ପ୍ରବାସୀ ଶ୍ରମିକଙ୍କ ନ୍ୟାସନାଲ ଡାଟାବେଶ ପ୍ରସ୍ତୁତ, ବର୍ଷର ଥରେ ଘରକୁ ଯିବାକୁ ଖର୍ଚ୍ଚ, ପେନସନ,ସ୍ବାସ୍ଥ୍ୟ ସୁବିଧା ଇତ୍ୟାଦିରେ ସରକାର ଆଣିବେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଜାରି ରହିଥିବା ଶ୍ରମିକ ସଙ୍କଟ ରୁ ପ୍ରଶ୍ଚାତାପ ପରେ ସରକାର ୪୧ ବର୍ଷ ପରେ ‘ପ୍ରବାସୀ ଶ୍ରମିକ’ କୁ ପୁଣି ପରିଭାଷିତ କରିବା ପାଇଁ ପ୍ରସ୍ତୁତି କରୁଛି । ସରକାର ଏବେ ପ୍ରବାସୀ ଶ୍ରମିକ ପୁଣି ଥରେ ପରିଭାଷିତ କରି ସେମାନଙ୍କ ପଞ୍ଜିକରଣ ର ଯୋଜନା କରୁଛନ୍ତି ଯାହା ଫଳରେ ସେମାନଙ୍କୁ ସାମାଜିକ ସୁରକ୍ଷା ସହ ଜଡ଼ିତ ଯୋଜନା ସାହାଯ୍ୟ ରେ ଆଣିବେ । ପଞ୍ଜିକରଣ ପରେ ଏହି ପ୍ରବାସୀ ଶ୍ରମିକ ଙ୍କୁ ଏମ୍ପ୍ଲୟିଜ ଷ୍ଟେଟ ଇନସ୍ୟୁରାସ କର୍ପୋରେସନ ସାହାଯ୍ୟ ରେ ସ୍ବାସ୍ଥ୍ୟ ସୁବିଧା ମିଳି ପାରିବ ।

ଲକଡାଉନ ସମୟରେ ଲକ୍ଷ ଲକ୍ଷ ସଂଖ୍ୟା ରେ ସଂଗଠନ ଓ ଅସଂଗଠନ କ୍ଷେତ୍ର ରେ କାମ କରୁଥିବା ଶ୍ରମିକ ଚାଲି ଚାଲି ପଳାଇ ଯିବା ପରେ ଏବେ ଏକ ନୂଆ ନିୟମ ପ୍ରସ୍ତୁତ କରାଯାଉଛି । କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ବହୁତ ଜଲଦୀ କ୍ୟାବିନେଟ ରେ ଏହି ବିଷୟରେ ବିସ୍ତୁତ ପ୍ରସ୍ତାବ ଉପସ୍ଥାପନ କରିବ । କେନ୍ଦ୍ର ସରକାର ଯୋଜନା ର ପ୍ରସ୍ତାବିତ ନିୟମ କୁ ଏହି ବର୍ଷ ଶେଷ ପର୍ଯ୍ୟନ୍ତ ଲାଗୁ କରି ଦିଆଯାଉ ।

ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗବାର ଏହି କଥା ର ପୃଷ୍ଟି ର କାନୁନ ପ୍ରଥମରୁ ମଜଭୁତ କରାଯିବ । ବିଜେଡ଼ି ସାଂସଦ ଭୃତହରି ମହତାବ ଙ୍କ ଅଧ୍ୟକ୍ଷତା ରେ ସଂସଦ ର ସ୍ଥାୟୀ ସମିତି ଯେଉଁ ପ୍ରସ୍ତାବିତ କୋଡ଼ କୁ ମଞ୍ଜୁରୀ ଦେଇଛି , ସେଥିରେ କିଛି ପ୍ରାବଧାନୀ ରେ କିଛି ପରିବର୍ତ୍ତନ କରା ଯାଇପାରେ ।

ପ୍ରବାସୀ ସଙ୍କଟରେ ଦେଖା ଦେଇଥିବା ଅଭାବ

ଏବେ ପ୍ରବାସୀ ସଙ୍କଟ ସିଷ୍ଟମ ର ଅଭାବ ମଧ୍ୟ ଉଜାଗର କରିଛି । ପ୍ରବାସୀ ଶ୍ରମିକ ଙ୍କ କୌଣସି ଏକତ୍ରିତ ରେକର୍ଡ ମଧ୍ୟ ନାହିଁ । ଇଣ୍ଟରଷ୍ଟେଟ ମାଇଗ୍ରେଟ ୱାକମ୍ୟାନ ଆକ୍ଟ ୧୯୭୯ ରେ ମଧ୍ୟ କେବଳ ସେହି ସଂସ୍ଥା ଉପରେ ଲାଗୁ କରାଯାଇଥିଲା ଯେଉଁଠି ୫ କିମ୍ବା ତା ଠାରୁ ଅଧିକ ଇଣ୍ଟରଷ୍ଟେଟ ପ୍ରବାସୀ ଶ୍ରମିକ କାମ କରୁଥିଲେ । ଏହାର ମାନେ ପ୍ରବାସୀ ଶ୍ରମିକର ଏକ ବଡ଼ ଭାଗ ଏହା ମଧ୍ୟ ରେ ଆସୁନାହିଁ । ହକର୍ ଠାରୁ ଆରମ୍ଭ କରି ଘର କାମ କରୁଥିବା ଚାକରାଣୀ ପର୍ଯ୍ୟନ୍ତ ଏହି କାନୁନ ମଧ୍ୟରେ ଆସୁନାହାଁନ୍ତି ।

