କୋରନା ଭାଇରସ: ଚୀନର ଚିନ୍ତାର କାରଣ ପାଲଟିଛି ବିନା ଲକ୍ଷଣ ଥିବା ସଂକ୍ରମଣ…

ଚୀନରେ କରୋନା ଭାଇରସର କିଛି ନୂଆ ମାମଲା ଦେଖିବାକୁ ମିଳିନାହିଁ ଯେଉଁଥିରେ ଲକ୍ଷଣ ଦେଖାଯାଉଥିବ। ନଭେମ୍ବର ୨୦୧୯ ପରେ ଏପରି ପ୍ରଥମ ଥର ହେଇଛି ଯେଉଁଠି ଗୋଟିଏ ବି ମାମଲା ରୁଜୁ କରାଯାଇନାହିଁ କିନ୍ତୁ Asymptomatic Cases ବଢୁଛି।

ପେଇଚିଙ୍ଗ: ଦୁନିଆର ପ୍ରଥମ କରୋନାର ଶିକାର ହୋଇଥିବା ଚୀନ ରେ ୨୨ ମଇକୁ କିଛି ନୂଆ ମାମଲା ରୁଜୁ ହୋଇନାହିଁ। ନଭେମ୍ବର ୨୦୧୯ ରୁ ନେଇକି ଏବେ ପର୍ଯ୍ୟନ୍ତ ଲକ୍ଷଣ ମାମଲା ସଂକ୍ରମଣ ଦେଖାଯାଉଥିବ ଚୀନରେ ଏବେ ଜମା ମାମଲା ମିଳିନାହିଁ କିନ୍ତୁ ୨୮ ଏପରି ମାମଲା ଜଣା ପଡିଛି ଯେଉଁମାନଙ୍କ ପାଖରେ ଭାଇରସର କୌଣସି ଲକ୍ଷଣ ନାହିଁ।

ବିନା ଲକ୍ଷଣରେ ସଂକ୍ରମଣ ମାମଲା ଅଧିକ ତମ ବୁହାନର ବୋଲି ଜଣାପଡିଛି। ଏହା ଛଡା ବର୍ତ୍ତମାନ ଏପରି କିଛି ମାମଲା ଜଣାପଡି ନାହିଁ ଯେଉଁମାନଙ୍କ ଦେହରେ ଭାଇରସର କୌଣସି ଲକ୍ଷଣ ଥିବ। ସ୍ୱାସ୍ଥ୍ୟ ଅଧିକାରୀ ଶନିବାରକୁ ଜଣାଇଛନ୍ତି। ଚୀନର ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ୩୭୦ ଜଣ ଏପରି ସଂକ୍ରମିତ ଅଛନ୍ତି ଯାହାଙ୍କୁ ଆଇସୋଲେସନରେ ରଖାଯାଇଥିଲା। ଯାହାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ଏମାନଙ୍କ ମଧ୍ୟରୁ ୨୬ ଜଣ ବେଦେଶୀ ନାଗରିକ ଅଟନ୍ତି।

ସଂକ୍ରମଣର ଲକ୍ଷଣ ନାହିଁ:

ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଶୁକ୍ରବାରକୁ ଭାଇରସର ଏପରି କିଛି ମାମଲା ଜଣାପଡିନାହିଁ ଯେଉଁମାନଙ୍କ ଦେହରେ ଭାଇରସର କୌଣସି ଲକ୍ଷଣ ଥିବ। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି ଅଂଚଳରେ ୨୯୫ ଜଣଙ୍କୁ ଚିକିତ୍ସା ରେ ରଖାଯାଇଛି। ଯେଉଁମାନଙ୍କୁ ପାଖରେ ଲକ୍ଷଣ ଦେଖାଯାଉନାହିଁ। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଏହା ସୁନିଶ୍ଚିତ କରିବା ପାଇଁ ବୁହାନରେ ୧ କୋଟି ୧୨ ଲକ୍ଷ ଲୋକଙ୍କ ଯାଞ୍ଚ କରୁଛନ୍ତି। ଚୀନରେ ମୋଟ ୮୨, ୯୭୧ ମାମଲା ସମ୍ନାକୁ ଆସିଛି ଓ ୪୬୩୪ ଲୋକଙ୍କ ଜୀବନ ଯାଇଛି।

ଟିକାର ମଣିଷଙ୍କ ଉପରେ ପରୀକ୍ଷା ପୁରା:

ଚୀନର କରୋନା ଭାଇରସ ଟିକା Ad ୫ ର ୧୦୮ ଲୋକଙ୍କ ଉପରେ ପରୀକ୍ଷା ସରିଛି। ବିଶେଷଜ୍ଞଙ୍କ କହିବା କଥା କି ଏହା ଲୋକଙ୍କ ଭିତରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଲା କିନ୍ତୁ ଏହି ଭାଇରସକୁ ସମ୍ପୂର୍ଣ୍ଣ ନଷ୍ଟ କରିପାରିଲାନି। ସେ ଏହା ବି କହିଛନ୍ତି ରୋଗୀ ମାନଙ୍କ ଶରୀରରେ ଆଣ୍ଟିବଡ଼ି ତିଆରିହେବା ଏକ ଭଲ ସଂକେତ।

ବ୍ରିଟେନରେ ବି ଜାରି ଅଛି କାମ:

ଏହି ଭାଇରସ ପାଇଁ ବ୍ରିଟେନରେ ଯେଉଁ ଟିକାର ପରୀକ୍ଷା ହେଉଛି ତାହା ଏବେ ଦ୍ୱିତୀୟ ଷ୍ଟେଜରେ ପହଂଚି ଗଲାଣି।ଏହି ଷ୍ଟେଜରେ ଏବେ ଟିକା ମଣିଷ ମାନଙ୍କ ଉପରେ ପରୀକ୍ଷା କରାଯାଉଛି।ଭାରତ ବି ଏହି ଟିକା ସଫଳ ହେବ ବୋଲି ୮୦% ଆଶା ରଖିଛି।

Leave a Reply

Your email address will not be published. Required fields are marked *