ପୁରା ଦେଶ ଏହି ସମୟରେ କରୋନାର ପ୍ରକୋପ ସହୁଛି। ଯାହାଠୁ ବଞ୍ଚିବାକୁ ଆରୋଗ୍ୟ ସେତୁ ଆପ ଲଞ୍ଚ କରାଯାଇଛି। ଯାହା ଉପରେ ଅନେକ ପ୍ରଶ୍ନ ଉଠାଯାଇଛି। ଏଥିପାଇଁ ଏହା ଉପରେ ଏବେ ସୋର୍ସ କୋଡ ଜାରିକରାଯାଇଛି। ବର୍ତ୍ତମାନ ସୁରକ୍ଷା ପରୀକ୍ଷଣ କରୁଥିବା ଡେଭଲପର୍ ଏବଂ ହ୍ୟାକର୍ମାନେ ଏହି ଆପ୍କୁ ଭଲ ଭାବରେ ପରୀକ୍ଷା କରି ପାରିବେ |
କଣ ଅଟେ ସୋର୍ସ କୋଡ:
କୌଣସି ଆପର ସୋର୍ସ କୋଡ ତାର ବେସିକ ପୋଗ୍ରାମ ହୋଇଥାଏ। ଯାହାକୁ ଡେଭଲପର ବା ପୋଗ୍ରାମର ତିଆରି କରିଥାଏ। ଏହାକୁ ଏକ ସାଧାରଣ ୟୁଜର ପଢି ବୁଝିବିପାରିଥାଏ। ସୋର୍ସ କୋଡକୁ ଆପଣ ଆପର କମାଣ୍ଡ ଭାବିପାରିବେ ଏହା ମଧ୍ୟରେ ଆପର ସବୁ କମାଣ୍ଡ ରହିଥାଏ। ଏହାକୁ ଉପଯୋଗ କରି ଜାଣି ପାରିବ ଏହା କିପରି କାମ କରିଥାଏ।
GitHub ରେ ଆରୋଗ୍ୟ ସେତୁ ଆପର ସୋର୍ସ କୋଡ ଲାଇଭି କରି ଦିଆ ଯାଇଛି। ନେସନାଲ ଇନଫୋରମେଟିକ୍ସ ସେଣ୍ଟର ବା NIC ଏହି ଆପ ର ଡେଭଲପର ଅଟେ। ସେ ଏହି ଆପ ପାଇଁ ବଙ୍ଗ ବାଂଉଣ୍ଟିର ବି ଘୋଷଣା କରିଛି। ଯାହା ଅଟେ କି ଏହି ଆପର ଅଭାବ କଣ ଯିଏ ଖୋଜିଦେଵ ତାକୁ ପୁରସ୍କାର ମିଳିବ।
ଏଥିପାଇଁ ଜାରି କରାଯାଇଛି ସୋର୍ସ କୋଡ:
କହିବ ରଖିବୁ କି ସାଧାରଣ ଭାବେ ଟ୍ରାନ୍ସପେରିସକୁ ମେଂଟେନ ରଖିବା ପାଇଁ ଆପର ସୋର୍ସ କୋଡ ଜାରି କରିବା ପାଇଁ ଦାବି କରିଦିଆଯାଇଛି। ଆରୋଗ୍ୟ ସେତୁ ଆପରେ ଲଗାତର ଉଠୁଥିବା ପ୍ରଶ୍ନର ଉତ୍ତର ପାଇଁ ସରକାର ଏହାକୁ ଲଞ୍ଚ କରିଛି। ଏବେ ଆରୋଗ୍ୟ ସେତୁ ଆପର ସୋର୍ସ କୋଡ ବର୍ତ୍ତମାନ ଜାରି କରାଯାଇଛି। ଆସିବାକୁ ଥିବା କିଛି ସମୟରେ ସରକାର iOS ଓ KaiOS ତ୍ୟାଗ କରିଥିବା ଆରୋଗ୍ୟ ସେତୁ ଆପର ସୋର୍ସ କୋଡ ଜାରି କରାଯାଇ ପାରେ।