୨୦୨୦ ବର୍ଷଟି ଯେଉଁ ସମସ୍ତ ନୂଆ ଆଶା ସହିତ ଆରମ୍ଭ ହୋଇଥିଲା ଆଜି ଠିକ ତାର ଓଲଟା ପରିଣାମ ଦେଖିବାକୁ ମିଳୁଛି । ଏହି ବର୍ଷ ଗୋଟିଏ ପରେ ଗୋଟିଏ ଏପରି ଘଟଣା ଘଟି ଚାଲିଛି ଯାହାର ଫଳ ସ୍ୱରୂପ ଲୋକମାନେ ଏହି ବର୍ଷର ସରିବାକୁ ଅପେକ୍ଷା କରିଛନ୍ତି । ବର୍ଷର ଆରମ୍ଭ ରେ ପ୍ରଥମେ ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗିଥିଲା ତାପରେ କରୋନାର ତାଣ୍ଡବ ଦେଶରେ ଶବର ର ଲାଇନ ଲଗାଇଦେଇଥିଲା ।
ଏହିସବୁ ମଧ୍ୟରେ ପୃଥିବୀରେ ଉଲ୍କାପିଣ୍ଡ ମଧ୍ୟ ପଡିଲା । କୁହାଯାଉଥିଲା କି ଏହା ପଡିଲେ ପୃଥିବୀକୁ ଧ୍ବଂସ କରିଦେଇଥାନ୍ତା । କିନ୍ତୁ ଏହା ସୌଭାଗ୍ୟ ବସତ ପୃଥିବୀ ପାଖଦେଇ ଚାଲିଗଲା କୌଣସି କ୍ଷତି ନକରି । ପୁଣିଥରେ ଜୁନ ୬ ତାରିଖରେ ଦୁନିଆ ଅନ୍ତରୀକ୍ଷ ରେ ଏକ ଏପରି ପରିବର୍ତ୍ତନ ଦେଖା ଯିବ ଯାହା କେବେ ହୋଇନଥିଲା । ଜୁନ ୬ ତାରିଖ ଦିନ ଚନ୍ଦ୍ରର ରଙ୍ଗ ଗୋଲାପୀ ହୋଇଯିବ । ଏହା ଦେଶର କେତେକ ଦେଶରେ ଦେଖା ଯାଇପାରେ । ଏହି ଖବର ସମଗ୍ର ବିଶ୍ୱବାସୀଙ୍କୁ ଅପେକ୍ଷାରତ କରାଇଦେଇଛି ।
୨୦୨୦ ବର୍ଷଟି ପୁରା ଦୁନିଆଁ ପାଇଁ ଖୁବ ଅଶୁଭ ବ୍ୟତୀତ ହେଉଛି । ଏହି ବର୍ଷ ଗୋଟିଏ ପରେ ଗୋଟିଏ ବହୁତ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି ।
* ଏବେ ୬ ଜୁନ ରେ ଚନ୍ଦ୍ର ଗୋଲାପୀ ରଙ୍ଗର ହୋଇଯିବ । ଶନିବାର ଦିନ ସକାଳ ୧.୪୫ ଘଟିକା ରୁ ନେଇ ୩.୪୫ ପର୍ଯ୍ୟନ୍ତ ଚନ୍ଦ୍ର ଗୋଲାପୀ ରଙ୍ଗର ଦେଖାଯିବ । ଏହି ପରି ହେବାର କାରଣ କୁହାଯାଉଛି କି ପୃଥିବୀ , ସୂର୍ଯ୍ୟ ଓ ଚନ୍ଦ୍ର ପଛକୁ ପଛ ସରଳ ରେଖରେ ରହିବେ । ଏହି କାରଣରୁ ସୂର୍ଯ୍ୟର ରଶ୍ମି ଚନ୍ଦ୍ରକୁ ଗୋଲାପୀ କରିଦେବ ।
* ଏହାକୁ ବୈଜ୍ଞାନିକ ମାନେ ସ୍ଟ୍ରୋବେରୀ ମୁନ ବୋଲି ନାମ ଦେଇଛନ୍ତି । ଶନିବାର ଦିନ ସୂର୍ଯ୍ୟ ର ରଶ୍ମି ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସି ସୂର୍ଯ୍ୟ ରଶ୍ମିକୁ ଚନ୍ଦ୍ର ଉପରେ ପଡ଼ିବାକୁ ଦେବନାହିଁ । ସେଥିପାଇଁ ଏହି ରଶ୍ମି ଗୋଲାପୀ ହୋଇ ଚନ୍ଦ୍ର ପାଖରେ ପହଞ୍ଚିବ । ଅଷ୍ଟ୍ରେଲିଆ ର ୟୁନିଭରସିଟି ଅଫ ୱେଷ୍ଟର୍ନ ଅଷ୍ଟ୍ରେଲିଆ ଇଣ୍ଟରନେସନଲ ସେଣ୍ଟର ଫର ରେଡ଼ିଓ ଇଷ୍ଟ୍ରୋନୋମି ରିସେର୍ଚ୍ଚ ର ଡ଼ା . ଡେଭିଡ଼ ଗେଜଜାର୍ଡ କହିଛନ୍ତି ଏହି ଦୃଶ୍ୟକୁ ଲୋକମାନେ ୩ ଘଣ୍ଟା ପର୍ଯ୍ୟନ୍ତ ଦେଖିପାରିବେ ।
* ଡେଲି ମେଲ ଅଷ୍ଟ୍ରେଲିଆ ରୁ କଥା ହେଉଥିବା ସମୟରେ ଡ଼ା . ଡେଭିଡ କହିଥିଲେ ଜୁନରେ ଲାଗିବାକୁ ଥିବା ଗ୍ରହଣକୁ ଷ୍ଟ୍ରୋବେରୀ ମୁନ ବୋଲି କୁହାଯାଏ । ଏହି ଗ୍ରହଣ ସହିତ ହିଁ ଆରମ୍ଭ ହେବ ଏହି ବର୍ଷର ଗ୍ରହଣ ମାନଙ୍କର ଆଗମନ । ଆସନ୍ତା ମାସ ୪ ଓ ୫ ଜୁଲାଇରେ ଦୁଇଟି ଗ୍ରହଣ ଲାଗିବ । ଏହାପରେ ୨୯ ଓ ୩୦ ନଭେମ୍ବର ରେ ମଧ୍ୟ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ ।
* ଜୁନ ୬ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଲୋକେ ଘରର ଛାତରୁ ଏହି ଗୋଲାପୀ ଚନ୍ଦ୍ରକୁ ଦେଖି ପାରିବେ । ୨୦୨୦ ବର୍ଷର ଏବେ ମାତ୍ର ୬ ଟି ମାସ ସରିଛି । ଏମିତିରେ ଗୋଟିଏ ପରେ ଗୋଟିଏ ଦୁନିଆ ପାଇଁ ବହୁତ ଗୁଡିଏ ବିପଦ ଦେଖିବାକୁ ମିଳୁଛି । ଦେଖିବାକୁ ଅଛି ଯେ ଆଗକୁ ଦୁନିଆକୁ ଆଉ କେତେ ବିପଦ ସହିବାକୁ ପଡିବ ।
ବନ୍ଧୁଗଣ ଆଶାକରୁଛି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିବା, ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ଶେୟାର କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କର ମତାମତ କଣ କମେନ୍ଟରେ ନିଶ୍ଚିନ୍ତ ଜଣାନ୍ତୁ |