ସର୍ବ ପ୍ରଥମେ ଆମେ ଆପଣକୁ ଜଣେବାକୁ ଚାହିଁବୁ କି କିଛି ନୂଆ ଉପଡେଟ ବିଷୟରେ । ପ୍ରଥମ ଖବର ଏହା କି ଶେଖର କପୁର ଙ୍କ ବୟାନ ପୋଲିସ ପାଖକୁ ଆସି ସାରିଛି । ଶେଖର କପୁର ଇମେଲ ମାଧ୍ୟମରେ ନିଜର ବୟାନ ପୋଲିସ କୁ ଦେଉଛି । ପୋଲିସ ତାଙ୍କୁ ଥାନାକୁ ଡ଼ାକି ଥିଲେ ବୟାନ ରେକଡ୍ କରିବାକୁ କିନ୍ତୁ ସେ ଇମେଲ ମାଧ୍ୟମରେ ନିଜର ବୟାନ ଦେଇଛନ୍ତି ।
ଶେଖର କପୁର ସେଥିରେ ପରିଷ୍କାର ଲେଖିଥିଲେ କି ସୁଶାନ୍ତ ସିଂ ରାଜପୁତ ଏକ ଫିଲ୍ମ କରୁଥିଲେ ଯାହାର ନାଁ “ପାନି” ଯାହା ପାଇଁ ସେ ବହୁତ ପରିଶ୍ରମ କରିଥିଲେ। ଏବଂ ସୁଶାନ୍ତ ଙ୍କ କ୍ୟାରିଅର ରେ ସେ ବହୁତ ଦାମୀ ଫିଲ୍ମ୍ ହୋଇଥାନ୍ତା । ପାଖା ପାଖି ୧୫୦ କୋଟି ଟଙ୍କାର ବଜେଟ ଥିଲା ସେହି ଫିଲ୍ମ । ଏହି ଫିଲ୍ମ ପାଇଁଁ ସେ ବହୁତ ଫିଲ୍ମ ମଧ୍ୟ କରିପାରିନଥିଲେ । କିନ୍ତୁ ଯେତେବେଳେ ଏ ଫିଲ୍ମ୍ ବନ୍ଧ ହୋଇଗଲା ସେ ବହୁତ ଅଧିକ ବ୍ୟସ୍ତ ହୋଇ ପଡ଼ିଥିଲେ ।
ଏହାପରେ ସେ ଡିପ୍ରେଶ୍ ହୋଇଗଲେ ଏବଂ ଭିତରେ ଭିତରେ କାନ୍ଦି ବାକୁ ଲାଗିଲେ । ବେଳେ ବେଳେ ତ ସେ ମୋ କାନ୍ଧ ଉପରେ ମୁଣ୍ଡ ରଖି ମଧ୍ୟ କାନ୍ଦୁଥିଲେ । ଏହା ଭିତରେ ଶେଖର କପୁର ମଧ୍ୟ ଭାବୁକ ହୋଇଯାଇଥିଲେ କାରଣ ସେ ସେଥିରେ ନିର୍ଦେଶ ଥିଲେ ତେଣୁ ଦୁହେଁ ମିଶିକି କାନ୍ଦୁଥିଲେ ।
ଏଠାରେ ଏହି କଥା କୁ ଧ୍ୟାନ ଦିଅନ୍ତୁ କି ବଲିଉଡ୍ ରେ ଯିଏ ବି ଯାହା କହୁଛି ସେଠାରେ ସେ ଏହା ହିଁ କହିବାକୁ ଚେଷ୍ଟା କରୁଛନ୍ତି କି ସୁଶାନ୍ତ ଡିପ୍ରେସ୍ ଥିଲେ ତେଣୁ ସେ ଆତ୍ମହତ୍ୟା କରିଦେଲେ । ଏହାର ମାନେ କେହି ବି ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି କି ତାଙ୍କ ର ହତ୍ୟା ହୋଇଛି । ସମସ୍ତେ ଏହା କହୁଛନ୍ତି କି ଆତ୍ମହତ୍ୟା ବୋଲି ଏବଂ ବୟାନ ଯେଉଁ ଭଳି ଦେଉଛନ୍ତି ତାହା ପ୍ରମାଣିତ ହୋଇ ଯାଇ କି ସୁଶାନ୍ତ ଡିପ୍ରେସ୍ ହୋଇ ଆତ୍ମହତ୍ୟା କରିଛନ୍ତି ।
