ଲକଡାଉନ ରେ ମେୟର କରୁଥିଲେ ମଦ୍ୟପାନ, ଧରା ପଡ଼ିବା ପରେ କୋଫିନ୍ ରେ ଶୋଇ ଗଲେ

ଅଦ୍ଭୁତ ରୁ ଅଦ୍ଭୁତ ଖବର ସବୁ ଆସିବା କୁ ଲାଗୁଛି । ଯେଉଁଠି ତତାରା କସ୍ବେ ର ମେୟର ଜେମିଏ ରୋଲାଡୋ ଗିରଫ ରୁ ବଞ୍ଚିବା ପାଇଁ ଅଦ୍ଭୁତ କାର୍ଯ୍ୟ କରିଛନ୍ତି । ସେ କରୋନା ଭାଇରସ୍ ରେ ମରିବାର ନାଟକ କରିଥିଲେ ଓ କୋଫିନ ରେ ଶୋଇଯାଇଥିଲେ । ମେୟର ଜେମିଏ ରୋଲାଡୋ ଉପରେ ଲକଡାଉନ ଉଲଘଂନ କରିବାର ଆରୋପ ଲାଗିଛି ।

ଡେଲି ମେଳ ଙ୍କ ଅନୁସାରେ , ମେୟର ଜେମିଏ ରୋଲାଡୋ ଲକଡାଉନ ର ନିୟମ ଭାଙ୍ଗି ସାଙ୍ଗ ମାନଙ୍କ ସହ ମଦ୍ୟପାନ କରିଥିଲେ ।ଏହାର କିଛି ଛବି ସାମ୍ନା କୁ ଆସିଛି । ଅଧିକାରୀ କହିଲେ କି ପୋଲିସ ତାତ୍ତରା ସହର ରେ ସୋମବାର ରାତି ରେ ତାଙ୍କୁ ଗିରଫ କରିବା ପାଇଁ ପହଁଞ୍ଚି ଥିଲେ ‌। ସେ କୋଫିନ ଶୋଇଯାଇଥିଲେ ଓ ସେ ମାସ୍କ ଲଗାଇଥିଲେ ।

ପୋଲିସ ର କହିବା କଥା କି ପେରୁ ରେ ମେୟର ନିଜର ସାଙ୍ଗ ମାନଙ୍କ ସହ ମିଶି ମଦ୍ୟପାନ କରିବା ପାଇଁ କର୍ଫ୍ୟୁ , ସାମାଜିକ ଦୂରତା ଓ ନିୟମ ର ଉଲଘଂନ କରିଥିଲେ । ଏତିକି ନୁହେଁ ଗିରଫ ସମୟରେ ସେ ନିଷାଗ୍ରସ୍ତ ଥିଲେ । ହେଲେ ବି ଏହା ସ୍ପଷ୍ଟ କରିନଥିଲେ କି ସେ ଓ ତାଙ୍କ ସାଙ୍ଗ କେଉଁଠି ମଦ୍ୟପାନ କରୁଥିଲେ ।

ଅଧିକାରୀ ଙ୍କ କହିବା କଥା ପୋଲିସ ଯେବେ ଗିରଫ କରିବା ପାଇଁ ପହଁଞ୍ଚି ଥିଲେ ସେ ତୁରନ୍ତ କୋଫିନ ରେ ଶୋଇ ଯାଇଥିଲେ ଓ ସେ ସମୟରେ ସେ ମାସ୍କ ପିନ୍ଧିଥିଲେ । ବହୁତ ଅଭିନୟ ପରେ ମେୟର ଙ୍କୁ ଗିରଫ କରାଯାଇଥିଲା । ସ୍ଥାନୀୟ ଲୋକ ଆରମ୍ଭ ରୁ ଟାରିସ ରେ କରୋନା ଭାଇରସ୍ ର ବିପଦ କୁ ଗମ୍ଭୀରତା ସହ ନା ନେବା ଓ ସହର ରେ ସୁରକ୍ଷା ସାବଧାନତା ଲାଗୁ କରିବା ରେ ବିଫଳ ରହିବା ର ଦୋଷ ଲଗାଇଛନ୍ତି ।

କେନ୍ଦ୍ର ସରକାର ପେରୁ ର ବାକି ଅଞ୍ଚଳ ସହିତ ସହର ରେ ମଧ୍ୟ ୬୬ ଦିନ ପୂର୍ବରୁ ଲକଡାଉନ ଲଗାଇଛନ୍ତି । ସେମିତି , ଗୁସ୍ସାଏ ସ୍ଥାନୀୟ ଲୋକ ଙ୍କ କହିବା କଥା କି ଟରେସ  ଲକଡାଉନ ର ଆରମ୍ଭ ପରେ ସହର ରେ କେବଳ ଆଠ ଦିନ କଟାଇଛନ୍ତି ଓ ସେ କୌଣସି ସ୍ଥାନୀୟ ସୁରକ୍ଷା ଉପାୟ କୁ ଲାଗୁ କରିବାରେ ବିଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *