ଆସିଲା ବଡ଼ ଖବର କରୋନିଲ ଔଷଧ ପ୍ରସ୍ତୁତ କରିବା କାରଣରୁ ବାବା ରାମଦେବ ଓ ବାଲକ୍ରିଷ୍ଣାଙ୍କ ବିରୋଧରେ ମାମଲା ରୁଜୁ

ବାବା ରାମଦେବ, ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ଅନ୍ୟମାନଙ୍କ ବିରୋଧରେ ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଓକିଲ ଅଭିଯୋଗ ଆଣିଛନ୍ତି। ଏହାପରେ ଏମାନଙ୍କ ବିରୋଧରେ କେଶ ହୋଇଛି ବୋଲି ଏସିପି ଅଶୋକ ଗୁପ୍ତା ସୂଚନା ଦେଉଛନ୍ତି। ବିନା କୌଣସି ପରୀକ୍ଷା ନିରୀକ୍ଷା କରି କରୋନା ଭାଇରସ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଥିଲେ ବୋଲି ଅନେକ ଅଭିଯୋଗ ବାବାଙ୍କ ବିରୋଧରେ ଆସିଥିଲା

ଏହାପୂର୍ବରୁ ରାଜସ୍ଥାନ ରେ ରାମଦେବ ବାବାଙ୍କ ପ୍ରସ୍ତୁତ କରିଥିବାକ ରୋନିଲ୍ ଔଷଧ ବିରୋଧରେ ୨୬ ଜୁନ କୁ ସ୍ୱାସ୍ଥ୍ୟ ବିଭାଗ ଜୟପୁରର NIMS ଡାକ୍ତରଖାନାକୁ ପତଞ୍ଜଳିର ଔଷଧ କରୋନିଲ୍ ସମ୍ପର୍କରେ ନୋଟିସ୍ ପଠାଇଥିଲା। ଶୁକ୍ରବାର ଦିନ ଅଧିକାରୀ ସୂଚନା ଦେଇଥିଲେ କି ଏହି ଔଷଧକୁ କରୋନା ଭାଇରସ ରୋଗୀମାନଙ୍କ ଉପରେ ଏହି ଔଷଧର ପରୀକ୍ଷ ର ସ୍ପଷ୍ଟୀକରଣ ମଗାଯାଇଛି।

Notice sent to Jaipur hospital for conducting trials of Patanjali ...

ଜୟପୁରର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନରୋତ୍ତାମ ଶର୍ମା କହିଛନ୍ତି ଯେ ତିନି ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ଆମେ ବୁଧବାର ଦିନ ଡାକ୍ତରଖାନାକୁ ନୋଟିସ୍ ଜାରି କରିଛୁ। ହସ୍ପିଟାଲ ର ପ୍ରଶାସନ ନାହିଁ ସରକାରଙ୍କୁ ଏହା ବିଷୟରେ ଜଣାଇଛନ୍ତି ନା ଅନୁମତି ମାଗିଛନ୍ତି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ର ଜବାକାକୁ ଅପେକ୍ଷା କରିଛନ୍ତି ବୋଲି ସେ ମଧ୍ୟ କହିଛନ୍ତି। ରାଜସ୍ଥାନ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ପତାଞ୍ଜଳିର ର କରୋନିଲ କୁ ସେ ପର୍ଯ୍ୟନ୍ତ ଅନୁମତି ମିଳିବନି ଯେ ପର୍ଯ୍ୟନ୍ତ ଆୟୁଷ ମନ୍ତ୍ରାଳୟ ଏହାକୁ ଅନୁମତି ନ ଦେଇଛନ୍ତି।

ବନ୍ଧୁଗଣ ଏଠାରେ କହି ରଖୁଛୁ କି ପତଞ୍ଜଳି ଏହି ଔଷଧକୁ NIMS ବିଶ୍ୱବିଦ୍ୟାଳୟ ସହିତ ମିଳିତ ଭାବରେ ପ୍ରସ୍ତୁତି କରିଛି। କମ୍ପାନୀ ଗତ ମଙ୍ଗଳବାର ଦିନ ଏହି ଔଷଧ ଲଞ୍ଚ କରି କହିଥିଲା କି ୩ ଦିନରେ ଏହା ୬୯ ପ୍ରତିଶୋଧ ରୋଗ ଭଲ କରିଦେବ ଏବଂ ୭ ଦିନ ଏହାର ସେବନ କଲେ ସମ୍ପୂର୍ଣ ୧୦୦ ପ୍ରତିଶୋଧ ଭଲ ହୋଇଯିବ।

ବନ୍ଧୁଗଣ ଏମିତି ଅନେକ ନୂଆ ନୂଆ ଖବର ପାଇଁ ତଳେ ଗୋଟେ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଆପଣଙ୍କ ମତାମତ ଏହି ଔଷଧକୁ ନେଇ କଣ ଆମକୁ ନିଶ୍ଚିନ୍ତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *