ହଳଦୀକୁ ନେଇ କରନ୍ତୁ ଏହି ଉପାୟ ଧନସମ୍ପତ୍ତି ବଢ଼ିବାରୁ କେହି ଅଟକାଇ ପାରିବେ ନାହିଁ…

ହଳଦୀ କୁ ଜ୍ୟୋତିଷ ଶାସ୍ତ୍ର ରେ ସୁଖ ସମୃଦ୍ଧି ର ବୃଦ୍ଧି ର କାରକ କୁହାଯାଏ । ଏହି କାରଣରୁ ଶାଶୁଘରୁ ଝିଅ ବିଦା କରିବା ସମୟରେ ହଳଦୀ ର ପୁଟୁଳା ଦିଆଯାଇଥାଏ । ଯାହା ଫଳରେ ନିଜର ବାପଘର ଭଳି ଶାଶୁଘରେ ଖୁସି ବାଣ୍ଟିବ । ଜ୍ୟୋତିଷ ଶାସ୍ତ୍ର ରେ ହଳଦୀ କୁ ନେଇ ଏମିତି କିଛି ଉପାୟ କୁହାଯାଇଛି । କୁହାଯାଏ କି ଏହାକୁ ଅନୁସରଣ କରିଲେ ବ୍ୟକ୍ତି ର ଜୀବନ ରେ କେବେ ବି ଧନ ର ଅଭାବ ହୋଇନଥାଏ। ଆସନ୍ତୁ ଜାଣିବା କ’ଣ ସେହି ଉପାୟ ?

ଏହି ଉପାୟ ଦେଇପାରେ ଆପଣଙ୍କୁ ଅପାର ଧନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କାହା ପାଖରେ ଧନ ବହୁତ ଆସିଥାଏ କିନ୍ତୁ ରହି ନଥାଏ । କିମ୍ବା ଉପାର୍ଜନ ର ବାଟ ଅନେକ ଥାଏ କିନ୍ତୁ ସଞ୍ଚୟ ହୋଇପାରିନଥାଏ । ଏହି ସମସ୍ୟା ରୁ ରକ୍ଷା ପାଇବା ପାଇଁ କଳା ହଳଦୀ ର ଉପାୟ କରନ୍ତୁ । ଏହା ବ୍ୟକ୍ତି କୁ ଅପାର ଧନ ଦେବା ରେ ସାହାଯ୍ୟ କରେ ।

ଏହି ଖାସ ଦିନ କରନ୍ତୁ ହଳଦୀ ର ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ ଦୀପାବଳୀ ଦିନ ହଳଦିଆ ବସ୍ତ୍ର ରେ କଳା ହଳଦୀ ସହିତ ଏକ ରୂପା ମୁଦ୍ରା ରଖନ୍ତୁ । ଏହା ପରେ ଏହାକୁ ଧନ ରଖୁଥିବା ସ୍ଥାନ ରେ ରଖି ଦିଅନ୍ତୁ । କୁହାଯାଏ କି ଏମିତି କରିବା ଫଳ ରେ ଜାତକ ରେ ବର୍ଷ ସାରା ମା ଲକ୍ଷ୍ମୀ ଙ୍କ କୃପା ରହିଥାଏ ।

ଶୁକ୍ଳ ପକ୍ଷ ରେ କରନ୍ତୁ ହଳଦୀ ର ଏହି ଉପାୟ

Premium Turmeric Powder -125gm – Satvyk

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ଳ ପକ୍ଷ ର ପ୍ରଥମ ଶୁକ୍ରବାର ରେ କଳା ହଳଦୀ ର ଏହି ଉପାୟ କରା ଯାଇପାରିବ । ଏଥି ପାଇଁ ରୂପା ଡବା ରେ କଳା ହଳଦୀ , ନଗକେଶର ସିନ୍ଦୂର ସହିତ ରଖି ମା ଲକ୍ଷ୍ମୀ ଙ୍କ ଚରଣ ରେ ସ୍ପର୍ଶ କରାନ୍ତୁ । ଏହା ପରେ ଏହାକୁ ଯେଉଁଠି ଧନ ରଖୁଛନ୍ତି ସେହି ସ୍ଥାନ ରେ ରଖି ଦିଅନ୍ତୁ । କୁହାଯାଏ କି କଳା ହଳଦୀ ର ଏହି ଉପାୟ ଧନ ସଞ୍ଚୟ ରେ ସାହାଯ୍ୟ କରିଥାଏ । ଏହା ସହିତ ଆମଦାନୀ ରେ ସ୍ରୋତ ବାହାରି ଥାଏ ।

ବ୍ୟବସାୟ ରେ କଳା ହଳଦୀ ର ଏହି ଉପାୟ କରି ଦେବ କମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜାତକ ରେ କିଛି ବ୍ୟବସାୟ ସଂଲଗ୍ନ ହୋଇଥାଏ ଓ ତାଙ୍କୁ ଲଗାତାର କ୍ଷତି ର ସମ୍ମୁଖୀନ ହେବାକୁ ପଡୁଥାଏ ତେବେ ଏହି କଳା ହଳଦୀ ର ଏହି ଉପାୟ କରିବା ଦରକାର । ଏଥି ପାଇଁ କଳା ହଳଦୀ କୁ ପେଶି ଦିଅନ୍ତୁ । ଏଥିରେ କେଶର ଓ ଗଙ୍ଗାଜଳ ମିଶାଇ ପ୍ରଥମ ବୁଧୁବାର କୁ ଏହାକୁ ବ୍ୟବସାୟ ରେ ପ୍ରୟୋଗ ହେଉଥିବା ମେସିନ ରେ ସ୍ଵସ୍ତିକ ବନାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ମେସିନ ସୁଚାରୁରୂପରେ କାର୍ଯ୍ୟ କରିଥାଏ ଓ ବ୍ୟବସାୟ ରେ ଉନ୍ନତି ହେବାକୁ ଲାଗିଥାଏ ।

ବ୍ୟବସାୟ ରେ ଲଗାତାର କ୍ଷତି ହେଉଥିଲେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାହାକୁ ବ୍ୟବସାୟ ରେ ଲଗାତାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିଲେ ଏମିତି ରେ ଶୁକ୍ଳ ପକ୍ଷ ର ପ୍ରଥମ ଗୁରୁବାର କୁ ହଳଦିଆ କପଡା ରେ କଳା ହଳଦୀ , ୧୧ ଅଭିମନ୍ତ୍ରିତ ଗୋମତୀ ଚକ୍ର , ରୂପା ମୁଦ୍ରା ଓ ୧୧ ଅଭିମନ୍ତ୍ରିତ ଧନଦାୟକ କଉଡ଼ି ବାନ୍ଧି ୧୦୮ ଥର ‘ॐ ନମଃ ଭଗବତେ ବାସୁଦେବାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଏହା ପରେ ଏହି ପୁଟୁଳା କୁ ଧନ ରଖୁଥିବା ସ୍ଥାନ ରେ ରଖି ଦିଅନ୍ତୁ । କୁହାଯାଏ କି ଏମିତି କରିବା ଦ୍ୱାରା ବ୍ୟବସାୟ ରେ ଆସୁଥିବା ସମସ୍ୟା ଦୂର ହୋଇଥାଏ । ସାଥିରେ ଧନ ର ଆୟ ମଧ୍ୟ ବଢ଼ିଥାଏ ।

Leave a Reply

Your email address will not be published. Required fields are marked *