ବନ୍ଧୁଗଣ ମନୁଷ୍ୟର ଜୀବନରେ ଉଠାନ ପାଟଣା ସବୁବେଳେ ଲାଗି ରହିଥାଏ, କେବେ କେବେ ଜୀବନରେ ବହୁତ ସାରା ଖୁସି ଆସିଥାଏ ତା କେବେ ବହୁତ ସମସ୍ୟାରେ ଦିନ ସବୁ ବିତିଥାଏ | ଏହି ଯେଉଁ ପରିସ୍ଥିତି ମଣିଷଙ୍କ ଜୀବନରେ ଉପୁଜିଥାଏ ତାହା ଗ୍ରହ ମାନଙ୍କ ଚାଲାଣ ଯୋଗୁ ହୋଇଥାଏ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଚାଲାଣ ସବୁ ବେଳେ ଲାଗି ରହିଥାଏ ଯାହାର ପ୍ରଭାବ ସବୁ ଗ୍ରହ ମାନଙ୍କ ଉପରେ ପଡିଥାଏ | ତେବେ ବନ୍ଧୁଗାଁ କହିରଖୁଛୁ କି ଆସନ୍ତା କାଲି ଏକ ବଡ ଗୁରୁବାର ଅଟେ, ଏହି ଦିନ ମଙ୍ଗଳ ଗ୍ରହର ରାଶି ପରିବର୍ତନ ହେବାକୁ ଯାଉଛି | ମଙ୍ଗଳ ଗ୍ରହ ଧନୁ ରାଶିରୁ ବିଛା ରାଶିକୁ ପ୍ରବେଶ କରିବିବାକୁ ଯାଉଛନ୍ତି | ବନ୍ଧୁଗଣ ଏଠାରେ କହି ରଖୁଛୁ କି ଏହି ଦିନ ଠାରୁ ମାତା ଲକ୍ଷ୍ମୀ କିଛି ରାଶି ଉପରେ ଖୁସି ରହିବେ ଯାହାର ପ୍ରଭାବରେ ସେହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅନେକ ଆଡ଼ୁ ଧାନ ଲାଭ ହେବ | ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟ ସାଳି ରାଶି ମାନଙ୍କ ବିଷୟରେ |
ସିଂହ ରାଶି:
କହି ରଖୁଛୁ କି କାଠିନରୁ କଠିନ କାର୍ଯ୍ୟରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି | ବେରୋଜଗାର ଲୋକଙ୍କୁ ରୋଜଗାର ପ୍ରାପ୍ତ ହେବ, ଆୟରେ ବୃଦ୍ଧି ଘଟିବ, ଯଦି ନୂଆ କାର୍ଯ କରିବାକୁ ଚାହୁଁଛନ୍ତି ତାହା ଆପଣ କରିପାରନ୍ତି | ଅବିବାହିତା ଲୋକମାନଙ୍କୁ ବିବାହର ପ୍ରସ୍ତାବ ଆସିବା ପରିବାର ଲୋକ ଆପଣଙ୍କ ସାଥ ଦେବେ | ଆପଣଙ୍କ ଜୀବନ ସାଥି ଆପଣଙ୍କ ପାଇଁ ସମର୍ପିତ ରହିବେ |
ମେଷ ରାଶି:
ବ୍ୟବସାୟିକ ମାମଲାରେ ଆପଣଙ୍କୁ ସଫଳତା ମିଳିବ | ଶିକ୍ଷା କ୍ଷେତ୍ରରେ ଅନେକ ଅବସର ଆପଣଙ୍କୁ ପ୍ରାପ୍ତ ହେବ| ଆପଣଙ୍କ ଆର୍ଥିକ ସ୍ତିତି ମାତା ଲକ୍ଷ୍ମୀଙ୍କ କୃପାରୁ ମଜଭୁତ ହେବ | ଦାମ୍ପତ୍ୟ ଜୀବନ ଖୁସିମୟ ହେବ |
କୁମ୍ଭ ରାଶି:
ଜୀବନ ସାଥୀଙ୍କ ସହିତ ଆପଣ ବହୁତ ରୋମାଣ୍ଟିକ ମୁହୂର୍ତ ସବୁ ଆଗକୁ ବିତେଇବେ | ନୂଆ ଜାନା ବାହାନ କିଣିବାର ଯୋଗ ବନୁ ଅଛି | ଆପଣଙ୍କ ସବୁ କାର୍ଯ୍ୟ ବହୁ ସହଜରେ ହୋଇଯିବ ଏହାର କାରଣ ହେଉଛି ଆପଣଙ୍କ ମଧୁର ବାଣୀ ଯାହା ସାହାଯ୍ୟରେ ଆପଣ ସମସ୍ତଙ୍କ ମନ କିଣିନେବେ | କାର୍ଯ୍ୟ କ୍ଷେତ୍ରରେ ଯଦି କିଛି ପରିବର୍ତନ ହେଉଛି ତାହାଲେ ତାହା ଆପଣଙ୍କ ପାଇଁ ଲାଭ ଦାୟକ ରହିବ | କେଲେ କିନ୍ତୁ ସବୁ କ୍ଷେତ୍ରରେ ଟିକେ ଭାବି ଚିନ୍ତି ପାଦ ରଖିବାକୁ ହେବ |

ମାତା ଲକ୍ଷ୍ମୀଙ୍କୁ ପାଇବାକୁ ଚାହୁଁଥିଲେ ଗୋଟିଏ ଲାଇକ କରିବା ସହିତ ଶେୟାର ନିଶ୍ଚିନ୍ତ କରନ୍ତୁ ଏବଂ ହୃଦୟରୁ ଭକ୍ତିରେ ଲେଖିଦିଅନ୍ତୁ “ଜୟ ମା ଲକ୍ଷ୍ମୀ”