ବର୍ଷର ଥରେ ଘରକୁ ଯିବା ପାଇଁ ମିଳିବ ଖର୍ଚ୍ଚ

ପ୍ରସ୍ତାବିତ ନିୟମ ସବୁ ପ୍ରବାସୀ କାମକାର୍ଯ୍ୟ ରେ ଲାଗୁ କରାଯିବ ଯେଉଁମାନେ ଏକ ନିଶ୍ଚିତ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବେ । ଏଥିରେ ଡେମୋଷ୍ଟିକ ହେଲ୍ପ ମଧ୍ୟ ସାମିଲ ହେବ । ଖବର ଟାଇମ୍ସ ଅଫ ଇଣ୍ଡିଆ ପାଇଥିବା ସୂତ୍ର ଅନୁସାରେ କହିଛି କି ପ୍ରସ୍ତାବିତ ନିୟମ ରେ ଏମିତି ନିୟମ କରାଯାଇଛି କି ଯେଉଁଥିରେ ପ୍ରବାସୀ ଶ୍ରମିକ ଙ୍କୁ ଦେଶ ରେ କେଉଁଠି ବି ସରକାର ଙ୍କ ତରଫ ରୁ ଦିଆ ଯାଉଥିବା ସୁବିଧା ମିଳିପାରିବ । ସବୁଠୁ ବଡ଼ କଥା ଏହା କି ପ୍ରବାସୀ ଶ୍ରମିକ ଙ୍କୁ ବର୍ଷ ର ଥରେ ନିଜ ଘରକୁ ଯିବା ପାଇଁ ଖର୍ଚ୍ଚ ପାଇବା ପାଇ ହକଦାର ।

ଅସଂଗଠନ କ୍ଷେତ୍ରର ଶ୍ରମିକଙ୍କ ତିଆରି ହେବ ଡାଟାବେସ, ଦିଆଯିବ ପରିଚୟ ପତ୍ର

ପ୍ରସ୍ତାବିତ ଯୋଜନା ର ଏକ ମୁଖ୍ୟ ଅଂଶ ଅସଂଗଠନ କ୍ଷେତ୍ର ର ଶ୍ରମିକ ଡାଟା ବେସ ପ୍ରସ୍ତୁତି କରାଯିବ । ଏମିତି ଶ୍ରମିକ ଙ୍କୁ ଏକ ସ୍ବତନ୍ତ୍ର ପ୍ରକାର ପରିଚୟ ସଂଖ୍ୟା ଦିଆଯିବ ଯେଉଁଥିରେ ଅନଅର୍ଗାନାଇଜ୍ ୱାକର ଆଇଡେଟିଫିକେଶନ ନମ୍ବର ନାମରେ ଜଣାଯିବ । ଏହି ବିଷୟରେ ୨୦୦୮ ରେ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା କିନ୍ତୁ କଥା ଆଗକୁ ବଢ଼ି ପାରିନଥିଲା । ସରକାର ପ୍ରବାସୀ ଶ୍ରମିକ ଙ୍କୁ ପେନସନ ଓ ସ୍ଵାସ୍ଥ୍ୟ ସୁବିଧା ଭଳି ସାମାଜିକ ସୁରକ୍ଷା ର ଲାଭ ଭିତରେ ଆଣିବା ପାଇଁ ପ୍ରସ୍ତୁତି କରୁଥିଲେ ।

ଆଧାର କାର୍ଡ ସହ ଲିଙ୍କ୍ ହେବ ନ୍ୟାସନାଲ ଡାଟା ବେସ

ଏହି ପ୍ରସ୍ତାବ ସାହାଯ୍ୟ ରେ ପ୍ରବାସୀ ଶ୍ରମିକ ଙ୍କ ଆଧାର କାର୍ଡ ସହ ଲିଙ୍କ୍ ଏକ ନ୍ୟାସନାଲ ଡାଟା ବେସ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଅଛି । ଏହି ଡାଟା ବେସ ରେ କେନ୍ଦ୍ର ସହ ରାଜ୍ୟ ର ମଧ୍ୟ ରହିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ର ଭୂମିକା ସବୁଠୁଁ ମହତ୍ତ୍ୱପୂର୍ଣ୍ଣ ରହିବ । ଯାହା ଫଳରେ ସବୁ ଶ୍ରମିକ ଙ୍କୁ ମିଳିପାରିବ ସାମାଜିକ ସୁରକ୍ଷା ଓ ସ୍ଵାସ୍ଥ୍ୟ ସୁବିଧା

google

ଅଣସଂଗଠନ କ୍ଷେତ୍ର ର ଶ୍ରମିକ ପାଇଁ ଏକ ପେନସନ ଯୋଜନା ଆଗରୁ ଅଛି । କିନ୍ତୁ ଅଧିକାରୀଙ୍କ କହିବା କଥା ଏବେ ତାଙ୍କୁ ନାମ ମାତ୍ର ଫିସ ରେ ESIC ରେ ପଞ୍ଜିକରଣ କରାଇ ସୁବିଧା ଦେବା ପାଇଁ ପ୍ରସ୍ତୁତି ଚାଲିଛି । ଏହା ସାହାଯ୍ୟ ରେ ତାଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳିପାରିବ । ESIC Ku ଅଧିକ ବଢାଯିବ ଯାହା ଫଳ ରେ ସବୁ ଜିଲ୍ଲା ର ଶ୍ରମିକ ଙ୍କୁ ଏହା ମଧ୍ୟ କୁ ଅଣାଯିବ ଓ ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ ।

ବନ୍ଧୁଗଣ ଆଶାକରୁଛି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିବା, ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ଶେୟାର କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କର ମତାମତ କଣ କମେନ୍ଟରେ ନିଶ୍ଚିନ୍ତ ଜଣାନ୍ତୁ |

Leave a Reply

Your email address will not be published. Required fields are marked *