ଆଉ ଏକ ଅପଡେଟ ସାମ୍ନାକୁ ଆସିଛି କି, ଆପଣ ସମସ୍ତେ କରୋନ୍ ଯୋହରଙ୍କୁ ଏମିତି ନିଶାନା ବାନେଇଲେ ଯାହା ଦ୍ଵାରା ଏବେ ସେ ଘୁମୁରି ଘୁମୁରୀ କାନ୍ଦୁଛନ୍ତି । କରନ୍ ଯୋହରଙ୍କ ଏକ ସାଙ୍ଗ ବାର୍ତ୍ତାଳାପ ରେ ମିଡିଆ ଆଗରେ କହିଛି କି କରନ୍ ଯୋହର ଏହି ସମୟରେ ବହୁତ ଅଧିକ ଦୁଃଖୀ ଓ ଚିନ୍ତିତ ଅଛନ୍ତି । ଏବଂ ସେ ସବୁ ମୁହୂର୍ତ୍ତରେ କାନ୍ଦିବାକୁ ଲାଗିଛନ୍ତି, କେହି ଫୋନ୍ କଲେ ବି ସେ କାନ୍ଦିବାକୁ ଲାଗିଛନ୍ତି । ଆପଣ ମାନଙ୍କ ରାଗର ଶିକାର ସେ ହୋଇଯାଇଛନ୍ତି ।
ଆପଣଙ୍କୁ ଆଜି ସୁଶାନ୍ତ ସିଂ ରାଜପୁତ ଙ୍କ କେସ ସହ ମିଶୁଥିବା ଏକ କାହାଣୀ କହିବୁ ଯାହା ଆପଣ ହୁଏତ ଆଗରୁ ୱେବ୍ ସିରିଜ୍ ରେ ଦେଖିଥିବେ । ଯଦି ଦେଖିଥିବେ ଆମକୁ ନିଶ୍ଚିନ୍ତ ଜଣେଇବେ । ଜଣେ ଲୋକର ଗୋଟେ ଛୋଟ ପିଲା ଥିଲା । ସେହି ଲୋକ ପୁଅର କୌଣସି ଏକ ଅଙ୍ଗ ଖରାପ ରହିଥାଏ, ତାଙ୍କୁ ସେହି ଅଙ୍ଗ ଦରକାର ନହେଲେ ତାଙ୍କ ପୁଅ ମରିଯିବ। ଅଙ୍ଗ ଦାନ କରିବା ଲୋକଙ୍କ ଯୋଉ ସଂଖ୍ୟା ବହୁତ କମ୍ ହୋଇଥାଏ, ସେଇ ପୁଅ ଯୋଉ ଅପେକ୍ଷା ନମ୍ବର ୭/୮ ରେ ଥିଲା ।
ଯଦି ବି ଅଙ୍ଗ ମିଳିଯାଇଛି ତାହାଲେ ସେହି ୭/୮ ଜଣଙ୍କୁ ପ୍ରଥମ ମିଳିବ ତା ପରେ ସେହି ପୁଅକୁ ମିଳିବ। ଏବଂ ସେହି ବ୍ୟକ୍ତିର ପୁଅର ସମୟ ବହୁତ କମ ଥାଏ ଏବଂ ପୁଅର ବୟସ ୭/୮ ବର୍ଷ ଏବଂ ବାକି ଯୋଉ ଲୋକ ସେମାନେ ୩୦/୪୦ ବର୍ଷରୁ ଅଧିକ। ସେହି ବ୍ୟକ୍ତି ଜଣଙ୍କ ତାଙ୍କ ପୁଅକୁ ବହୁତ ଭଲ ପାଉଥିଲେ । ଦିନେ ତାଙ୍କୁ ଏକ ଉପାୟ ଆସିଲା, କି ମୋ ପୁଅ ଠାରୁ ଆଗରେ ଯେଉଁମାନେ ଅପେକ୍ଷା