ବାସ କିଛି ଦିନ ବାକି ଥିଲା ଯେବେ ଆମେରିକା ଏକ ନୂଆ ଇତିହାସ ଲେଖିଥାନ୍ତା କିନ୍ତୁ ଠିକ ୧୬.୫୪ ମିନିଟରେ ମିଶନକୁ ଅଟକାଇଦିଆଗଲା। କାରଣ ଥିଲା ଖରାପ ପାଗ,୯ ବର୍ଷ ପରେ ଆମେରିକା ମାଟିରୁ କୌଣସି ଏଷ୍ଟ୍ରୋନଟ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ ଯିବାର ଥିଲା। ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା କେନେଡ଼ି ସ୍ପେସ ସେଣ୍ଟରରୁ ଅନ୍ତରୀକ୍ଷ ଯାତ୍ର ପାଇଁ ସ୍ବଦେଶୀ ରକେଟ ଓ ସ୍ପେସକ୍ରାପ୍ଟରେ ବସାଇ ଅନ୍ତରୀକ୍ଷ ପଠାଇବାର ଥିଲା।
ନାସା ଏହା କହିଛି କି ଏହି ମିଶନ ତିନି ଦିନ ପରେ ହେବ।ଯେଉଁ ଆମେରିକା ଏଷ୍ଟ୍ରୋନଟ ଏହି ମିଶନରେ ଯିବେ ତାଙ୍କ ନାମ ଅଟେ ରାର୍ବଟ ବେନକେନ ଓ ଡଗଲସ ହ୍ରଲେ । ଏହି ଦୁଇ ଜଣ ଆଗରୁ ବି ଅନ୍ତରୀକ୍ଷକୁ ଯାଇ ସାରିଛନ୍ତି।
ଏହି ଦୁଇ ଏଷ୍ଟ୍ରୋନଟଙ୍କୁ ଆମେରିକା ସ୍ପେସ ଅକ୍ସ ସ୍ପେସକ୍ରାପ୍ଟ ଡ୍ରେଗନରେ ଆନର୍ଜାତିୟ ସ୍ପେସ ଷ୍ଟେସନ ପଠାଇବାର ଥିଲା। ଏବେ ୩ ଦିନ ପରେ ଏହି କାମ ହେବ। ସ୍ପେସ ଅକ୍ସ ଆମେରିକା ଉଦ୍ୟୋଗପତି ଏଲନ ମସ୍କ ଙ୍କ କମ୍ପାନୀ ଅଟେ।ସେ ନାସା ସହିତ ମିଶି ଭବିଷ୍ୟତ ପାଇଁ ଅନେକ ଅନ୍ତରୀକ୍ଷ ମିଶନ ଉପରେ କାମ କରୁଛନ୍ତି।
ସ୍ପେସ ଅକ୍ସ ଡ୍ରେଗନ ସ୍ପେସକ୍ରାପ୍ଟକୁ ଆମେରିକା ର ସବୁଠୁ ଭରୋସା ମନ୍ଦ ରକେଟ ଫୋଲକ୍ନ -୯ ଉପରେ ଲଗାଯିବ। ଏହା ପରେ ଫୋଲକ୍ନ -୯ ରକେଟକୁ ଲଞ୍ଚ ଫୋଲଂପେକ୍ଷ ୩୯ ଏ ଦ୍ଵାରା ଲଞ୍ଚ କରାଯିବ। ଏହି ମିଶନକୁ ଡେମୋ-୨ ମିଶନ ନାମ ଦିଆ ଯାଇଛି। ଡେମୋ-୧ ମିଶନରେ ଡ୍ରେଗନ ସ୍ପେସଫ୍ରାପ୍ଟ ରେ ସ୍ପେସ ମିଶନ ଉପରେ ସଫଳତାପୂର୍ବକ ସାମଗ୍ରୀ ପହଂଚାଯାଇଥିଲା।
Today’s launch was scrubbed due to weather. There were no issues with the @SpaceX Falcon 9 rocket and Crew Dragon spacecraft. The next launch attempt is Saturday, May 30 at 3:22 p.m. ET. #LaunchAmerica More photos from today: https://t.co/8due5jBg5Y pic.twitter.com/wvvd3WcnWz
