ବନ୍ଧୁଗଣ ଦାନ୍ତରେ କଷ୍ଟ ହେବା ଏକ ଏମିତି ସମସ୍ୟା ଯାହା ବଡରୁ ନେଇ ପିଲାଙ୍କୁ ସମସ୍ତଙ୍କୁ ହୋଇଥାଏ। ଦାନ୍ତର ଠିକ୍ ରଖିଲେ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ। ଏହା ନୁଏ ଦାନ୍ତ ଉଠିବା କାରଣରୁ ହୋଇପାରେ କିମ୍ଵା ଦାନ୍ତରେ ପୋକ ଲାଗିବା କାରଣରୁ ହୋଇପାରେ, ଦାନ୍ତରେ ସଂକ୍ରମଣ ଓ ଫୁଲା କାରଣରୁ ହୋଇପାରେ ଓ ଦାନ୍ତ ହଲିବା ଭଳି ବହୁତ ସବୁ କାରଣ ପାଇଁ ହୋଇଥାଏ । ଏମିତିରେ ଏହାକୁ ନେଇ aamer ବହୁତ ଅଧିକ ଚିନ୍ତା ଗ୍ରସ୍ତ ହୋଇଥାନ୍ତି ଓ ଏହି ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି । ଯାହା ଫଳରେ ଆମକୁ ବହୁତ ଔଷଧ ପେନ୍ କ୍ଲିଅର୍ ଭଳି ବହୁତ ଔଷଧ ଦେଇ ବହୁତ ଫିସ ନେଇଥାନ୍ତି।
ସେମାନେ ଆମକୁ ରୁଟ ଫିଲ୍ କରି ଦିଅନ୍ତୁ ଯାହା ଆମର ବହୁତ ଖର୍ଚ୍ଚ ହୋଇଥାଏ ଏହାର ସହର ମଧ୍ୟ ଦାନ୍ତେ ଓପାଡିବାକୁ ପରାମର୍ଶ ଦେଇଥାନ୍ତି । ଏହି ସବୁରୁ ବଞ୍ଚିବା ସହିତ ଦାନ୍ତର କଷ୍ଟ ରୁ ବଞ୍ଚିବାର ପାଇଁ ଆମେ ଆଜି ଏକ ଚମତ୍କାର ଉପାୟ କହିବୁ । ଯାହା ଆପଣଙ୍କୁ ନିଶ୍ଚିନ୍ତ ଭାବରେ ରେଜଲ୍ଟ ଦେବ । ଆପଣଙ୍କୁ ଦାନ୍ତର ଉପାଡିବାକୁ ପଡ଼ିବନି କି ଦାନ୍ତ ଉପାଡ଼ିବାକୁ ମଧ୍ୟ ପଡ଼ିବନି ଏହା ବହୁତ ଲାଭ ଦାୟକ ଉପଚାର ଅଟେ। ଏହାର ବ୍ୟବହାର ଦ୍ଵାରା 5ରୁ 6ଦିନର ଭିତରେ ଆପଣଙ୍କ ଦାନ୍ତ ଜନିତ ସମସ୍ୟା ଦୂର ହୋଇଯିବ।
ପ୍ରଣାଳୀ
ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ଗ୍ଲାସ ରେ ଅଧ ଗ୍ଲାସ୍ ପାଣି ନିଅନ୍ତୁ । ଓ ଏହାର ସହିତ ଏକ ଛୋଟ ଫିଟିକିରି ଖଣ୍ଡ ନିଅନ୍ତୁ । ଏବଂ ଏହି ଫିଟିକିରୀ ଖଣ୍ଡକୁ ପାଣିରେ ପକେଇ ଦିଅନ୍ତୁ ଏବଂ ଏକ ଚାମଚ ସାହାଯ୍ୟରେ 30 ସେକେଣ୍ଡ ଏହାକୁ ପାଣିରେ ମିଶାନ୍ତୁ। ଏହାପରେ ପାଣିର ରଙ୍ଗ ବଦଳିଯିବ ଓ ଏହାପରେ ସେହି ଫିଟିକିରୀ ଖଣ୍ଡକୁ ପାଣିରେ କାଢି ଦିଅନ୍ତୁ । ଏବଂ ଏହି ଫିଟିକିରୀ କୁ ଆପଣ ରଖି ଏହାକୁ ବାରମ୍ବାର ବ୍ୟବହାର କରି ପାରିବେ ।
ଆପଣ ଏହି ପାଣିକୁ ପାଟିରେ 8/10 ସେକେଣ୍ଡ ରଖି ଏହାକୁ କୁଳି କରିଦିଅନ୍ତୁ । ଆପଣ ଏହାର ବ୍ୟବହାର ଦିନକୁ 2 ଥର କରନ୍ତୁ । ଏଠାରେ କହି ରଖୁଛୁ କି ଆପଣ ଏହି ପାଣିକୁ ଅଳ୍ପ ଅଳ୍ପ ନେଇ କୁଳି କରନ୍ତୁ । ଏମିତି 2-3 ଭିତରେ ଏହାର ଫରକ ଦେଖିବାକୁ ଲାଗିବ। ଯଦି ବହୁତ ଅଧିକ କଷ୍ଟ ହେଉଛି ତେବେ 4-5 ଦିନ ଭିତରେ ଠିକ୍ ହୋଇଯିବ। ଏହା କରିବା ପାରେ କୌଣସି ପ୍ରକାରେ ସାଧା ପାଣିରେ କୁଳି କରନ୍ତୁ ନାହିଁ କି ଦାନ୍ତ ଘସନ୍ତୁ ନାହିଁ।
ଏହି ପାନି ପାଟିରେ ନେବାର ଦ୍ଵାରା ଏହା କୌଣସି ପ୍ରକାର କ୍ଷତି ହୋଇନଥାଏ ସେଥିପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। ଏହାର ବ୍ୟବହାର ଦ୍ଵାରର ଆପଣ ଦେଖିବେ ଆପଣଙ୍କ ଦାନ୍ତର କଷ୍ଟ ଦୂର ହୋଇଯିବ ଓ ଆପଣଙ୍କୁ ଦାନ୍ତ ଓପାଡ଼ିବାକୁ ପଡ଼ିବ ନାହିଁ । ଯଦି ଆପଣଙ୍କୁ ଡାକ୍ତର ଫିଲିଂ କରିବାକୁ କହୁଛନ୍ତି ତେବେ ଆପଣ ଫିଳିଂ କରାନ୍ତୁ କାରଣ ଦାନ୍ତରେ ପୋକ ଲାଗି ଦାନ୍ତର କଣା ହୋଇଯାଇଥାଏ । ଏବଂ ସେଥିରେ ବାରମ୍ବାର ଖାଦ୍ୟ ପଶି ବହୁତ କଷ୍ଟ ଦେଇଥାଏ।
ବନ୍ଧୁଗଣ ଯଦି ଆମର ଏହି ସରଳ ଉପାୟ ଆପଣଙ୍କୁ ଭଲ ଲାଗିଥାଏ ଗୋଟିଏର ଲାଇକ କରନ୍ତୁ ଏବଂ ସେୟାର କରି ସାଙ୍ଗର ସାଥିଙ୍କୁ ଜାଣିବାର ସୁଯୋଗ ଦିଅନ୍ତୁ ।