BSNL ଆଣିଛି ସବୁଠୁ ଶସ୍ତା ଵାଲା ପ୍ଲାନ ,୬୦୦ଦିନ ପର୍ଯ୍ୟନ୍ତ ଅନଲିମିଟେଡ଼ କଲିଙ୍ଗ।

BSNL ର ଏହି ପ୍ଲାନ ଏବେ ପର୍ଯ୍ୟନ୍ତ ସବୁଠୁ ଲମ୍ବା ଭ୍ୟାଲିଡିଟି ଵାଲା ପ୍ଲାନ ଅଟେ।ଜିଓ,ଭୋଡାଫୋନ,ଏୟାର୍ଟେଲ ଆଦି କୌଣସି ଅପରେଟର ଏତେ ଲମ୍ବା ପ୍ଲାନର ଅଫର କରି ନାହାନ୍ତି।

ନୂଆଦିଲ୍ଲୀ- BSNL ନିଜ ଗ୍ରାହକ ମାନଙ୍କ ପାଇଁ ନୂଆ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ଼ କଲିଂର ଫାଇଦା ମିଳିବ। ଏହି ପ୍ଲାନ ୨୩୯୯ ଟଙ୍କାରେ ମିଳିବ। BSNL ର ଏହି ପ୍ଲାନ ୬୦୦ ଦିନର ଭ୍ୟାଲିଡିଟି ସହିତ ଆସିବ। ବଜାରରେ ଏତେ ଲମ୍ବା ଵାଲା କୌଣସି ଅନ୍ୟ ପ୍ଲାନ ନାହିଁ କିନ୍ତୁ ଏହି ପ୍ଲାନରେ କୌଣସି ଡାଟା ଫାଇଦା ମିଳିବନି। ଏହି ପ୍ଲାନ ସେହି ଗ୍ରାହକଙ୍କ ପାଇଁ ଫାଇଦା ଯେଉଁମାନେ ଡାଟାର ଆବଶ୍ୟକ ନାହିଁ।

ପ୍ଲାନରେ କଣ ମିଳିବ:

BSNL ର ଏହି ପ୍ଲାନରେ ୬୦୦ ଦିନର ଭ୍ୟାଲିଡ଼ିଟି ମିଳିଥାଏ ମାନେ ୬୦୦ ଦିନର ଅନଲିମିଟେଡ଼ କଲ। ଏହି ପ୍ଲାନ ସେହି ଗ୍ରାହକଙ୍କ ପାଇଁ ଫାଇଦା ଯେଉଁମାନେ ଡାଟାର ଆବଶ୍ୟକ ନାହିଁ। ଏଥିପାଇଁ କମ୍ପାନୀ ଏହି ପ୍ଲାନରେ କୌଣସି ଡାଟା ଦେଇନାହିଁ। ୧୦୦ ମ୍ୟାସେଜ ପ୍ୟାକ ପ୍ରତିଦିନ ମିଳିବ। ସବୁଠୁ ଲମ୍ବା ଭ୍ୟାଲିଡିଟି ଵାଲା ପ୍ଲାନ ପ୍ରତିଦିନ ୨୫୦ ମିନିଟର FUF ସହିତ ଆସିଥାଏ।

Reliance jio ର ୨୩୯୯ ଵାଲା ପ୍ଲାନ:

ଜିଓର ଏହି ନୂଆ ପ୍ଲାନର ବୈଧତା ୩୬୫ ଦିନ ଅଟେ। ପ୍ଲାନରେ ଗ୍ରାହକଙ୍କୁ ପ୍ରତି ଦିନ ୨ଜିବି ଡାଟା ମିଳିଥାଏ। ଏହା ସହିତ ସବୁ ଅନଲିମିଟେଡ଼ କଲ ବି ମିଳିଥାଏ ଜିଓକୁ ଜିଓ ଓ ୧୨୦୦୦ ମିନିଟ କଲ ପାଇଁ ମିଳିଥାଏ ଜିଓ ରୁ ଅନ୍ୟ ନେଟୱର୍କ କୁ। ଏହା ସହିତ ପ୍ରତିଦିନ ୧୦୦ ମ୍ୟାସେଜ ପ୍ୟାକ ମିଳିଥାଏ।

Airtel ର ୨୩୯୮ ଵାଲା ପ୍ଲାନ:

Airtel ର ଏକ ପ୍ଲାନ ୨୩୯୮ ଵାଲା ଅଛି। ଏହି ନୂଆ ପ୍ଲାନର ବୈଧତା ୩୬୫ ଦିନ ଅଟେ। ଏଠାରେ ସବୁ ନେଟୱର୍କକୁ ଅନଲିମିଟେଡ଼ କଲ ସହିତ ପ୍ରତିଦିନ ୧୦୦ ଏମଏମଏସ ମିଳିଥାଏ। ଏହିପରି ଏହା କଲିଙ୍ଗ ତୁଳନାରେ ଜିଓ ଠୁ ଭଲ ହୋଇଗଲା କିନ୍ତୁ ଏହି ପ୍ଲାନରେ ଜିଓ ଠୁ କମ ଡାଟା ମିଳିଥାଏ ମାନେ ୧.୫ ଜିବି ମିଳିଥାଏ। ଏହା ଛଡା ପ୍ରତିଦିନ ୧୦୦ ମ୍ୟାସେଜ ପ୍ୟାକ ମିଳିଥାଏ।

Vodafone ର ୨୩୯୯ ଵାଲା ପ୍ଲାନ:

Vodafone ର ଏହି ପ୍ଲାନ ପୁରା Airtel ପ୍ଲାନ ଭଳି। ଏଠାରେ ୩୬୫ ଦିନ ପାଇଁ ପ୍ରତିଦିନ ୧.୫ ଜିବି ଡାଟା ମିଳିଥାଏ ଓ ସବୁ ନେଟୱର୍କ କୁ ଅନଲିମିଟେଡ଼ କଲ ସହିତ ପ୍ରତିଦିନ ୧୦୦ ଏମଏମଏସ ମିଳିଥାଏ। ଏହିପରି ଯଦି ଆପଣ କଲ ଅଧିକ କରିବେ ତ Vodafone ବା Airtel ପ୍ଲାନ ନେଇପାରିବେ। ଯଦି ଅଧିକ ଡାଟା ଚାହୁଁଛନ୍ତି ଜିଓ ପ୍ଲାନ ନେଇ ପାରିବେ।

Leave a Reply

Your email address will not be published. Required fields are marked *