ଲକ୍ ଡାଉନ୍ ରେ ଜଣେ ବ୍ୟକ୍ତିକୁ ଆସିଲା ଏକ ଫୋନ କଲ୍, ତା ପରେ ସେ ହୋଇଗଲେ କୋଟି ପତି….

କରୋନା ସଙ୍କଟ ଭିତରେ ଲୋକମାନଙ୍କ ରୋଜଗାର ଉପରେ ବଡ ସଙ୍କଟ ଦେଖା ଦେଇଛି । ବହୁତ ଲୋକ ନିଜର ପେଟକୁ ଦୁଇ ମୁଠା ଦାନା ଦେବାକୁ ମଧ୍ୟ ଯୋଗ୍ୟ ନାହାନ୍ତି। ଏହା ଭିତରେ ଜଣେ ଭାରତୀୟ ର ଭାଗ୍ୟ ରାତ ରାତି ବଦଳି ଯାଇଛି। ଏବଂ ସେ ବନିଯାଇଛନ୍ତି କୋଟିପତି, ଏମିତି ବି କୁହାଯାଇଥାଏ କି ଯେଉଁ ମାନଙ୍କ ଭାଗ୍ୟ ଜୋର୍ ଥାଏ ସେଇମାନଙ୍କ ଲଟେରୀ ଲାଗିଯାଏ।

ଏମିତି ହୋଇଛି କି ଜଣେ ଭାରତୀୟ ବିଜନେସ ମ୍ୟାନ ରାଜନ୍ କୋରୀୟନ୍ ଯାହାଙ୍କୁ ଦୁବାଇ ଦାୟତି ଫ୍ରୀ ଡ୍ରଅ ରେ କରୋଡ ଟଙ୍କା ଲଟେରୀ ଲାଗିଛି। ଲଟେରୀ ର ମୂଲ୍ୟ ଏକ ଲକ୍ଷ ଡଲାର ଅଟେ। ଯାହାର ମୂଲ୍ୟ ଆମ ଭାରତୀୟ ମୁଦ୍ରାରେ ୭ କୋଟି ଟଙ୍କା ଅଟେ। ଏହି ରିପୋ୍ଟ ଟି ଖଳିଜ୍ ଟାଇମ୍ସ ରେ ଦିଆଯାଇଛି।

indian money

ରାଜନ୍ କୋରୀୟନ୍ କେରଳରେ ଜଣେ ବିଲଡର ଅଟନ୍ତି। ଏବେ ସେ ଏହି ଟଙ୍କାରୁ ବଡ଼ ରକମର ଟଙ୍କା ଅସହ୍ୟ ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପାଇଁ ଖର୍ଚ୍ଚ କରିବେ। କୋରୀୟନ୍ ଙ୍କୁ ବୁଧବାର ଦିନ ଲଟେରୀ ଜିତିଥିବା କଥା ଜଣା ପଡୁଥିଲା। ଏତେ ବଡ଼ ଲଟେରୀ ହାତରେ ଲାଗିଥିବା ସ୍ଵତେ ବି ସେ ଅଧିକ ଗର୍ବ କରିନାହାନ୍ତି କି ଅଧିକ ଉତ୍ସାହିତ ଦେଖା ଯାଇନାହାନ୍ତି ବର୍ଂ ସାଧାରଣ ଅଛନ୍ତି।

ରାଜନ କୁରୀୟାନ୍ କୁହନ୍ତି, ମୁଁ ଗତବର୍ଷ ଅକ୍ଟୋବର ମାସରୁ ନିୟମିତ ଭାବରେ ଲଟେରୀ ଟିକେଟ କିଣୁଅଛି। କିନ୍ତୁ ଭାଗ୍ୟ ଯାଇ ଏବେ ସାଥ ଦେଇଛି। ରାଜନ କୋରୀୟାନ୍ କେରଳର ଯୋଟିୟମ୍ ର ବାସିନ୍ଦା ଅଟନ୍ତି।

ରାଜନ କୋରିୟନ୍ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ କରୋନା ସଙ୍କଟ ଭିତରେ ଲୋକମାନେ ଲକ୍ ଡାଉନ୍ ରେ ଥିବା ଅବସ୍ଥାରେ ଏହି ଭଳି ଲଟେରୀ ଜିତି ଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଅଛି। କିନ୍ତୁ ଏହି ଟଙ୍କାରୁ ଏକ ବଡ଼ ରକମର ଟଙ୍କା ମୁଁ ସେହି ଗରିବ ମାନଙ୍କ ପାଇଁ ଲଗେଇବି ଯେଉଁ ମାନଙ୍କୁ ସାହାଯ୍ୟ ନିହାତି ଜରୁରୀ ଅଟେ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *