃଷ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି । ଯେଉଁଠାରେ ପ୍ରଥମରୁ ହିଁ ଶନି ଦେବ ବିରାଜମାନ ରହିଛନ୍ତି ।

ବନ୍ଧୁଗଣ ଆପଣମାନଙ୍କୁ କହି ରଖୁଛୁ କି ଏହି ପରିବର୍ତ୍ତନ କାରଣରୁ କିଛି ରାଶି ମାନଙ୍କ ପାଇଁ ଏହି ସମୟ ବିଶେଷ ଶୁଭ ହେବାକୁ ଯାଉଛି। ଯାହାର ଫାଇଦା ଯଦି ଏବେ ଉଠେଇବାକୁ ଚାହୁଁଛନ୍ତି ତେବେ ଉଠାନ୍ତୁ। କାରଣ ଏହି ସମୟ ବିଶେଷ ଭାବରେ ଶୁଭ ଅଟେ । ଏହି ସମୟରେ ଏମାନଙ୍କ କାର୍ଯ୍ୟ ଅନୁକୂଳ ରହିବ । ଏହି ରାଶି ଉପରେ ଭଗବାନ ବଜରଙ୍ଗ ବାଳୀଙ୍କର ବିଶେଷ କୃପା ହେବାକୁ ଯାଉଛି। ଏହି ରାଶିର ଲୋକ ମାନଙ୍କର ଆଜି ଠାରୁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ରାଶି ମାନକ ବିଷୟରେ ।

ବନ୍ଧୁଗଣ କହିରଖୁଛୁ ଯେ ଏହି ରାଶି ର ଲୋକମାନଙ୍କୁ ଅଚାନକ ପ୍ରବଳ ଧନ ଲାଭ ଯୋଗ ହେବ । ଛାତ୍ର ମାନଙ୍କୁ ପ୍ରତେକ ପରୀକ୍ଷାରେ ସଫଳତା ହାସଲ ହେବ । ଚାକିରୀରେ କ୍ଷେତ୍ରରେ କରିଥିବା ଚେଷ୍ଟାରେ ମଧ୍ୟ ସଫଳ ହେବେ । କାମ କାର୍ଯ୍ୟରେ ମଧ୍ୟ କୌଣସି ଯାତ୍ରାରେ ଯାଇପାରନ୍ତି । ଯାହାକି ଆପଣଙ୍କ ପାଇଁ ଲାଭ ଦାୟକ ହେବ । ଚାକିରୀରେ କ୍ଷେତ୍ରର ଆପଣଙ୍କୁ ପଦ ଉନ୍ନତି ର ଲାଭର ରହିଛି କିନ୍ତୁ କିଛି ଅଧିକାରୀମାନଙ୍କର ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ । ଏହି ରାଶିର ଲୋକମାନଙ୍କୁ ବହୁତ ଶିଘ୍ର ରୋଜଗାର ମିଳିବାର ସଂକେତ ମିଳି ସାରିଛି ।

ହନୁମାନଙ୍କ କୃପାରୁ ଆପଣଙ୍କ କୌଣସି ନୂଆ ବ୍ୟାପାର ଯଦି ଆରମ୍ଭ କରିବାକୁ ଚାହୁଁଛନ୍ତି, ଏବଂ କୌଣସି ବ୍ୟକ୍ତିଙ୍କୁ ନିଜର ଅଂଶିଦାର କରିବାକୁ ଚାହୁଁଛନ୍ତି ତେବେ ଏହା କରିବାର ପୂର୍ବରୁ ସମସ୍ତ ପ୍ରକାର ଯାଞ୍ଚ କରିଏ ନିଅନ୍ତୁ । ଏବଂ ସବୁ ଜାଗାରେ ଆପଣ ସତର୍କତା ଇ ସାବଧାନ ଅବଲମ୍ବନ କରନ୍ତୁ ।ଏହା ସହିତ ଦୂର ଜାଗାକୁ ଯାତ୍ରା କରିବାକୁ ସଜାଗ ହୋଇ ପାରନ୍ତି । ଯାହାକି ଆପଣକ ପାଇଁ ବହୁତ ଲାଭ ଦେବ ।

ମେଷ ରାଶି: ଆପଣଙ୍କ ଭାଗ୍ୟ ଏବେ ଅଚାନକ ଭାବରେ ଚମକିବାକୁ ଯାଉଛି । ଏହି ରାଶିର ଭାଗ୍ୟରେ ଅନେକେ ଖୁସିର ଆସିପାରେ । ଏହି ରାଶିର ଲୋକ ଏବେ ସଫଳ ଜୀବନ ବ୍ୟତୀତ କରିବେ । ଧନେ ଦୌଲତରେ ବୃଦ୍ଧି ହେବ, ଆପାଙ୍କ ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇ ସାରିଛି ।

