ସମ୍ଭୋଗ କରିବା ସମୟରେ କରୋନାରୁ କିପରି ବଞ୍ଚିବେ ଦମ୍ପତି,ବୈଜ୍ଞାନିକ ମାନେ ଦେଲେ ଉପାୟ।

ଦୁନିଆସାରା ଲକଡାଉନରେ କୋହଳ ଦିଆଯାଉଛି କିନ୍ତୁ କରୋନାର ଡର ସେହିପରି ଅଛି। ଏହି ସମୟରେ ଦମ୍ପତିଙ୍କ ପାଇଁ ହାବେଡ ୟୁନିଭରସିଟିର ବୈଜ୍ଞାନିକ କିଛି ଉପାୟ କହିଛନ୍ତି ଯାହା ଦ୍ବାରା ସମ୍ଭୋଗ ସମୟରେ କରୋନାରୁ ବଞ୍ଚିପାରିବେ।

ପୂର୍ବରୁ ଏକ ଅଧ୍ୟୟନରେ କୁହାଯାଇଥିଲା କି କରୋନାରୁ ବଂଚିବା ପାଇଁ ଦମ୍ପତି ସମ୍ଭୋଗରୁ ବଞ୍ଚନ୍ତୁ। କାରଣ ସମ୍ଭୋଗ ଦ୍ବାରା ଏହି ଭାଇରସ ବ୍ୟାପିଥାଏ। ସେହି ସମୟରେ ହାବେଡ ୟୁନିଭରସିଟିର ବୈଜ୍ଞାନିକ କହିଛନ୍ତି ଦମ୍ପତିଙ୍କ କିସ କରିବାରୁ ବଞ୍ଚିବାକୁ ପଡିବ ଓ ସମ୍ଭୋଗ ସମୟରେ ମାସ୍କ ପିନ୍ଧିବା ଆବଶ୍ୟକ।

ସମ୍ଭୋଗ ପରେ ଦମ୍ପତିଙ୍କ ଗାଧୋଇବା ପାଇଁ କୁହାଯାଇଛି। ହାବେଡ ୟୁନିଭରସିଟିର ବୈଜ୍ଞାନିକ କହିଛନ୍ତି ଘରଠୁ ଦୂରରେ ରହୁଥିବା ବ୍ୟକ୍ତି ସହିତ ସମ୍ଭୋଗ ଦ୍ଵାରା କରୋନା ବ୍ୟାପିବାର ଅଧିକ ଆଶଙ୍କା ଥାଏ।

ରିସର୍ଚ୍ଚରେ ମାନାଯାଇଛି ସମ୍ଭୋଗ ସମୟରେ ପୁରା ଦୂରତ୍ୱ ରଖିବା ସମ୍ଭବ ନୁହେଁ। ଏଥିପାଇଁ ତାଙ୍କୁ ସାବଧାନ ରହିବା ଆବଶ୍ୟକ। ଏହି ଅଧ୍ୟୟନକୁ Annals of internal Medicine ରେ ପ୍ରକାଶିତ କରାଯାଇଛି।

ଅଧ୍ୟୟନର ପ୍ରମୂଖ ବିଶେଷଜ୍ଞ ଜେକ ଟର୍ବନ କହିଛନ୍ତି ଗର୍ଭନିରୋଧକର ଉପଯୋଗ କରିବା ସହିତ ମାସ୍କ ପିନ୍ଧିବା ଆବଶ୍ୟକ। କିଛି ଦିନ ପୂର୍ବରୁ ଥାଇଲ୍ୟାଣ୍ଡର ମେଡିକାଲ ବିଶେଷଜ୍ଞ ବିରାଵତ ମନୋଉସୁପଥୀ ଉପଦେଶ ଦେଇଥିଲେ କି କରୋନାରୁ ଠିକ ହେବାର ୩୦ ଦିନ ପର୍ଯ୍ୟନ୍ତ ସମ୍ଭୋଗରୁ ବଂଚିବା ଆବଶ୍ୟକ।

ତେବେ ଏହାକୁ ଲାଇକ କରି ଏବଂ ଅଧିକ ରୁ ଅଧିକ ସେୟାର କରି ନିଜର ମତାମତ ଆମକୁ କମେଣ୍ଟ ସାହାଯ୍ୟରେ ଜଣାନ୍ତୁ।

Leave a Reply

Your email address will not be published. Required fields are marked *