ବନ୍ଧୁଗଣ ଆଜିର ଏହି ଆର୍ଟିକିଲ୍ ରେ କହିବୁ ଯଦି କୌଣସି ଲୋକଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖାଯାଏ ତାହାଲେ ଜାଣିଯିବେ ଭଗବାନ ଶିବଙ୍କ ଆଶ୍ରିବାଦ୍ ସେହି ଲୋକ ଉପରେ ଅଛି। ସେହି ବ୍ୟକ୍ତିର କିହି କିଛି କ୍ଷତି କରି ପାରିବେ ନାହିଁ। ବନ୍ଧୁଗଣ ଭଗବାନ ଶିବ ଯିଏ କି ଦେବଙ୍କର ଦେବ ମହାଦେବ ଅଟନ୍ତି। ଏହି ସଂସାରରେ କୋଣ ଅନୁକୋଣରେ ସେ ବସିଛନ୍ତି। ଶିବ ଭଗବାନଙ୍କୁ ଭୋଲାନାଥ ବୋଲି କୁହାଯାଇଥାଏ। କାହିଁକି ନା ସେ ତାଙ୍କ ଭକ୍ତ ମାନଙ୍କ ଭିତରେ କୌଣସି ପ୍ରକାର ର ଭେଦ ଭାବି ରଖିନଥନ୍ତି। ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବ ସେହି ସବୁ ଲକ୍ଷଣ ବିଷୟରେ ।
ବନ୍ଧୁଗଣ ମହାଦେବଙ୍କ କୃପା ପ୍ରାପ୍ତ କରିଥିବା ବ୍ୟକ୍ତି ସାଧାରଣ ଜୀବନ ଜାପାନ ବ୍ୟତୀତ କରିବାକୁ ପସନ୍ଦ କରିଥାନ୍ତି। ଏହି ପରି ବ୍ୟକ୍ତି କେବେ ବି କାହାକୁ ନିଚା ଦେଖିବାକୁ ପ୍ରୟାସ କରି ନଥାନ୍ତି। ଭୁଲରେ ରେ ବି କାହା ସହିତ କଟୁ ଶବ୍ଦ ପ୍ରୟୋଗ କରି ନଥାନ୍ତି। ଏବଂ କେବେ ବି ଜାଣି ଶୁଣି ଅପମାନ କରିନଥାନ୍ତି।
ମହାଦେବଙ୍କ କୃପା ପ୍ରାପ୍ତି ଲୋକ ପଶୁ ପ୍ରେମୀ ହୋଇଥାଏ। କେବେବି କୌଣସି ଜୀବ ଜନ୍ତୁ ଉପରେ ଅତ୍ୟାଚାର କରିନଥାଏ। ଯେଉଁ ବ୍ୟକ୍ତି ଅଧିକ ଧନ ସମ୍ପତି, ଜ୍ଞାନ, ଅୟିସର୍ଯ୍ୟ ଇତ୍ୟାଦିର ପାଇଲି କେବେ ବି ଅହଂକାର କରିନଥାଏ । ସର୍ବଦା ଅନ୍ୟା ମାନଙ୍କ ସହିତ ବିନମ୍ରତା ସହିତ ଚଳିଥାଏ । ଏହି ପରି ବ୍ୟକ୍ତି ଙ୍କ ଉପରେ ମହାଦେବଙ୍କ ସର୍ବଦା କୃପା ରହିଥାଏ। ଯେଁଉ ପ୍ରକାରେ ନଦୀ ନିଜେ ନିଜର ଜଳ ପିଇ ନଥାଏ, ବୃକ୍ଷ ନିଜର ଫଳ ନିଜେ ଖାଇନଥାଏ ଠିକ୍ ସେମିତି ମହାଦେବଙ୍କ କୃପା ପାଇଥିବା ବ୍ୟକ୍ତି ନିଜ ଜୀବନକୁ ପର ଉପକାର ରେ ଲଗେଇ ଦେଇଥାନ୍ତି।
କେବଳ ଆନ୍ୟା ମାନଙ୍କୁ ଖୁସି ଦେବାକୁ ପରିଶ୍ରମ କରିଥାନ୍ତି। ଯେଉଁ ବ୍ୟକ୍ତି ଅଧିକ ବଳବାନ ହେଲେ ମଧ୍ୟ କମଯୋରି ଲୋକ ମାନଙ୍କ ଉପରେ ଅତ୍ୟାଚାର କରିନଥାଏ। ଏବଂ କେବେ ହେଲେ ନିଜର ବଳକୁ ନେଇ ଗର୍ବ କରିନଥାଏ। ଏହି ପରି ବ୍ୟକ୍ତି ମହାଦେବଙ୍କ ପ୍ରିୟ ହୋଇଥାନ୍ତି ତାହାସହିତ ଯେଉଁ ବ୍ୟକ୍ତି ନିଧନ ବା ଗରିବ ହେଲେ ମଧ୍ୟ ଅନ୍ୟମାନଙ୍କୁ ଦାନ କରିବାରେ ସବୁବେଳେ ମନ ନିବେଶ କରିଥାଏ । ଏହି ଭଳି ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କ୍ରୁପା ରହିଥାଏ।
ଯେଉଁ ବ୍ୟକ୍ତି ଦୁର୍ଲଭ ବସ୍ତୁକୁ ପାଇବାରେ ଇଚ୍ଛା ରଖି ନଥାଏ ତଥା ବିପଦ ଆସିଲେ ମଧ୍ୟ ବିଚଳିତ ହୋଇନଥାଏ ବରଂ ବିପଦ ଆସିଲେ ତାହାର ସାମ୍ନା କରିଥାଏ । ଏହି ଭଳି ବ୍ୟକ୍ତି ମାନଙ୍କ ମୁଣ୍ଡ ଉପରେ ମହାଦେବଙ୍କ ହାତ ଥାଏ ।