ମିଥୁନ ରାଶି: ବହୁତ ଦିନ ପରେ ଏବେ ଆପଣଙ୍କ ଜୀବନରେ ଖରାପ ସମୟ ସମାପ୍ତ ହେବାକୁ ଯାଉଛି । ଯାହାର ଫଳରେ ଆପଣଙ୍କୁ ବଡ଼ ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଭାଗ୍ୟ ଅଚାନକ ଭାବରେ ଚମକିବ । ପାଠ ପଢା ପିଲାଙ୍କର ରେଜଲ୍ଟ ବହୁତ ଭଲ ଆସିବ । ମଙ୍ଗଳ ବାର ଏବଂ ଶନି ବାର ଦିନର ହନୁମାନ ଚାଳିଶା ଆପଣ ନିଶ୍ଚିନ୍ତ କରନ୍ତୁ ।

ସିଂହ ରାଶି: ସମୟରେ ହେବାକୁ ଥିବାର ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ଖୁସିର ନେଇ ଆସିବ । ଆପଣଙ୍କ ଦ୍ଵାର କରାଯାଇଥିବା ଆର୍ଥିକ ଯୋଜନା ସଫଳ ହେବ । ବ୍ୟାପାରରେ ଶୁଭ ଫଳ ମିଳିବ । ଆପଣଙ୍କ ମନରେ ଏବେ ଅଧିକ ଯୋଜନା ଆସିପାରେ । ଆପଣ ଆପଣଙ୍କ ସବୁ କାର୍ଯ୍ୟ ଯୋଜନା ହିସାବରେ ପୁରାଣ କରିବେ । ଯାହାକି ଆପଣ ଙ୍କ ପାଇଁ ଅତ୍ୟଧିକ ଲାଭ ସିଦ୍ଧ ହେବ।

ଧନୁ ରାଶି: ଆପଣଙ୍କୁ ପରିବାର ର ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ଅନୁକୂଳ ରହିବ। ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଧ୍ୟାନ ବଢିବ । ଚାକିରୀ ପାଇଁ ପ୍ରସ୍ତାବ ଆସିପାରେ ଯାହା ଆପଣଙ୍କ ପାଇଁ ଅନୁକୂଳ ରହିବ । ଧନ କମେଇବା କୁ ଆପଣଙ୍କୁ ନୂଆ ନୁଆ ଅବସର ମିଳିବାକୁ ଯାଉଛି ଆପଣଙ୍କ ଜୀବନରେ ଅପାର ଖୁସି ଆସିବ। ଉଦ୍ଧାର ଦେଇଥିବା ଧନ ଆପଣଙ୍କ ପାଖକୁ ଫେରି ଆସିବ। କାର ବାରରେ ଆପଣଙ୍କୁ ଉନ୍ନତି ମିଳିବ । ମନ ଚାହୁଁଥିବା ପ୍ରେମ ମଧ୍ୟ ମିଳିବ।

ତୁଳା ରାଶି: ଜୀବନରେ ସଫଳତା ହାସଲ କରିବା ଠାରୁ ଆପଣଙ୍କୁ ଏବେ ଆଉ କେହି ବି ଅଟକାଇ ପାରିବେ ନାହିଁ କାରଣ ଆପଣଙ୍କ ଉପରେ ଭଗବାନ ବଜରଙ୍ଗ ବାଳୀଙ୍କ ଶୁଭ ଦୃଷ୍ଟି ପଡ଼ିଛି । ସଚା ମନରେ ହନୁମାନ ଙ୍କୁ ଆରାଧନା କରି ଆରମ୍ଭ କରିଥିବା କଲେ ନିଶ୍ଚିନ୍ତ ଭାବରେ ସଫଳ ହେବ । ଲଗାତାର ଭାବରେ କରୁଥିବା ଚେଷ୍ଟା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ଆପଣ କାହାରିବି କଥା ଶୁଣି କୌଣସି କାର୍ଯ୍ୟ ପରିଚାଳନା କରନ୍ତୁ ନାହିଁ ।

ବଜରଙ୍ଗ ବାଲିଙ୍କ କୃପାରୁ ଆପଣଙ୍କ ସବୁ ସଙ୍କଟ ଦୂର ହେବ ଭକ୍ତିରେ ଗୋଟିଏ ଲାଇକ କରିବା ସହିତ ସେୟାର କରି ଦିଅନ୍ତୁ । ଏବଂ ଲେଖି ଦିଅନ୍ତୁ “ଜୟ ହନୁମାନ”

Leave a Reply

Your email address will not be published. Required fields are marked *