ନବବଧୂ ଙ୍କୁ କାହିଁକି ଲାଲି ରଙ୍ଗ ର ଶାଢୀ ରେ ବିଦା କରାଯାଇଥାଏ , କ’ଣ ଅଛି ଏହି ରଙ୍ଗ ସହ ଖାସ ସଂଯୋଗ ?

ନବବଧୂ ପାଇଁ ଲାଲ ରଙ୍ଗ ବହୁତ୍ ମହତ୍ତ ରଖିଥାଏ ଓ ହିନ୍ଦୁ ଧର୍ମ ଅନୁସାରେ ବିବାହ ସମୟରେ ମହିଳାଙ୍କୁ କେବଳ ଲାଲ ରଙ୍ଗ ର ଶାଢୀ ପିନ୍ଧିବା ଦରକାର । ଲାଲ ରଙ୍ଗ ସ୍ବାମୀ ଙ୍କ ଦୀର୍ଘ ଜୀବନ ର ପ୍ରତୀକ ମନାଯାଇଥାଏ ଓ ଏହା କାରଣ କି ବିବାହ ସମୟରେ ମଥା ରେ ପିନ୍ଧୁଥିବା ସିନ୍ଧୁର ର ରଙ୍ଗ ମଧ୍ୟ ଲାଲ ହୋଇଥାଏ ।

ବିବାହ ସମୟରେ ଲାଲ ରଙ୍ଗ ର ଜିନିଷ ଅଧିକ ପ୍ରୟୋଗ କରାଯାଇଥାଏ ଓ ନବବଧୂ ସହ ଜଡ଼ିତ ସବୁ ଜିନିଷ ଲାଲ ହୋଇଥାଏ । ଏମିତି ରେ ବହୁତ୍ ଲୋକ ଙ୍କ ମନ ରେ ପ୍ରଶ୍ନ ଆସିଥାଏ କି ନବବଧୂ ର ଜୀବନ ରେ କ’ଣ ଲାଲ ରଙ୍ଗ ର ଏତେ ମହତ୍ତ ରଖିଛି ଓ ନବବଧୂ ନିଜର ବିବାହ ଦିନ ଲାଲ ରଙ୍ଗ ର ଶାଢୀ ପିନ୍ଧିବା ଦରକାର । ଆଜି ଆମେ ଆପଣଙ୍କୁ ଲାଲ ରଙ୍ଗ ସହ ଜଡ଼ିତ ପ୍ରଶ୍ନ ର ଜବାବ ଦେବାକୁ ଯାଉଛି ।

ହୋଇଥାଏ ଶୁଭ ରଙ୍ଗ

ହିନ୍ଦୁ ଧର୍ମ ରେ ଲାଲ ରଙ୍ଗ କୁ ଶୁଭ ମନା ଯାଇଥାଏ ଓ ଏହି ରଙ୍ଗ କୁ ମଧ୍ୟ ପ୍ରେମ ର ରଙ୍ଗ ମଧ୍ୟ ମନା ଯାଇଥାଏ । ସ୍ବାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ମଧ୍ୟ ରେ ପ୍ରେମ ବଢ଼ି ଥାଏ ଯେଉଁଠି ପାଇଁ ଏହି ରଙ୍ଗ ଶାଢୀ ବିବାହ ସମୟରେ ପିନ୍ଧା ଯାଇଥାଏ ।

ମଙ୍ଗଳ ଗ୍ରହ ର ପ୍ରତୀକ

ଶାସ୍ତ୍ର ଅନୁସାରେ ବିବାହ ର ପ୍ରମୁଖ ଗ୍ରହ ମଙ୍ଗଳ ହୋଇଥାଏ ଓ ଲାଲ ରଙ୍ଗ ଏହି ଗ୍ରହ ସହିତ ଯୋଡି ହୋଇଥାଏ । ଯେଉଁଠି ପାଇଁ ବିବାହ ସମୟ ରେ ଲାଲ ରଙ୍ଗ ର ବ୍ୟବହାର କରାଯାଇଥାଏ । ବିବାହ ର ରୀତିନୀତି ରେ ଏହି ରଙ୍ଗ ବିନା ପୁରା ହୋଇନଥାଏ ଓ ଗ୍ରହ ପ୍ରବେଶ ସମୟରେ ମଧ୍ୟ ଲାଲ ରଙ୍ଗ ର ବ୍ୟବହାର କରାଯାଇଥାଏ ।

ସକାରାତ୍ମକ ପରିବେଶ

ଲାଲ ରଙ୍ଗ ସକାରାତ୍ମକ ପରିବେଶ ର ପ୍ରତୀକ ମଧ୍ୟ ମାନିଥାଉ ଓ ଏହି ରଙ୍ଗ ର କପଡା ପିନ୍ଧିବା ଦ୍ୱାରା ଆଖପାଖ ରେ ସକାରାତ୍ମକ ପରିବେଶ ରହିଥାଏ ।

