ଲକଡାଉନ ମଧ୍ୟରେ ଘରୁ ପଳାଇଲେ ପତି ପତ୍ନୀ, ବିନା ବିଚାର ରେ ମିଳିଲା ମୃତ୍ୟୁଦଣ୍ଡ

ଦକ୍ଷିଣ କୋରିଆ ରେ ପଳାଇ ଯିବା ପାଇଁ ଚେଷ୍ଟା କରୁଥିବା ପତି ପତ୍ନୀ ଙ୍କୁ ମାରି ଦିଆ ଯାଇଥିଲା । ସେ ନିଜର ୧୪ ବର୍ଷ ଭଣଜା ସହ ପଳାଇ ଯାଉଥିଲେ ସେତେବେଳେ ଫାୟରିଙ୍ଗ ସ୍କାଡ ତାଙ୍କୁ ମାରି ଦେଇଥିଲେ । ସେ ଦେଶ ରେ ଲାଗିଥିବା କରୋନା ଭାଇରସ୍ ଲକଡାଉନ ମଧ୍ୟ ରେ ରୋଗୟାଙ୍ଗ ପ୍ରାତ ର ହେନମାନ ରେ ନିଜ ଘରୁ ପଳାଇ ଯାଉଥିଲେ ।

ସ୍ଥାନୀୟ ଲୋକ ଙ୍କ ଅନୁସାରେ ସେ ନିଜର ଭଣଜା କୁ ତାଙ୍କ ପିତାମାତା ଙ୍କ ପାଖକୁ ଦକ୍ଷିଣ କୋରିଆ କୁ ପଠାଇବା କୁ ଚେଷ୍ଟା କରୁଥିଲେ । ଉତ୍ତର କୋରିଆ ଆରମ୍ଭ ରୁ ଏହି କଥା କୁ ମନା କରୁଥିଲା କି ଏଠାରେ କୌଣସି କରୋନା ଭାଇରସ୍ କେସ ନାହିଁ କିନ୍ତୁ ସତର୍କତା ଅବଲମ୍ବନ କରାଯାଉଛି ।

ବିନା ବିଚାର ରେ ନିଆ ଗଲା ଜୀବନ

ସୀମା ରେ କରୋନା ଭାଇରସ୍ କାରଣରୁ ସୁରକ୍ଷା କଡାକଡି କରିଦିଆ ଯାଇଥିଲା । ସ୍ଥାନୀୟ ଲୋକ ଙ୍କ ହିସାବରେ ପତି ପତ୍ନୀ ଙ୍କୁ ସୀମା ପାର କରିବା ପାଇଁ ଗିରଫ କରାଯାଇଥିଲା । ଭଣଜା ର ବୟସ କମ ହୋଇଥିବା କାରଣରୁ ଛାଡି ଦିଆଯାଇଥିଲା କିନ୍ତୁ କିନ୍ତୁ କୌଣସି ବିଚାର ବିନା ଦମ୍ପତି ଙ୍କୁ ମାରି ଦିଆଯାଇଥିଲା ।

କୁହାଯାଇଥିଲା କି ଲକଡାଉନ କାରଣରୁ ତାଙ୍କର କାମ ରେ କ୍ଷତି ହେଉଥିଲା ଯେଉଁଠି ପାଇଁ ଦୁହେଁ ବହୁତ ଚିନ୍ତିତ ଥିଲେ । ସୂଚନା ଅନୁସାରେ ଉତ୍ତର କୋରିଆ ର ଅଧିକାରୀ ସାର୍ବଜନୀନ ଭାବରେ ଏହି କଥା କୁ ମାନିନଥିଲେ କି ଦେଶ ରେ କରୋନା ର ବହୁତ କେସ ଅଛି କିନ୍ତୁ ଭିତରେ ଅଞ୍ଚଳ ରେ ଯାଇ ଲୋକ ଙ୍କୁ ସାବଧାନ ରହିବା ପାଇ କହୁଥିଲେ ।

ଦେଶ ରେ କରୋନା ନାହିଁ ?

ଫେବୃୟାରୀ ରେ ଦେଶ ର ଅଧିକାରୀ ଙ୍କ ଏକ ବୈଠକ ର ଛବି ସାମ୍ନା କୁ ଆସିଥିଲା । ଯେଉଁଥିରେ ସମସ୍ତେ ମାସ୍କ୍ ଲଗାଇଥିଲା । ତେବେ ପ୍ରଶ୍ନ ଉଠୁଛି କି ଯେବେ ଦେଶ ରେ ଇନଫେକ୍ସନ ନାହିଁ ତେବେ ଅଧିକାରୀ ମାନେ କାହିଁକି ମାସ୍କ୍ ଲଗାଇଥିଲେ । ସେମିତି ଚୀନ ସହ ଥିବା ସୀମା କୁ ମଧ୍ୟ ବନ୍ଦ କରି ଦିଆଗଲା । କୁହା ଯାଉଥିଲା କି Kim Jong Un କରୋନା ର ସାମ୍ନା ରେ ଇନଫେକ୍ସନ ର କଥା ସ୍ବୀକାର କରି ଦୁର୍ବଳ ଦେଖା ଯିବାକୁ ଚାହୁଁନାହାଁନ୍ତି ।

ବନ୍ଧୁଗଣ ଆଶାକରୁଛି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିବା, ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ଶେୟାର କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କର ମତାମତ କଣ କମେନ୍ଟରେ ନିଶ୍ଚିନ୍ତ ଜଣାନ୍ତୁ |

Leave a Reply

Your email address will not be published. Required fields are marked *