ଏକ ଗୁଜବ ଉଡ଼େଇଦେଲା ପାକିସ୍ଥାନ ର ନିଦ, ରାତି ସାରା ଡରରେ ଶୋଇ ପାରିଲାନି କରାଚି, କାଳେ ଭାରତ କରିଦେବ ସର୍ଜିକାଲ୍ ଷ୍ଟ୍ରାଇକ-୨

ପାକିସ୍ଥାନ ରେ ଏକ ଗୁଜବ କରାଚିି ର ଲୋକଙ୍କ ସହିତ ସେନା ର ମଧ୍ୟ ଆଖିରୁ ନିଦ ଛଡେଇ ନେଇଥିଲା। କରାଚୀ ର ସୀମାରେ ଗତ ମଙ୍ଗଳ ବାର ରାତି ଠାରୁ କିଛି ଅସ୍ବାଭାବିକ ପରିସ୍ଥିତି ଦେଖିବାକୁ ମିଳିଛି । ମଙ୍ଗଳବାର ରାତିରେ କରାଚି ଆକାଶରେ ଲଗାତାର ଭାବରେ ଲଢାଖୁ ବିମାନ ମାନ ଘୁରି ବୁଲୁଥିବା ଲୋକ ମାନେ ଦେଖିଥିଲେ। ଲଗାତାର ଉଡି ବୁଲୁଥିବା ବିମାନ ମାନଙ୍କ ଶବ୍ଦରେ ପାକିସ୍ଥାନ ଥର ହର ହୋଇଥିଲା। ପାକିସ୍ଥାନ ଲୋକ ବୁଧବାର ସକାଳୁ ଟ୍ୱିଟର କହିଛନ୍ତି କି ଭାରତ ପୁଣି ଥରେ କଣ ବଡ଼ କାର୍ଯ୍ୟ କରି ଦେଇଛି

ଲୋକମାନେ ଟ୍ୱିଟ କରି କହୁଛନ୍ତି କି ଭାରତ ପୁଣିଥରେ ବାଳକୋଟ ଏୟାର ଷ୍ଟ୍ରାଇକ ଭଳି କିଛି କରିଛି। କାରଣ ମଙ୍ଗଳବାର ରାତି ସମ୍ପୂର୍ଣ ଅନ୍ଧାର kମଧ୍ୟ କରିଦିଆଯାଇଥିଲା ଏବଂ ଯୁଦ୍ଧ ବିମାନ ସବୁ ଘୁରି ବୁଲୁଥିଲା ବୋଲି କେତେ ଲୋକ ଦାବି କରିଛନ୍ତି।

ନିଜକୁ କରାଚି ର ଅଧିବାସୀ ଦାବି କରି କହିଛନ୍ତି କି ବିମାନ ବନ୍ଦରରେ ଜେଟ୍ ବିମାନ୍ ଦେଖିଛି ଓ ଅନେକ ବିମାନ କରାଚି ଆକାଶରେ ଉଡୁଥାଇ ପାରେ ବୋଲି ଦାବି କରିଛନ୍ତି।

https://twitter.com/SacchiSadhana/status/1270477649639469058?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fd-3418813383500039424.ampproject.net%2F2005220120000%2Fframe.html

ପାକିସ୍ଥାନ ର ଏକ ସାମ୍ବାଦିକ ମଧ୍ୟ କହିଛନ୍ତି ପ୍ରକୃତରେ କରାଚି ରେ କଣ ହେଉଛି ଯାହାକୁ ନେଇ କରାଚି ବାସି ଭୟଭୀତ ହେଉଛନ୍ତି ଏଥିପାଇଁ ପାକିସ୍ଥାନ ଏବଂ ଇଣ୍ଡିଆ କୁ ସଫେଇ ଦେବାକୁ କହିଛନ୍ତି।

ଯେତେବେଳେ ପାକିସ୍ଥାନ ଲୋକ ଏଭଳି ଟ୍ୱିଟ କରିଥିଲେ ଭାରତୀୟ ମାନେ ବହୁତ ମଜା ନେଇଥିଲେ ଏବଂ ଟ୍ୱିଟ କରି କହିଥିଲେ କି ପାକିସ୍ଥାନ କୁ ପୁଣି ଥରେ ଏୟାର ଷ୍ଟ୍ରାଇକ, ସର୍ଯିକାଲ୍ ଷ୍ଟ୍ରାଇକ୍ ମନେ ପକେଇ ଦେଲା।

Leave a Reply

Your email address will not be published. Required fields are marked *