ମହିଳା ମାନେ ଦେଖା ଯାଆନ୍ତି ଅଧିକ ସୁନ୍ଦର

ଲାଲ ରଙ୍ଗ କୁ ନେଇ ସବୁ ସ୍ଥାନ ରେ ପ୍ରାୟ ପ୍ରମାଣିତ ହୋଇସାରିଛି ମହିଳା ମାନେ ଲାଲ ରଙ୍ଗ କପଡା ରେ ଅଧିକ ସୁନ୍ଦର ଦେଖାଯାନ୍ତି । ଏଥି ପାଇଁ ବୈଜ୍ଞାନିକ ଦୃଷ୍ଟି ରେ ମଧ୍ୟ ଏହି ରଙ୍ଗ ସବୁଠୁ ଭଲ ବୋଲି କୁହାଯାଏ । ସାଥିରେ ଏହି ରଙ୍ଗ ଉର୍ଜା ର ପ୍ରତୀକ ବୋଲି ମଧ୍ୟ ବିଜ୍ଞାନ ରେ ମନାଯାଇଛି ।

ଭଗବାନ ଙ୍କ ପ୍ରିୟ ରଙ୍ଗ

ଲାଲ ରଙ୍ଗ ଭଗବାନ ଙ୍କ ସବୁଠୁ ପ୍ରିୟ ରଙ୍ଗ ବୋଲି ମନାଯାଇଥାଏ ଓ ମାତା ରାଣୀ ଙ୍କୁ ଏହି ରଙ୍ଗର ବସ୍ତ୍ର , ଚୁଡି ଓ ଟିକିଲି ବହୁତ ପସନ୍ଦ ହୋଇଥାଏ । ଯେଉଁଠି ପାଇ ବିବାହ ସମୟରେ ମହିଳା ମାନେ ଲାଲ ରଙ୍ଗ ର କପଡା ପିନ୍ଧିଥାନ୍ତି ।

ସ୍ଵଭାଗ୍ୟ ର ପ୍ରତୀକ

ଶାସ୍ତ୍ର ରେ ଲାଲ ରଙ୍ଗ କୁ ସ୍ୱଭାଗ୍ୟ ର ପ୍ରତୀକ ବୋଲି କୁହାଯାଏ ଓ ଏମିତି ମଧ୍ୟ କୁହାଯାଏ କି ଲାଲ ରଙ୍ଗ ପିନ୍ଧିବା ଦ୍ୱାରା ସ୍ବାମୀ ଙ୍କ ର ଆୟୁଷ ବୃଦ୍ଧି ହୋଇଥାଏ । ଏଥି ପାଇଁ ବିବାହ ଦିନ ମହିଳା ମାନେ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥାନ୍ତି । ଯାହା ଫଳରେ ତାଙ୍କ ପତି ଙ୍କ ଆୟୁଷ ବୃଦ୍ଧି ହେବ ।

ସଜାଇହେବା ପୁରା ହୋଇନଥାଏ

ବିବାହିତ ମହିଳା ଙ୍କ ସବୁ ଜିନିଷ ଲାଲ ରଙ୍ଗ ର ପ୍ରାୟ ହୋଇଥାଏ । କପଡା ଛଡା ସିନ୍ଦୂର , ଚୁଡି , ଟିକିଲି ଓ ଏମିତି କି ମେହେନ୍ଦି ମଧ୍ୟ ଲାଲ ରଙ୍ଗ ର ହୋଇଥାଏ । ନବବଧୂ ର ସଜ୍ଜ ରେ ଲାଲ ରଙ୍ଗ ର ବହୁତ ମହତ୍ତ ରହିଥାଏ ଓ ଲାଲ ରଙ୍ଗ ବିନା ନବବଧୂ ର ସଜାଇ ହେବା ପୁରା ହୋଇନଥାଏ ।

ପିନ୍ଧନ୍ତୁ ନାହିଁ ଏହି ରଙ୍ଗ

ଆଜିକାଲି ସଜାଇ ହେବା ପାଇଁ ମହିଳା ମାନେ ନିଜର ବିବାହ ରେ ଲାଲ ରଙ୍ଗ ବଦଳରେ ଅନ୍ୟ ରଙ୍ଗ ର କପଡା ପିନ୍ଧୁଛନ୍ତି , ଯାହା କି ଶାସ୍ତ୍ର ହିସାବରେ ଭୁଲ୍ ବୋଲି କୁହାଯାଇଥାଏ । ଶାସ୍ତ୍ର ଅନୁସାରେ ବିବାହ ଦିନ ନୀଳ , କଳା ରଙ୍ଗ ର କପଡା ପିନ୍ଧିବା ଶୁଭ ହୋଇନଥାଏ ଓ ଏହି ରଙ୍ଗ ନିରାଶ ର ପ୍ରତୀକ ହୋଇଥାଏ । ଶୁଭ କାର୍ଯ୍ୟ ରେ ଏହି ରଙ୍ଗ ପ୍ରୟୋଗ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *