ଭାଇରସ ମଝିରେ ଏବେ ଏକ ନର୍ସ ଙ୍କର ଫୋଟ ଭାଇରାଲ ହେଉଛି। ଏହି ନର୍ସ ଟ୍ରାନ୍ସପାରେଣ୍ଟ ପିପିଆଇରେ ନଜର ଆସିଥିଲେ। ନର୍ସଙ୍କର ଏହି ଫୋଟୋ ପୁରୁଷ ୱାର୍ଡରେ ଭର୍ତ୍ତି ହୋଇଥିବା କୋରନା ରୋଗୀ ସେୟାର କରିଛନ୍ତି। ଏହି ଫୋଟରେ ଏତେ ପରିମାଣରେ ଉତେଜନା ବଢ଼ିଲା ଯେ, ଯାହା ଫଳରେ ଡାକ୍ତରଖାନାର ମାଲିକ ସେହି ଲୋକକୁ ଚାକିରୀରୁ ବାହାର କରିବାକୁ ଚାହୁଁଛି। ହେଲେ ନର୍ସଙ୍କର ସମର୍ଥନରେ କେତେ ଡାକ୍ତର ଏବଂ ଡାକ୍ତରଖାନାରେ ଥିବା ଅନ୍ୟାନ୍ୟ ଲୋକ ଛିଡା ହେଲେ।
ସେମାନେ କହିଲେ ଡାକ୍ତରଖାନାର ପରିପ୍ରେକ୍ଷୀରେ ସୁରକ୍ଷା କିଟ ପ୍ରଦାନ କରିବା ଅସମର୍ଥ ଅଟେ। ଏଥିରେ ନର୍ସଙ୍କର କିଛି ବି ଭୁଲ ନାହିଁ। ଯେ ପିପିଆଇ ଗାଉନ ନର୍ସଙ୍କୁ ଦିଆଯାଇଛି ତାହା କୋରନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅସମର୍ଥ ଅଟେ। ଏମିତିରେ ନର୍ସଙ୍କୁ ଚାକିରୀରୁ ବାହାର କରିବା ଭୁଲ ଅଟେ।
ଋଷର ତୁଲା ଡାକ୍ତରଖାନାରେ ଯେଉଁ ଫୋଟ ସାମ୍ନାକୁ ଆସିଛି ,ସେହି ଫୋଟ ସମସ୍ତଙ୍କୁ ଚକିତ କରିଦେଇଛି। ପୁରୁଷ ବୋର୍ଡ଼ରେ ଏହି ନର୍ସ କିଛି ଅଲଗା ଭାବରେ ଯାଇଥିଲେ। ନର୍ସ ଟ୍ରାନ୍ସପାରେଣ୍ଟ ପିପିଆଇ ଗାଉନ ପିନ୍ଧିଥିଲେ। ଏହାର ଫୋଟ ଜୋରରେ ଭାଇରଲ ହେବାରେ ଲାଗିଛି।
ଫୋଟ ଭାଇରଲ ହେଲା ପରେ ଡାକ୍ତରଖାନାର ମାଲିକ ନର୍ସଙ୍କୁ ଚାକିରୀରୁ ହଟାଇବା ପାଇଁ ଭାବୁଥିଲେ। ତାଙ୍କ ଉପରେ ନିୟମ ଭାଙ୍ଗିଥିବା ଆରୋପ ଥିଲା।ହେଲେ ଏବେ କିଛି ଡାକ୍ତର,ନର୍ସ ଏବଂ ରାଜନୀତିଜ୍ଞ ନର୍ସଙ୍କର ସମର୍ଥନରେ ବାହାରିଛନ୍ତି। ସେମାନେ କହିଲେ ଡାକ୍ତରଖାନା ତରଫରୁ ଠିକ ଗାଉନ ନର୍ସଙ୍କୁ ଦିଆଯାଇନଥିଲା ।
ଯେଉଁ ଗାଉନ ନର୍ସ ପିନ୍ଧିଥିଲେ ତାହା କୋରନାରୁ ରକ୍ଷା ପାଇବା ପାଇଁ ସମର୍ଥ ନୁହେଁ। ଫୋଟ ଭାଇରଲ ହେଲା ପରେ ନର୍ସ କହିଲେ ଯେ ସେ ଭାବିନଥିଲେ ଯେ ଏହି ଟ୍ରାନ୍ସପାରେଣ୍ଟ ଗାଉନ ଏତେ ଟ୍ରାନ୍ସପାରେଣ୍ଟ ବୋଲି। ଯେତେବେଳେ ନର୍ସଙ୍କୁ ନେଇ ରୋଗୀ ଙ୍କୁ ପଚରାଗଲା ସେମାନେ କହିଲେ ଆମ ପକ୍ଷରୁ କିଛି ଅଭିଯୋଗ ନାହିଁ।
ଡାକ୍ତରଖାନାରେ ଥିବା ନର୍ସଙ୍କର ବୟସ ୨୦ ବର୍ଷ ବୋଲି କୁହା ଯାଉଛି। ସେ କହିଲେ ସେ ତାଙ୍କ ହଟ ନେସ କୁ ଅସ୍ବୀକାର କରିପାରିବେ ନାହିଁ। କହି ଦେଉଛୁ କୋରନା ପାଇଁ ଦୁନିଆରେ ପିପିଆଇ କିଟର ଆବଶ୍ୟକତା ବଢୁଛି। ଏହି କିଟ ଗୁଡିକ ସାହାଯ୍ୟରେ ଡାକ୍ତର ମାନେ କୋରନା ଠାରୁ ରକ୍ଷା ପାଉଛନ୍ତି।
ଏହି କିଟ ବହୁତ ଓଜନ ଦାର ଅଟେ। ଏହା ଭିତରେ ଡାକ୍ତରଙ୍କ ଠାରୁ ଝାଳ ବହାରିଯାଏ। ଏହା ପରେ ମଧ୍ୟ ନିଜ କାର୍ଯ୍ୟ ସମୟରେ ସେ ଏହି କିଟ ପିନ୍ଧିଥାନ୍ତି।କହି ଦେଉଛୁ କି ଏ ପର୍ଯ୍ୟନ୍ତ ପାଖା ପାଖି ୩ଲକ୍ଷ ସଂକମିତ ମାମଲା ଦେଖା ଗଲାଣି। ମୃତ୍ୟୁ ସଂଖ୍ୟା ୩ହଜାର ପାର କଲାଣି।
ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |