ଯେଉଁ ମହିଳା ଙ୍କ ପାଦ ତଳେ ଥାଏ ଏମିତି ଚିହ୍ନ , ତାଙ୍କ ସ୍ଵାମୀଙ୍କ ଭାଗ୍ୟ ପୁରା ବଦଳି ଯିଏ…

ସାମୁଦ୍ରିକ ଶାସ୍ତ୍ର ରେ କୁହାଯାଇଛି କି ଯଦି କୌଣସି ମହିଳାଙ୍କ ପାଦ ତଳେ ଚକ୍ର , ସ୍ଵସ୍ତିକ ଭଳି ଚିହ୍ନ ଥାଏ ତେବେ ତାଙ୍କୁ ବିବାହ କରିଥିବା ପୁରୁଷ ଙ୍କୁ ରାଜ ସୁଖ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା କିଛି ଏମିତି ଶୁଭ ଚିହ୍ନ ବିଷୟରେ

1.ମହିଳା ଙ୍କ ପାଦ ର ଗୋଇଠି କମଳ , ଗୋଲ ଓ ଆକର୍ଷଣ ହୋଇଥିଲେ ତାଙ୍କ ପତି ଙ୍କୁ ସବୁ ପ୍ରକାର ସୁଖ ମିଳିଥାଏ । 2.ଚାଲୁଥିବା ସମୟରେ କୌଣସି ମହିଳା ଙ୍କ ଛୋଟ ଆଙ୍ଗୁଳି ଓ ତାହାର ପାଖ ଆଙ୍ଗୁଳି କୁ ସ୍ପର୍ଶ କରୁଥିଲେ ସେହି ମହିଳା ଙ୍କ ଭାଗ୍ୟ ପାଇଁ ପତି ଙ୍କୁ ଧନଲାଭ ଓ ସମ୍ପତ୍ତି ମିଳିଥାଏ ।

3. କୌଣସି ମହିଳା ଙ୍କ ପାଦ ତଳେ ପଦ୍ମ ଚିହ୍ନ ଥାଏ ଏହା ର ମାନେ ତାଙ୍କର ଭାଗ୍ୟ ଦ୍ଵାରା ପତି ଙ୍କୁ ରାଜନୀତି କ୍ଷେତ୍ର ରେ ସଫଳତା ମିଳିପାରିବ । 4.ମହିଳାଙ୍କ ପାଦ ର ଅନାମିକା ର ଲମ୍ବ , ତାହାର ପାଖରେ ଥିବା ଆଙ୍ଗୁଳି ଠାରୁ ଛୋଟ ହୋଇଥିଲେ ଏହାର ଅର୍ଥ ସେହି ମହିଳା ସ୍ବାମୀ ର ଚିନ୍ତା ଦୂର କରି ପାରିବେ ।

5.ଯଦି ମହିଳା ଙ୍କ ପାଦ ର ମଝି ଆଙ୍ଗୁଳି ଓ ଅନାମିକା ଆଙ୍ଗୁଳି ର ଲମ୍ବା ହୋଇନଥାଏ ତେବେ ଆର୍ଥିକ ଚିନ୍ତା ରହିନଥାଏ । 6.ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା ଙ୍କ ପାଦ ତଳେ କୌଣସି ରେଖା ଯଦି ପାଦ ର ଆଙ୍ଗୁଳି ଉପରକୁ ଯାଇଥାଏ ତେବେ ନିଜର ସ୍ଵାମୀ ପାଇଁ ବହୁତ ଶୁଭ ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *