କେବଳ ଭାରତୀୟ ମାନେ ହିଁ ପଙ୍ଗପାଳଙ୍କୁ ହଟାଇବା ପାଇଁ ଏପରି ଯୋଗାଡ଼ କରିପାରିବେ।

ପାକିସ୍ତାନରୁ ଆସିଥିବା ପଙ୍ଗପାଳ ମାନଙ୍କ ଆତଙ୍କ ଦେଶର ଅନେକ ସ୍ଥାନରେ ବ୍ୟାପିସାରିଲାଣି। କୃଷକ ଏହି ୪ ଇଂଚ ଜୀବ ପାଇଁ ଅନେକ ପ୍ରୟାସ କରୁଛି। କିଛି ଲୋକ ଥାଳି ବଜାଇ ତ ଆଉ କିଛି ଡ଼ିଜେ ବଜାଇ ଏମାନଙ୍କୁ ହଟାଉଛନ୍ତି। ଏକ ଭିଡ଼ିଓ ବି ଆସିଥିଲା ଯେଉଁଥିରେ ଡିଜେ ବଜାଇ ପଙ୍ଗପାଳଙ୍କୁ ହଟା ଯାଉଛି। ଆପଣଙ୍କୁ ଜଣ ଥିବା ଆବଶ୍ୟକ ହିଁ ଆବିଷ୍କାରର ଜନନୀ। ଏହି ସମୟରେ ଲୋକ ଏହାଠାରୁ ବଂଚିବା ପାଇଁ ଯୋଗାଡ଼ କରୁଛନ୍ତି। ଏପରି ହିଁ ଏକ ଯୋଗାଡ଼ ଟିକଟକରେ ଭାଇରାଲ ହେଉଛି।

ପ୍ରଥମେ ଦେଖନ୍ତୁ ଭିଡ଼ିଓ:

@pinkipatel855

♬ original sound – pinkipatel855

ଏହି ଭିଡ଼ିଓକୁ ଟିକଟକ ୟୁଜର pinkipatel855 ସେୟାର କରିଛନ୍ତି। ଏହାର ଖବର ଲେଖାଯିବ ପର୍ଯ୍ୟନ୍ତ ୨୪ ଲକ୍ଷ ଲୋକ ଦେଖିସାରିଛନ୍ତି ଓ ୧୦ ଲକ୍ଷରୁ ଅଧିକ ଲାଇକ ବି ମିଳିଛି।

କଣ ଅଛି ଭିଡ଼ିଓ ରେ:

@pinkipatel855

♬ original sound – pinkipatel855

ଭିଡ଼ିଓରେ ଆପଣ ଦେଖୁଥିବେ କି କିପରି ଏକ ଖାଲି ବୋତଲରେ ଟିଣ ଡ଼ଭା ଯୋଡ଼ା ଯାଇଛି। ତା ଦେହରେ କୁଲରର ଏକ ପଙ୍ଖା ଯୋଡ଼ାଯାଇଛି। ଯେବେ ପବନରେ ପଙ୍ଖା ଘୁରୁଛି ସେବେ ଟିଣରୁ ଖଟ ଖଟ ଆବାଜ ଆସୁଛି। ଏହି ଆବାଜ ଦ୍ବାରା ପଙ୍ଗପାଳଙ୍କୁ ହଟାଯାଇପାରିବ।

ଏହି ଭିଡ଼ିଓ ମନେ ଅଛି:

କହି ରଖିବୁ କି ଏହି ଭିଡ଼ିଓ ଟ୍ଵିଟର ୟୁଜର ଶ୍ରୀବାସ୍ତବ ସେୟାର କରିଥିଲେ। ସେ କ୍ୟାପସନରେ ଲେଖିଥିଲେ ଡିଜେ କେବଳ ନାଚ ଗୀତ ପାଇଁ ନୁହଁ ଏହା ସାହାଯ୍ୟରେ ପଙ୍ଗପାଳ ବି ହଟାଯାଇ ପାରିବ। କହି ରଖିବୁ କି ପଙ୍ଗପାଳଙ୍କ ପାଇଁ ହିମାଚଳପ୍ରଦେଶର କାଙ୍ଗଡ଼ା,ଉନା,ବିଳାଶପୁର ଓ ସଲୋନ ଜିଲ୍ଲାରେ ହାଇ ଆଲଟ ଜାରି କରାଯାଇଛି। ତା ସହିତ ମହାରାଷ୍ଟ୍ରର ଭଣ୍ଡାରରେ ଏହା ଠାରୁ ମୁକ୍ତି ପାଇଁ ଔଷଧର ସ୍ପ୍ରେ କରାଯାଉଛି।

Leave a Reply

Your email address will not be published. Required fields are marked *