ବର୍ତ୍ତମାନ କରୋନାର ପ୍ରକୋପ ପୁରା ଦୁନିଆ ସହ୍ୟ କରୁଛି, ଏହା ମଧ୍ୟରେ ପାକିସ୍ତାନ ବି ଅଛି। ଏହି ସମୟରେ ପାକିସ୍ତାନର ଏକ ମୌଲବୀ ଅବିଶ୍ୱାସନୀୟ ବୟାନ ଦେଇଛନ୍ତି, ଯାହା ଏବେ ଇଣ୍ଟରନେଟରେ ବହୁତ ଜୋରେ ଭାଇରାଲ ହେଉଛି। ସେହି ମୌଲବୀଙ୍କୁ ପାକିସ୍ତାନରେ ମଧ୍ୟ ଥଟା କରାଯାଉଛି।
କରୋନା ଭାଇରସରେ ପ୍ରଭାବିତ ପାକିସ୍ତାନର ଏକ ମୌଲବୀ ଅବିଶ୍ୱାସନୀୟ ବୟାନ ଦେଇ କହିଛନ୍ତି ,କରୋନା ଭାଇରସରୁ ବଞ୍ଚିବା ପାଇଁ ଲୋକଙ୍କୁ ଅଧିକ ସମୟ ଶୋଇବା ଉଚିତ ଏହା ପଛରେ ତାଙ୍କର ତର୍କ ଏହାକି ଶୋଇବା ଦ୍ବାରା କରୋନା ମଧ୍ୟ ଶୋଇଯାଇଥାଏ।
ସୋସିଆଲ ମିଡିଆରେ ଭାଇରାଲ ପାକିସ୍ତାନର ଏହି ମୌଲବୀ କହିଛନ୍ତି – ଡାକ୍ତର ଆମକୁ ଅଧିକ ଶୋଇବା ପାଇଁ କହିଥାନ୍ତି,ଶୋଇବା ଦ୍ବାରା ଭାଇରସ ବି ସୋଇପଡ଼ିଥାଏ ଯାହା ଦ୍ଵାରା ଆମର ଆଉ ଅଧିକ କ୍ଷତି କରିପାରି ନଥାଏ।ତାଙ୍କ କଥା ଏତିକିରେ ସରିନଥାଏ ସେ ଆଗକୁ ମଧ୍ୟ କହିଥାନ୍ତି ହେବେ ଆମେ ଶୋଇଥାଉ ଏହି ଭାଇରସ ବି ଶୋଇପଡ଼ିଥାଏ ଓ ଯେବେ ଆମେ ମରୁ ଏହା ବି ମରିଯାଇଥାଏ।
ଏବେ ତାଙ୍କର ଏହି କଥାରେ ପାକିସ୍ତାନର ଲୋକବି ଥଟା କରିଛନ୍ତି ଓ ତାଙ୍କୁ ପଚାରିଛନ୍ତି ଏହି ଜ୍ଞାନ ବିଜ୍ଞାନର କେଉଁ ବହିରୁ ତାଙ୍କୁ ମିଳିଛି।
ସେପଟେ ଏକ ଟ୍ଵିଟର ୟୁଜର ତାଙ୍କୁ କହିଛି ଯଦି ତାଙ୍କୁ ଏହି ଚିକିତ୍ସା ଜଣାଅଛି ସେ ଏହି କଥା ସରକାରଙ୍କୁ କଣ ପାଇଁ କହୁନାହାଁନ୍ତି। ସେହି ୟୁଜର କହିଛନ୍ତି ମତେ ବିଶ୍ୱାସ ଅଛି କି ଏହି କଥା ଶୁଣି ଲୋକ ଆତ୍ମହତ୍ୟା
ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚିନ୍ତ ଗୋଟିଏ ଲାଇକ କରିବେ | ନିଜ ସାଙ୍ଗ ସାଥୀଙ୍କ ସହିତ ଶେୟାର କରିବାକୁ ଅନୁରୋଧ ଓ ଏହାକୁ ନେଇ ନିଜ ମାତା ମତ ଆମକୁ କମେଣ୍ଟରେ ନିଶ୍ଚିନ୍ତ ଦେବେ |