୫ ଜୁନ ର ଶୁଭଯୋଗ ରେ କରନ୍ତୁ ଏହି ଉପାୟ , ଧନ ଲାଭ ସହିତ ହୋଇପାରିବ ଅନ୍ୟ ଫାଇଦା

୫ ଜୁନ , ଶୁକ୍ରବାର ଜେଷ୍ଠ ମାସ ର ପୂର୍ଣ୍ଣିମା ଅଟେ । ଏହି ତିଥି ର ଧର୍ମ ଗ୍ରନ୍ଥ ରେ ବିଶେଷ ମହତ୍ତ୍ଵ ଥିବା କୁହାଯାଏ । ଓଜ୍ଜୌନ ର ଜ୍ୟୋତିଷାଚାର୍ଯ ପଣ୍ଡିତ ପ୍ରଫୁଲ୍ଲ ଭଟ୍ଟ ଙ୍କ ଅନୁସାରେ , ଶୁକ୍ରବାର ଲକ୍ଷ୍ମୀ ଦେବୀ ଙ୍କ ଦିନ ବୋଲି ମନାଯାଇଥାଏ ସେମିତି ପୂର୍ଣ୍ଣିମା ତିଥି ମଧ୍ୟ ଶୁଭ କାର୍ଯ୍ୟ ପାଇଁ ଉପଯୁକ୍ତ ବୋଲି ମନାଯାଇଥାଏ । ଶୁକ୍ରବାର ଓ ପୂର୍ଣ୍ଣିମା ତିଥି ର ଯୋଗ ରେ କିଛି ବିଶେଷ ଉପାୟ କରିବା ଦ୍ୱାରା ସମସ୍ୟା ଦୂର ହୋଇପାରେ । ସେହି ଉପାୟ ଏହି ପ୍ରକାର –

ଧନଲାଭ ପାଇ ଶୁକ୍ରବାର ଓ ପୂର୍ଣ୍ଣିମା ର ଯୋଗ ରେ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କୁ ପୂଜା କରନ୍ତୁ । ପୂଜାରେ ଦକ୍ଷିଣାମୁଖୀ ଶଙ୍ଖ ରେ ବିଷ୍ଣୁ-ଲକ୍ଷ୍ମୀ ଙ୍କ ପ୍ରତିମା କୁ ଅଭିଷେକ କରନ୍ତୁ । ଏଥିପାଇଁ କେଶର ମିଶ୍ରିତ କ୍ଷୀର ର ଉପଯୋଗ କରିବା ଦରକାର ।

ପୂର୍ଣ୍ଣିମା ରେ ବାଳଗୋପାଳ ଙ୍କୁ ମଧ୍ୟ ପୂଜା କରିବା ଦରକାର । ପୂଜା ରେ ଲହୁଣୀ ମିଶ୍ରି ର ଭୋଗ ଲଗାନ୍ତୁ । ଭୋଗ ରେ ତୁଳସୀ ପତ୍ର ମଧ୍ୟ ଅବଶ୍ୟ ରଖନ୍ତୁ । ଏହା ଦ୍ବାରା ଜୀବନ ରେ ସୁଖଶାନ୍ତି ବଜାଇ ରହିଥାଏ ।

୫ ଜୁନ ରେ ହନୁମାନ ଙ୍କ ମନ୍ଦିର ରେ ଦୀପ ଜଳାଇ ହନୁମାନ ଚାଳିଶା ପାଠ କରନ୍ତୁ । ଆପଣ ଚାହିଁଲେ ॐ ଏଁ ହନୁମତେ ରାମଦୂତାୟ ନମ୍ଃ ମନ୍ତ୍ର ର ଜପ ମଧ୍ୟ କରିପାରିବେ । ଏହା ଦ୍ବାରା ସମସ୍ୟା ରୁ ରକ୍ଷା ମିଳିପାରିବ ।

ପୂର୍ଣ୍ଣିମା ରେ ଭଗବାନ ସତ୍ୟନାରାୟଣ ଙ୍କ କଥା ର ବିଶେଷ ମହତ୍ତ୍ଵ ଅଛି । ଏମିତି କରିବା ଦ୍ଵାରା ପରିବାର ର ସଦସ୍ୟ ପ୍ରେମ ବଜାଇ ରହିଥାଏ ।

ଶୁକ୍ରବାର ଓ ପୂର୍ଣ୍ଣିମା ତିଥି ର ଯୋଗ ରେ ଦେବୀ ଲକ୍ଷ୍ମୀ ଙ୍କ ପଦ୍ମ ଫୁଲ ମାଳି ଚଢ଼ାନ୍ତୁ । ଏହା ଦ୍ବାରା ମଧ୍ୟ ଧନଲାଭ ର ଯୋଗ ହୋଇପାରେ ।

ମାତା ଲକ୍ଷ୍ମୀଙ୍କୁ ପାଇବାକୁ ଚାହୁଁଥିଲେ ଗୋଟିଏ ଲାଇକ କରିବା ସହିତ ଶେୟାର ନିଶ୍ଚିନ୍ତ କରନ୍ତୁ ଏବଂ ହୃଦୟରୁ ଭକ୍ତିରେ ଲେଖିଦିଅନ୍ତୁ “ଜୟ ମା ଲକ୍ଷ୍ମୀ”

Leave a Reply

Your email address will not be published. Required fields are marked *