ବୁହାନର ଲ୍ୟାବରୁ ମିଳିଛି ବାଦୁଡିଙ୍କ ପାଖରୁ ମିଳୁଥିବା ତିନି ପ୍ରକାର ଭାଇରସ, କୌଣସି ଭାଇରସ ବି କରୋନା ଭଳି ନୁହେଁ…

ଚୀନ ବୁହାନ ସହରରେ ସ୍ଥିତ ବିୟୋଲୋଜିସ ଲାବୋଟୋରୀରେ ମିଳିଛି ବାଦୁଡିଙ୍କ ପାଖରୁ ମିଳୁଥିବା ତିନି ପ୍ରକାର ଭାଇରସ । ଏମାନଙ୍କ ମଧ୍ୟରେ କୌଣସି ଭାଇରସ କରୋନା ସହିତ ମିଶୁଛି। ଏହି ଲାବୋଟୋରୀର ନିର୍ଦେଶକ ବାଂନଙ୍ଗ ୟାନଙ୍ଗ ଏହି ତଥ୍ୟ ଦେଇଛନ୍ତି।

ବୈଜ୍ଞାନିକଙ୍କ ମାନିବା ଅଟେ କି କରୋନାର ଆରମ୍ଭ ବୁହାନରୁ ହୋଇଛି। ଏହା ଦ୍ଵାରା ୩.୪୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଭାଇରସ ବାଦୁଡିଙ୍କ ଠାରୁ ଆସିଛି ଓ ମଣିଷ ମାନଙ୍କ ଦେହରେ କୌଣସି ପ୍ରାଣୀ ସାହାଯ୍ୟରେ ମିଶିଛି। ବୁହାନ ଲାବୋଟୋରୀର ନିର୍ଦେଶକ ବାଂନଙ୍ଗ ୟାନଙ୍ଗ ମିଡିଆ ସିଜିଟିଏନରେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଓ ଅନ୍ୟ ମାନଙ୍କ ଏହି ଦାବି ମନ ଗଡା ଅଟେ। ସେ କହିଛନ୍ତି ବର୍ତ୍ତମାନ ଦାଦୁଡିଙ୍କ ଠାରୁ ତିନି ପ୍ରକାର ଭାଇରସ ମିଳିଛି ଚୀନର ବୁହାନ ଲ୍ୟାବରୁ କିନ୍ତୁ କୌଣସି ଭାଇରସ କରୋନା ଭାଇରସ ସହିତ ମିଶୁନି।

ପ୍ରଫେସର ଶ୍ରୀ ପୂର୍ବରେ ଏପରି ଭାଇରସ ଉପରେ ଧ୍ୟାନ ଦେଇନାହାଁନ୍ତି। ଯାହା SARS ଭାଇରସ ସହ ସମାନ ନଥିଲା। ସେ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଓ ଅନ୍ୟ କର୍ମୀ ଦୁଇ ମାସ ହେବ ଅଭିଯୋଗ କରୁଛନ୍ତି ଏହି ଭାଇରସ ଚୀନ ଲ୍ୟାବରୁ ଆସିଛି।

ସେ କହିଛନ୍ତି ୩୦ ଡିସେମ୍ବର ପୂର୍ବରୁ ଏହା ଜଣା ନଥିଲା କି ଏହି ପ୍ରକାର କୌଣସି ଭାଇରସ ଅଛି ବୋଲି। ସେ କହିଛନ୍ତି ୩୦ ଡିସେମ୍ବରରେ ତାଙ୍କ ପାଖରେ ଏହି ଭାଇରସର ସାମ୍ପୁଲ ଆସିଥିଲା। ସୂଚନା ପରେ ୨ ଜାନୁଆରୀରେ ଏହାର ତଥ୍ୟ ଜଣାପଡିଲା ଓ ୧୧ ଜାନୁଆରୀରେ ଏହାର ତଥ୍ୟ WHO କୁ ଦିଆଯାଇଥିଲା।

କହିରଖିବୁ କି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ଅନ୍ୟ ମନ୍ତ୍ରୀ ମାନେ ଦାବି କରିଛନ୍ତି କି ଏହି ଭାଇରସ ଚୀନ ଲ୍ୟାବ ସହ ସମ୍ପର୍କ ଅଛି। ଟ୍ରମ୍ପ ଏହା ବି କହିଥିଲେ ତାଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ଅଛି କି କରୋନା ଭାଇରସ ଏହି ଲ୍ୟାବରୁ ତିଆରି ହୋଇଛି। ସେ ଏହା ବି କହିଥିଲେ ବର୍ତ୍ତମାନ ଏହି ପ୍ରମାଣ ଦେଖାଇବା ପାଇଁ ତାଙ୍କ ପାଖେ ଅନୁମତି ନାହିଁ।

କହିରଖିବୁ କି ଟ୍ରମ୍ପ ଓ ଆମେରିକାର ବିଦେଶୀ ମନ୍ତ୍ରୀ ମାଇକ ପୋମ୍ପିଓ ଲଗାତର ଆରୋପ କରିଆସୁଛନ୍ତି କି ଏହି ଭାଇରସ ଚୀନର ବୁହାନ ଲ୍ୟାବରୁ ହିଁ ବାହାରିଛି।

କରୋନା ଉପରେ ଯାଞ୍ଚ ପାଇଁ ଚୀନ ରାଜି କିନ୍ତୁ ରାଜନୈତିକ ହସ୍ତକ୍ଷେପ ବରଦାସ୍ତ କରିବନି:

କହିବରଖିବୁ କି ଟ୍ରମ୍ପ ଓ ଆମେରିକାର ବିଦେଶୀ ମନ୍ତ୍ରୀ ମାଇକ ପୋମ୍ପିଓ ଲଗାତର ଆରୋପ କରିଆସୁଛନ୍ତି କି ଏହି ଭାଇରସ ବିଷୟରେ ଚୀନ ଅନେକ ତଥ୍ୟ ଲୁଚାଇଥିଲା। ଦୁଇଜଣ ଯାକ ଏହି କଥା ବାରମ୍ବାର କହୁଛନ୍ତି କି ଏହି ଭାଇରସ ଚୀନର ହିଁ ପ୍ରୟୋଗଶାଳାରୁ ବାହାରିଛି। ଏହି କଥାରେ ବୈଜ୍ଞାନିକଙ୍କ କହିବା ଅଟେ କି ଏହି ଭାଇରସ ଜାନୁଆରୀରେ ମଣିଷ ଶରୀରକୁ ଆସିଲା।

ଚୀନର ସାଲାନା ସାଂସଦ ସତ୍ର ପରେ ଏକ ପ୍ରେସରେ ବାଙ୍ଗ କହିଛନ୍ତି ଚୀନ ଯାଞ୍ଚ ପାଇଁ ପ୍ରସ୍ତୁତ କିନ୍ତୁ ଆମେ ଚାହୁଁଛୁ ଏହି ଯାଞ୍ଚରେ କୌଣସି ରାଜନୀତିକ ହସ୍ତକ୍ଷେପ ହେବନାହିଁ। ସବୁ ଦେଶର ନିୟମ ପାଳନ କରାଯିବ। କହି ରଖିବୁ କି ଆମେରିକା ଓ ଅଷ୍ଟ୍ରେଲିଆ ସମେତ ପାଖାପାଖି ୧୦୦ ଦେଶ ଯାଞ୍ଚ ପାଇଁ କହିଥିଲେ।

Leave a Reply

Your email address will not be published. Required fields are marked *