ଲିଷ୍ଟ ରେ ଅଛନ୍ତି ତାଙ୍କୁ ମୁଁ ମାରିଦେବି। ଯାହା ଦ୍ଵାରା ସେ ବ୍ୟକ୍ତିର ପୁଅ ଅପେକ୍ଷା ଲିଷ୍ଟ ରେ ପ୍ରଥମ ଆସିଯିବ ଏବଂ ଅଙ୍ଗ ଯେତେବେଳେ ମିଳିବ ତାକୁ ହିଁ ଆଗ ମିଳିଯିବ ଏବଂ ତାଙ୍କ ପୁଅ ବଞ୍ଚି ଯିବ । ତେଣୁ ସେ ସମସ୍ତଙ୍କୁ ଗୋଟିଏ ଗୋଟିଏ କରି ମାରିବା ଆରମ୍ଭ କରିଦେଲା । ସେଥି ମଧ୍ୟରୁ ଜଣେ ହେଉଛି ଅଭିନେତ୍ରୀ, ସେ ଅଭିନେତ୍ରୀ ଯିଏ ବହୁତ ଷ୍ଟଗ୍ଲିଂ ଅଭିନେତ୍ରୀ ଅଟନ୍ତି ।
ସେ ବ୍ୟକ୍ତି କଣ କରେ କି ନିର୍ଦେଶକ ବନି ସେହି ଅଭିନେତ୍ରୀ ଘରକୁ ଯାଉଛି ଏବଂ କହିଲା କି ମୁଁ ଆପଣଙ୍କ ଶହ ଏକ ସିନ କରୁଛି। ସେଥିରେ ତାଙ୍କୁ ଆତ୍ମହତ୍ୟା କରିବା ଅଭିନୟ କରିବାକୁ ଅଭିନୟ କରିବାକୁ କହିଥିଲେ ଏବଂ ନିଜ ଫୋନ୍ ରେ ରେକୋଡିଂ ମଧ୍ୟ କରୁଥିଲେ । ସେ ବ୍ୟକ୍ତି ଜଣଙ୍କ ତାଙ୍କୁ ଏତେ ଚାଲାକ୍ ରେ କରିଛି ଯେଉଁଥିରେ ସେ ଝିଅ ନିଜେ ସେ ଭିଡ଼ିଓ ବନେଇଛି। ଏହା ପରେ ସେ ଝିଅ ମରିଗଲା। ଏହା ପରେ ପୋଲିସ ଆସିଲା କହିଲା କି ଏ ତ ଆତ୍ମହତ୍ୟା କରିଛନ୍ତି । କାରଣ ବହୁତ ଅଧିକ କ୍ୟାରିଅର ପାଇଁଁ ଲଢ଼ୁଥିଲେ, ବହୁତ ଅଧିକ ଚିନ୍ତିତ ଥିଲେ ସେଥି ପାଇଁ ଡିପ୍ରେସନ୍ ହୋଇ ଆତ୍ମହତ୍ୟା କରି ନେଇଛନ୍ତି ।
ସେହି ପୋଲିସ ଭିତରୁ ଜଣେ ହୁସିଆର୍ ପୋଲିସ ଥିଲା ଯିଏ କହିଲା ଯଦି ସେ ଡିପ୍ରେସନ୍ ଥିଲା ତାହାଲେ ସେ ପିଯା କଣ ପାଇଁ ଅର୍ଡର୍ କରିଥିଲେ? ଏହାପରେ ପୋଲିସକୁ ସନ୍ଦେହ ହୋଇଥାଏ ତାପରେ ଏହାର ଇଭେଷ୍ଟିଗେସନ୍ ଆଗକୁ ବଢେ। ଧୀରେ ଧୀରେ ଯାଇ ସେ ବ୍ୟକ୍ତି ଧରା ପଡେ।
