ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପତ୍ନୀ WHO ର ଏକ ଆମ୍ବାସଡ଼ର ଅଟନ୍ତି। ଏହା ପରେ ଏବେ ଅଧିକ ଦେଶ WHO ଉପରେ ପ୍ରଶ୍ନ କରୁଛନ୍ତି କାରଣ କରୋନାକୁ ନେଇକି ଏବେ ଅଧିକ ଦେଶ WHO ଉପରେ ପ୍ରଶ୍ନ କରୁଛନ୍ତି। ଏବେ ଅଧିକ ଦେଶ WHO ଉପରେ ପ୍ରଶ୍ନ କରୁଛନ୍ତି ।
ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପତ୍ନୀଙ୍କୁ WHO ଆମ୍ବାସଡ଼ରରେ ତ ଦେଖାଇଛି କିନ୍ତୁ ତାଙ୍କ ପରିଚୟରେ ଲେଖିନି କି ସେ ଚୀନ ରାଷ୍ଟ୍ରପତିଙ୍କ ପତ୍ନୀ ବୋଲି। ସେ WHO ର ୯ ଜଣ ଆମ୍ବାସଡ଼ର ମାନଙ୍କ ମଧ୍ୟରେ ଜଣେ। ପ୍ରଥମ ଥର ୨୦୧୧ରେ ତାଙ୍କୁ ଆମ୍ବାସଡ଼ର ବଛାଯାଇଥିଲା। WHO କହିଥିଲା ସେ ଏକ ଏପରି ମହିଳା ଯାହାଙ୍କ ସ୍ୱର ଅତି ମଧୁର ଏହି କାରଣରୁ ତାଙ୍କୁ ଆମ୍ବାସଡ଼ର ବଛାଯାଇଛି।
ଅନେକ ବ୍ୟକ୍ତି କହିଛନ୍ତି WHO ଏଭଳି ଲୋକଙ୍କୁ ବାଛିବା କଥା ଯେଉଁମାନେ କିଛି ଭଲ କାମ କରିପାରିବେ। ନିଜ ଅଧିକାର ପାଇଁ କାମ କରିବେନି। ଆମେ ଆପଣଙ୍କୁ ଏହା ବି କହିଦେବୁ ତାଙ୍କ ବିବାହ ୧୯୮୭ ରେ ସେହି ସମୟରେ ହୋଇଥିଲା ଯେବେ ଜିନପିଙ୍ଗ ରାଷ୍ଟ୍ରପତି ନ ହୋଇ ଏକ ଡେପୁଟି ମେୟର ଥିଲେ। ସମସ୍ତେ ଏହା କହୁଛନ୍ତି କି ତାଙ୍କ ପତ୍ନୀଙ୍କ ହାତ ଦ୍ବାରା ସେ ରାଷ୍ଟ୍ରପତି ହୋଇଛନ୍ତି।
ଏହା ଛଡା ଆମେରିକା ସମେତ ଅନେକ ଦେଶ ଏହା ପ୍ରଶ୍ନ ଉଠାଉଛନ୍ତି କି ଚୀନ WHO କରୋନା ତଥ୍ୟ ଲୁଚାଇବାକୁ କହିଥିଲା। ସମସ୍ତ ଙ୍କର ଏହି ଦାବି କି ଏହି ମହାମାରି ଚୀନ ହିଁ ବାହାର କରିଛି। ଏହା ବ୍ୟାପୀବାର କାରଣ ଚୀନ ଓ ଅଧିକ ବ୍ୟାପୀବାର କାରଣ ଚୀନ ଜିନପିଙ୍ଗଙ୍କ ପତ୍ନୀଙ୍କ ସହ WHO ସହ ଭଲ ସମ୍ପର୍କ ହେତୁ WHO ସବୁ ତଥ୍ୟ ଲୁଚାଇଥିଲା।
ଆମେରିକା ଓ ଜର୍ମାନୀର ରିପୋର୍ଟରେ ବି ଏହି ପରି ଅନେକ ପ୍ରଶ୍ନ ଆସିଛି ଯାହାକୁ WHO ଖାରଜ କରିଆସୁଛି କିନ୍ତୁ ଏବେ ଏହି ମହାମାରି ସମୟରେ ଯେବେ ସବୁ ଦେଶ ଏହା ପାଇଁ କଷ୍ଟ ଭୋଗୁଛନ୍ତି ଏହି ସମୟରେ ଜିନପିଙ୍ଗଙ୍କ ପତ୍ନୀ WHO ର ଏକ ଆମ୍ବାସଡ଼ର ହେବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିବା ସହିତ WHO ଉପରେ ସନ୍ଦେହ ସୃଷ୍ଟି କରିଛି।
ବନ୍ଧୁଗଣ ଆଶାକରୁଛି ଆପଣଙ୍କୁ ଆମର ଏହି ଲେଖାଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ଶେୟାର କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କର ମତାମତ କଣ କମେନ୍ଟରେ ନିଶ୍ଚିନ୍ତ ଦେବେ |