ଭାରତ ମହାସାଗରର ତଳେ ଭାଙ୍ଗିବାରେ ଲାଗୁଛି ଟେକ୍ଟୋନିକ ପ୍ଲେଟ,ଆଗକୁ ମାଡି ଆସୁଛି ବଡ ବିପଦ

ଭାରତ ମହାସାଗରର ତଳେ ବଡ ଟେକ୍ଟୋନିକ ପ୍ଲେଟ ଭାଙ୍ଗିବାକୁ ଯାଉଛି। ଏକ ରିସର୍ଚ୍ଚ ଅନୁସାରେ ଭାରତ ଓ ଅଷ୍ଟ୍ରେଲିଆ ମଝିରେ ଥିବା ଟେକ୍ଟୋନିକ ପ୍ଲେଟ ଆସିଥିବା ସମୟରେ ମନକୁ ମନ ଭାଙ୍ଗିବାକୁ ଯାଉଛି। ଏହା ଦ୍ବାରା ଘଟିବାକୁ ଥିବା ଘଟଣା ଅଧିକ ସମୟ ପର୍ଯ୍ୟନ୍ତ ମଣିଷଙ୍କ ଉପରେ ନଜର ଆସିବ। ଏହାକୁ ଭାରତ ଓ ଅଷ୍ଟ୍ରେଲିଆ କେପ୍ରିଫୋର୍ଣ ପ୍ଲେଟ ନାମରେ ଜଣାଯାଇଛି।

ବିଶେଷଜ୍ଞ ମାନେ ରିପୋର୍ଟରେ କହିଛନ୍ତି ଏହି ପ୍ଲେଟ ବହୁତ ଧୀରେ ଧୀରେ ଭାଙ୍ଗୁଛି। ଏହାର ଭାଙ୍ଗିବାର ଗତି ୦.୦୬ ବା ୧.୭ ମିଲିମିଟର ପ୍ରତି ବର୍ଷ ଅଟେ। ଏହି ହିସାବରେ ପ୍ଲେଟ ଦୁଇ ଫାଳ ୧୦ ଲକ୍ଷ ବର୍ଷ ରେ ୧.୭ କିଲୋମିଟର ଭାଙ୍ଗିଯିବ।

ସହାୟକ ଅଧିକାରୀ ଓରିଲି କୋଣ୍ଡିରିଆର ଜୀବ ବିଜ୍ଞାନର ପ୍ରକାଶିତ ଏକ ରିପୋର୍ଟରେ କହିଛନ୍ତି କି ପ୍ଲେଟ ଏତେ ଧୀରେ ଭାଙ୍ଗୁଛି କି ଏହା ପ୍ରଥମରୁ ଜଣା ପଡିବନି। ଏହାର ସ୍ତର ବହୁତ କମ ତଥାପି ଏହା ବହୁତ ମହତ୍ୱପୂର୍ଣ୍ଣ ଅଟେ। ଏହା ଭାଙ୍ଗିବା ଦ୍ବାରା ପୃଥିବୀରେ ଅନେକ କ୍ଷତି ହୋଇପାରେ।

ଉଦାହରଣ ପାଇଁ ମଧ୍ୟ-ପୂର୍ବର ମୃତ ସାଗର ଫ୍ଲୋଟ ୦.୨ ଇଁଛି ପ୍ରତି ବର୍ଷ ଗତିରେ ଅଲଗା ହେଉଛି। ଯେବେକି କାଲିଫୋର୍ନିଆରେ ଏଣ୍ଡିରିଆଜ ଏହା ଠାରୁ ୧୦ ଗୁଣ ଗତି ବା ୦.୭ ପ୍ରତି ବର୍ଷ ଭାଙ୍ଗିବାରେ ଲାଗିଛି।

ଭାରତ ମହାସାଗରରେ ପ୍ଲେଟ ଅତି ଧିମା ଗତିରେ ଭାଙ୍ଗୁଛି ଓ ପାଣିରେ ଏହାର ଗଭୀର ଅଧିକ। ବିଶେଷଜ୍ଞମାନେ କହିଛନ୍ତି ପ୍ରଥମେ ଏହା ଜଣା ପଡିବନି। ଯେବେ ଦୁଇଟି ଭୂମିକମ୍ପ ହେଲା ତେବେ ବିଶେଷଜ୍ଞ ଜାଣିଲେ କି ପାଣି ଭିତରେ କିଛି ହେଉଛି।

ଏହି ଭୂକମ୍ପ ଭାରତ ମହାସାଗରରେ ଇଣ୍ଡୋନେସିଆ ପାଖରେ ୧୧ ଏପ୍ରିଲ ୨୦୧୨ ରେ ୮.୬ ଓ ୮.୨ ତିବ୍ରତା ଏହା ବହୁତ ଭୟାନକ ଥିଲା କାରଣ ଏହା ପ୍ଲେଟ ର ଚଳନ ପାଇଁ ଆସିଥିଲା।

ଓରେଲି ଜୀବ ବିଜ୍ଞାନକୁ କହିଛନ୍ତି କି ଏହା ଏକ ଗପ ଭଳି ଯେଉଁଠି ଏକ ପ୍ଲେଟ ନୁହଁ ତିନିଟି ପ୍ଲେଟ ପରସ୍ପର ଯୋଡି ହୋଇ ଅଛନ୍ତି ଓ ଏକ ଦିଗରେ ବଢିବାକୁ ଲାଗିଛନ୍ତି। ଟିମ ଏବେ ସେହି ବାରଟିଂନ ବସିନ ନାମକ ବେଶେଷ ଫ୍ୟାକ୍ଚର ଜୋନ ଉପରେ ଧ୍ୟାନ ଦେଉଛି ଯେଉଁଠି ଏହି ଭୂକମ୍ପ ଆସିଥିଲା।

ବୈଜ୍ଞାନିକଙ୍କ ଦ୍ଵାରା ବର୍ଷ ୨୦୧୫ ଓ ୨୦୧୬ ରେ ଦୁଇ ପ୍ରକାର ଡେଟା ବେସ ଏହି ଜୋନର ବିଷୟରେ ତଥ୍ୟ ଦେଇଥିଲେ। ଓରେଲି ଓ ତାଙ୍କ ଟିମଙ୍କୁ ଏହି ଡେଟାବେସ ଦେଖିବା ପରେ ଜଣାପଡ଼ିଥିଲେ କି ଭାରତ ମହାସାଗର ତଳେ ଟେକ୍ଟୋନିକ ପ୍ଲେଟ ଭାଙ୍ଗିବାରେ ଲାଗିଛି।

Leave a Reply

Your email address will not be published. Required fields are marked *