ଚୀନ ଏବେ ମାନିଛି -ବୁହାନର ଜଙ୍ଗଲୀ ଜୀବ ବଜାରରୁ ବ୍ୟାପିନାହିଁ କରୋନା ଭାଇରସ।

ଚୀନ ଏବେ ମାନି ଛି କି ବୁହାନର ଜଙ୍ଗଲୀ ଜୀବ ବଜାରରୁ ବ୍ୟାପିନାହିଁ କରୋନା। ଗ୍ଲୋବାଲ ଟାଇମ୍ସରେ ଛପା ଯାଇଥିବା ରିପୋର୍ଟ ଅନୁସାରେ ଚୀନର ସେଣ୍ଟର ଫୋର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିବିସନର ଡ଼ାଇରେକ୍ଟର ଗାଓ ଫୁ କହିଛନ୍ତି ,ପ୍ରଥମ ଆମେ ମାନୁଥିଲୁ ବୁହାନର ଜଙ୍ଗଲୀ ଜୀବ ବଜାରରୁ ଏହି ଭାଇରସ ଆସିଛି ବୋଲି। ଏବେ ବୁଝାପଡୁଛି କି ମାର୍କେଟ ଶିକାର ହୋଇଯାଇଛି। ନୋବେଲ କରୋନା ଭାଇରସ ଅନେକ ସମୟରୁ ଥିଲା। ଗ୍ଲୋବାଲ ଟାଇମ୍ସ କହିଛି ଏହା କେଉଁଠୁ ବ୍ୟାପିଛି ତାହା ଜାଣିବା ପ୍ରୟାସ ଜାରି ରହିଛି।

ଗାଓ ଫୁ କହିଛନ୍ତି ସେ ଜାନୁଆରୀର ଆରମ୍ଭରେ ବୁହାନ ଯାଇଥିଲେ କିନ୍ତୁ ତାଙ୍କୁ କୌଣସି ଯିବାରେ ଏହି ଭାଇରସ ମିଳିନଥିଲା। ସେ କହିଛନ୍ତି ଚୀନ ବୈଜ୍ଞାନିକ ପରିଶ୍ରମ କରୁଛନ୍ତି ଏହା ଜାଣିବା ପାଇଁ ଏହି ଭାଇରସ କେଉଁଠୁ ବ୍ୟାପିଛି।

କରୋନା ଭାଇରସ ସାମ୍ନାକୁ ଆସିବ ପରେ ଚୀନ ସବୁବେଳେ କହି ଆସୁଥିଲା କି ଏହା ବୁହାନର ଜଙ୍ଗଲୀ ଜୀବ ବଜାରରୁ ବାହାରିଛି କିନ୍ତୁ ଆମେରିକା ସହିତ ଅନ୍ୟ ଦେଶ ମାନେ ଦାବି କରୁଛନ୍ତି ଏହି ଭାଇରସ ଚୀନର ବୁହାନ ବଜାର ସ୍ଥିତ ଲ୍ୟାବରୁ ଆସିଛି।

Coronavirus update:

ଏହି ଭାଇରସ ବ୍ୟାପିବା ପରେ ଚୀନ ବୁହାନର ଜଙ୍ଗଲୀ ଜୀଵ ମାର୍କେଟ ବନ୍ଦ କରିଦେଇଛି। ଦୁନିଆ ଚୀନକୁ ସନ୍ଦେହ ନଜରରେ ଦେଖୁଛି। ଚୀନ ଜୀବ ମାନଙ୍କ ସାମ୍ପୁଲ ବା ଡାଟା ଦୁନିଆକୁ ଦେଇନଥିଲା।

ସେଣ୍ଟର ଫୋର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିବିସନର ଡ଼ାଇରେକ୍ଟର ଗାଓ ଫୁ ମାନି ନେଇଛନ୍ତି କି ବୁହାନର ଜଙ୍ଗଲୀ ଜୀଵ ବଜାରରୁ କୌଣସି ସାମ୍ପୁଲ ଅଛନ୍ତି। ଗାଓ ଫୁ କେବଳ ଚୀନର ମହାମାରୀ ବିଶେଷଜ୍ଞ ସହିତ ରାଜନୈତିକ ପ୍ରବକ୍ତାର ବି ସଦସ୍ୟ ଅଟନ୍ତି।

ପ୍ରଥମେ ବୁହାନ ବାଇଲୋଜିର ଡ଼ାଇରେକ୍ଟର ବାଙ୍ଗ ୟାନୟୀ ଏକ ଟିଭି ଇଣ୍ଟରଭିଉରେ କହିଥିଲେ ଲ୍ୟାବରୁ ଭାଇରସ ଲିକ ଘଟଣା ମିଳିଛି। Lancet ରେ ପ୍ରକାସିତ ଅନୁସାରେ ଚୀନରେ କରୋନା ସଂକ୍ରମିତ ଆରମ୍ଭରୁ ୪୧ ଲୋକଙ୍କ ମଧ୍ୟରୁ କେବଳ ୨୭ ଙ୍କୁ ହିଁ ସେହି ବଜାରରୁ ମିଳିଥିଲା।

ଏବେ ବିଶେଷଜ୍ଞ ମାନେ କହିଛନ୍ତି ଚୀନର ଏହି ସତ୍ୟତା ପରେ ଦ୍ୱନ୍ଦ୍ୱ କମିବା ସ୍ଥାନରେ ବଢି ଯାଇଛି। ଗାଓ ଫୁ ଏହା ପୂର୍ବରୁ ଏକ ଇଣ୍ଟରଭିଉରେ କହିଥିଲେ କୋଭିଡ଼-୧୯ ପୂର୍ବରୁ ୬ ଭାଇରସରେ ମଣିଷ ସଂକ୍ରମିତ ହୋଇଥିଲେ କିନ୍ତୁ କୌଣସି ଭାଇରସ ଏହି ଭାଇରସ ଭଳି ଏତେ ଭୟାନକ ନଥିଲା।

Leave a Reply

Your email address will not be published. Required fields are marked *