— NASA HQ PHOTO (@nasahqphoto) May 27, 2020
ଆପଣଙ୍କୁ କହିରଖିବୁ କି ୯ ବର୍ଷ ପରେ ଆମେରିକା ଫର୍ମଲିସିଅସର ପୋଗ୍ରାମ ପୁଣି ଆରମ୍ଭ କରୁଛି। ଏହି ମିଶନର ସଫଳତା ପରେ ଆମେରିକାକୁ ନିଜ ଏଷ୍ଟ୍ରୋନଟ ଅନ୍ତରୀକ୍ଷ ପଠାଇବା ପାଇଁ ରୁଷ ଓ ଇଉରୋପର ସହାୟତା ନେବାକୁ ପଡିବନି।
ଏହି ମିଶନରେ ରାର୍ବଟ ବେନକେନ ସ୍ପେସଫାଇଟର ଅଲଗା କରିବା ଉପରେ ରହିବେ। ସେ ଏହା ପୂର୍ବରୁ ଦୁଇ ଥର ସ୍ପେସ ଷ୍ଟେସନ ଯାଇସାରିଛନ୍ତି। ଥରେ ୨୦୦୮ ଓ ଆଉଥରେ ୨୦୧୦ ରେ ସେ ଯାଇଥିଲେ। ସେ ତିନି ଥର ସ୍ପେସଅଫ କରିଛନ୍ତି।
.@NASA astronauts @AstroBehnken and @Astro_Doug arrive at Launch Complex 39A ahead of launch of Crew Dragon pic.twitter.com/s7jxxoOPZI
— SpaceX (@SpaceX) May 27, 2020
ସେହିପରି ଡଗଲସ ହ୍ରଲେ ସ୍ପେସର କମାଣ୍ଡର ହେବେ। ସେ ଲଞ୍ଚ ,ଲ୍ୟାଣ୍ଡିଙ୍ଗ ଓ ରିକୋଭରି ପାଇଁ ଦାୟୀ ହେବେ। ସେ ୨୦୦୯ ଓ ୨୦୧୧ ରେ ସ୍ପେସ ଷ୍ଟେସନ ଯାଇଛନ୍ତି। ସେ ସ୍ପେସରେ ସିଭିଲ ଇଂଞ୍ଜିନିଅର ଥିଲେ। ଏହା ପରେ ସେ ୨୦୦୦ ରେ ନାସା ସହିତ ଯୋଡି ହୋଇଥିଲେ। ଏହା ପୂର୍ବରୁ ୟୁଏସ ମରିନରେ ପାଇଲଟ ଥିଲେ।
ମଇରେ ଲଞ୍ଚ ହୋଇଥିବା ମିଶନ ପରେ ଏହି ଦୁଇଜଣ ଏଷ୍ଟ୍ରୋନଟ ସ୍ପେସ ଷ୍ଟେସନରେ ୧୧୦ ଦିନ ରହିବେ। ଆପଣଙ୍କୁ କହିରଖିବୁ କି ସ୍ପେସ ଅକ୍ସ ଡ୍ରେଗନ ଥରକେ ଅନ୍ତରୀକ୍ଷରେ ୨୧୦ ଦିନ ବିତାଇ ପାରିବ। ଏହା ପରେ ତାକୁ ରିପ୍ୟାରିଙ୍ଗ ପାଇଁ ପୃଥିବୀକୁ ଆସିବାକୁ ପଡିବ।
୨୭ ଜୁଲାଇ ୨୦୧୧ କୁ ନାସା ନିଜ ସବୁଠୁ ସଫଳ ସ୍ପେସ ସଟଲ ପୋଗ୍ରାମ ବନ୍ଦ କରିଦେଇଥିଲା। ସେହି ଦିନ ସ୍ପେସ ସଟଲ ଏଣ୍ଟଲାଟିକ ଭୂମିକୁ ଫେରିଥିଲା। ସ୍ପେସ ସଟଲ ପୋଗ୍ରାମ ଦ୍ଵାରା ସ୍ପେସ ପାଇଁ ୧୩୫ ଉଡାଣ ଉଡାଯାଇଥିଲା।୩୦ ବର୍ଷ ଚାଲିଥିବା ଏହି ପୋଗ୍ରାମରେ ୩୦୦ ରୁ ଅଧିକ ଏଷ୍ଟ୍ରୋନଟଙ୍କୁ ଅନ୍ତରୀକ୍ଷ ପଠାଯାଇଥିଲା।