କରୋନା ଭାଇରସ କିମ୍ବା ସାଧାରଣ ଥଣ୍ଡା ଘରେ ବସି ଜାଣନ୍ତୁ। ସାଧାରଣ ଥଣ୍ଡା ଓ କରୋନା ଭାଇରସ ମଧ୍ୟରେ ଅଧିକ ଅନ୍ତର ନାହିଁ କିନ୍ତୁ ଏହା ଉପରେ ଭଲ ଭାବେ ଦେଖିଲେ ଆପଣ ଜାଣି ପାରିବେ। ଆସନ୍ତୁ ଜାଣିବା କିପରି ଏହା ଚିହ୍ନଟ କରେଇବେ ।
ଥଣ୍ଡା,ଦେହ ଦରଜ,ଶୀତ କରିବା ଏହିସବୁ ସାଧାରଣ ଥଣ୍ଡା,ଫ୍ଲୁ ଓ କରୋନା ଭାଇରସର ଲକ୍ଷଣ ଏକ ପ୍ରକାର ହୋଇଥାଏ। ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଥିବ ଏହା କିପରି ଜାଣିବା କେଉଁଟା ସାଧାରଣ ଥଣ୍ଡା ଓ କେଉଁଟା କରୋନା ଭାଇରସ। ଏହା ବୁଝିବା ପାଇଁ ଆପଣଙ୍କୁ ଏହି ସବୁ ଲକ୍ଷଣ ଭିତରେ ଅନ୍ତର ବୁଝିବାକୁ ହେବ। ଆପଣ ଘରେ ବସି ଜାଣି ପାରିବେ କି ଆପଣଙ୍କୁ ସାଧାରଣ ଥଣ୍ଡା ହେଇଛି କି କରୋନା ଭାଇରସ ହେଇଛି।
କରୋନା ଭାଇରସ କିମ୍ବା କୋଭିଡ଼-୧୯:
କରୋନା ଭାଇରସ ବହୁତ ଜୋର ପୁରା ଦୁନିଆରେ ବ୍ୟାପିସାରିଲାଣି। ଏହାର ଲକ୍ଷଣ ବହୁତ ସାଧାରଣ। ଏଥିରେ ରୋଗୀଙ୍କୁ ସାଧାରଣ ଥଣ୍ଡା ହୋଇଥାଏ। କୋଭିଡ଼-୧୯ ରେ ରୋଗୀଙ୍କୁ ଅଧିକ ଥଣ୍ଡା ହୋଇପାରେ। ଉଦାହରଣ ପାଇଁ -ହାର୍ଟ ରୋଗ,ଫୁସଫୁସ ରୋଗ,କିମ୍ବା ଡାଇବେଟିସ ଭଳି ରୋଗ ଥିବା ଲୋକ ବା ଅଧିକ ବୟସ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଭାଇରସ ଅଧିକ ପ୍ରଭାବିତ କରିଥାଏ।
ଏହା ଅଟେ କୋଭିଡ଼-୧୯ ର ଲକ୍ଷଣ:
●ଥଣ୍ଡା ●ନିଶ୍ୱାସ ନେବାରେ କଷ୍ଟ ●ଥକିଯିବା ●ମୁଣ୍ଡ ବ୍ୟଥା ●ନାକ କୁଣ୍ଡାଇ ହେବା
ନାକରୁ ପାଣି ଗଳିବା ବା ନିଶ୍ୱାସ ନେବାରେ କଷ୍ଟ କୋଭଡ଼ି-୧୯ ର ସାଧାରଣ ଲକ୍ଷଣରେ ଆସନ୍ତି ନାହିଁ। ଏହି ଲକ୍ଷଣ ଦେଖାଗଲେ ସର୍ବ ପ୍ରଥମେ ନିଜକୁ ଘରେ କ୍ବାରେଣ୍ଟାଇନରେ ରଖନ୍ତୁ।
ଥଣ୍ଡା ବା ସାଧାରଣ ଫ୍ଲୁ:
ସାଧାରଣ ଥଣ୍ଡା ହେବା ଦ୍ବାରା ଦେହ ହାତ ବିନ୍ଧିଥାଏ ଓ ବହୁତ ଖରାପ ଅନୁଭବ ହୋଇଥାଏ। ଏହା ଅଧିକ କଷ୍ଟ ଦେଇଥାଏ। ଏପରି ହେବା ଦ୍ଵାରା ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ।
●ନାକରୁ ପାଣି ଗଳିବା ●ବାନ୍ତି ହେବା ●ଛିଙ୍କ ଆସିବା ●ଆଖିରେ ପାଣି ଆସିବା ●ଗଳା ଖରାପ ●ମୁଣ୍ଡ ବିନ୍ଧା
ସାଧାରଣ ଥଣ୍ଡା ବା ଫ୍ଲୁ ୭ ରୁ ୧୦ ଦିନ ମଧ୍ୟରେ ଭଲ ହୋଇଯାଇଥାଏ। ଏହା ମଧ୍ୟରେ ଅଧିକ ଲକ୍ଷଣ ଫ୍ଲୁ କାରଣରୁ ନୁହେଁ ହ୍ୟୁମାନ ସିଷ୍ଟମ ପାଇଁ ହୋଇଥାଏ। ହ୍ୟୁମାନ ସିଷ୍ଟମ ଯେବେ ରୋଗ ସହିତ ଲଢ଼ିଥାଏ ଏହି ସଂକେତ ଦେଇଥାଏ।ସାଧାରଣ ଥଣ୍ଡା ବା ଫ୍ଲୁ କୁ ଭଲ କରିବାକୁ ଆପଣଙ୍କର ହ୍ୟୁମାନ ସିଷ୍ଟମ ବି କାଫି।