ଏଠାରେ ଏହି ଯୋଉ ୱେବ୍ ଷ୍ଟୋରି ସୁଶାନ୍ତ ସିଂ ରାଜପୁତ ମାମଲାରେ ବହୁତ ସାମଞ୍ଜସ୍ୟ ରହୁଛି । ଷ୍ଟୋରି ରେ ଝିଆ ମରିବା ପୂର୍ବରୁ ପିଜା ଅର୍ଡର୍ କରିଥିଲେ । ଏବଂ ସୁଶାନ୍ତ ସିଂ ମୃତୁ ପୂର୍ବରୁ ଯୁସ ଅର୍ଡର୍ କରିଥିଲେ । ସେହି ପ୍ରଶ୍ନ ଏଠାରେ ମଧ୍ୟ ଛିଡ଼ା ହଉଛି ଯଦି କେହି ବ୍ୟକ୍ତି ମାରିବାକୁ ଚାହୁଁଥିବ ଏବଂ ଡିପ୍ରେସନ୍ ଯଦି ଥିବେ ତାହାଲେ ସେ ଜୁସ କଣ ପାଇଁ ପିଇବେ?
आज सुशांत सिंह की हत्या की CBI जांच के लिए 28 पन्नो का सबूत प्रधानमंत्री कार्यालय को सौप कर आया।
हमे न्याय चाहिए, इंसांफ चाहिए, CBI जांच चाहिए। बॉलीवुड माफिया होश में आओ।@lostsoul_apu@narendramodi@nishikant_dubey@RoopaSpeaks@yadavtejashwi#ModiRocksChinShocked pic.twitter.com/XA0qWtnGZQ— Ravi Tiwari Bihari (@iRaviTiwari) July 3, 2020
ଆପଣଙ୍କୁ ଏଠାରେ କହି ରଖିବୁ ଆପଣଙ୍କ ଦାବି ବହୁତ ବଡ଼ ବଡ଼ ଲୋକଙ୍କ ପାଖରେ ପହଞ୍ଚିଛି । ଯଦି ଆପଣ ଆଉ ଟିକେ ସ୍ୱର ଉତ୍ତୋଳନ କରିବେ CBI ତଦନ୍ତ ବସି ପାରିବ । ରବି ତିୱାରୀ ଯିଏ ବିଜେପି ମେମ୍ବର ସେ ୨୮ ଫର୍ଦ୍ଦ ର ଚିଠି ମାନ୍ୟବର ପ୍ରଧାମନ୍ତ୍ରୀ ଙ୍କୁ ଲେଖିଛନ୍ତି । ପୁରା ପ୍ରମାଣ ସହିତ କି ଏହି ସବୁ କଥା ଏବଂ ଜନସାଧାରଣ ଦାବି କରୁଛନ୍ତି CBI ତଦନ୍ତ ହେବା ଦରକାର । ଲୋକଙ୍କୁ ଲାଗୁନାହିଁ କି ଏହା ଆତ୍ମହତ୍ୟା, ଏହା ଏକ ମର୍ଡର ଅଟେ । ସେ ଏହି ୨୮ ଫର୍ଦ୍ଦ ଚିଠିକୁ ନିଜ ଟୁଇଟର ଆକାଉଣ୍ଟ୍ ରେ ମଧ୍ୟ ସେୟାର କରିଛନ୍ତି। ଏହା ଛଡ଼ା ସେ ଲଗାତାର CBI ତଦନ୍ତ ପାଇଁ ଦାବି କରି ଆସୁଛନ୍ତି । ତାଙ୍କର ବିଶ୍ବାସ ଏହା କି ବହୁତ ଶୀଘ୍ର ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ CBI ତଦନ୍ତ ବସିବ ଏବଂ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ।