ପୁଣି ନୂଆ ରଙ୍ଗରେ ସାମ୍ନାକୁ ଆସିଛି କରୋନା, ଥଣ୍ଡା କି କାଶ ନାହିଁ କିନ୍ତୁ କଥା କହିବାରେ ହେଉଛି ଅସୁବିଧା ତ ରହୁଛି କରୋନା ନାଁ ର ଡର।

ଦୁନିଆରେ ନିଜ କାୟା ବିସ୍ତାର କରିଥିବା କରୋନା ଭାଇରସର ପ୍ରତି ଦିନ ନୂଆ ରୂପ ସାମ୍ନାକୁ ଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବେ ଏହି ମହାମାରୀର ଏକ ନୂଆ ଲକ୍ଷଣ ବିଷୟରେ କହିଛି। ବିଶେଷଜ୍ଞମାନେ କହିଛନ୍ତି କଥା କହିବାରେ ଅସୁବିଧା ଏହି ମହାମାରୀର ମୁଖ୍ୟ ଲକ୍ଷଣ।ଏବେ ପର୍ଯ୍ୟନ୍ତ ଦୁନିଆ ସାରା ଡାକ୍ତର କହିଥିଲେ କି କଫ ଓ ଥଣ୍ଡା ଏହି ମହାମାରୀର ପ୍ରମୁଖ ଲକ୍ଷଣ। WHO ର ଏହି ଚେତାବନୀ ଏବେ ଆସିଛି ଯେବେ ଏହି ମହାମାରୀର ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଟପିଗଲାଣି।

ଏହି ମହାମାରୀରେ ଠିକ ହୋଇଥିବା ଲୋକଙ୍କ କହିବା ଅଟେ କି କଥା କହିବାରେ ଅସୁବିଧା ଏହି ରୋଗର ସଂକ୍ରମିତ ଲକ୍ଷଣ ଅଟେ।

corona

WHO ର ବିଶେଷଜ୍ଞଙ୍କ କହିବା କଥା କି ଯଦି କୌଣସି ବ୍ୟକ୍ତି କୁ କଥା କହିବା ସହିତ ଚାଲିବାରେ ଅସୁବିଧା ହେଉଛି ତାକୁ ତୁରନ୍ତ ଡାକ୍ତରଖାନାରେ ଦେଖାନ୍ତୁ। WHO କହିଛି ଏହି ମହାମାରୀରେ ପ୍ରଭାବିତ ଲୋକଙ୍କୁ ନିଶ୍ୱାସ ନେବାରେ ଅଳ୍ପ ଅସୁବିଧା ହୋଇପାରେ ଓ ସେ ବିନା କିଛି ଖାସ ଚିକିତ୍ସାରେ ଠିକ ହୋଇପାରିବେ।

<p style="text-align: justify;">डब्‍ल्‍यूएचओ ने कहा, 'कोरोना वायरस से प्रभावित ज्‍यादातर लोगों को सांस लेने में हल्‍की परेशानी हो सकती है और वे बिना किसी खास इलाज के ठीक हो जाएंगे।&nbsp;</p>

କରୋନା ଭାଇରସର ଗମ୍ଭୀର ଲକ୍ଷଣରେ ନିଶ୍ୱାସ ନେବାରେ କଷ୍ଟ ଛାତିରେ ଦରଜ ,କଥା କହିବାରେ କି ଚାଲିବାର ଅସୁବିଧା ଏହି ମହାମାରୀର ପ୍ରମୁଖ ଲକ୍ଷଣ ଅଟେ।ବିଶେଷଜ୍ଞ ମାନେ କହିଛନ୍ତି କି ଯଦି କୌଣସି ବ୍ୟକ୍ତିକୁ ଏହିପରି କିଛି ଅସୁବିଧା ଅଛି ସେ ତୁରନ୍ତି ଡାକ୍ତରଖାନାରେ ଦେଖାଇବା ଉଚିତ ଓ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

WHO କହିଛି କଥା କହିବାରେ ଅସୁବିଧା ସବୁବେଳେ ଏହି ମହାମାରୀର ଲକ୍ଷଣ ହୋଇନଥାଏ। ଅନ୍ୟ ସମସ୍ୟା ପାଇଁ ବି ଏହି ଅସୁବିଧା ହୋଇପାରେ।ଏହି ସପ୍ତାହରେ ଅନ୍ୟ ଏକ ଲକ୍ଷଣ କୁହାଯାଇଥିଲା କି ଏହି ମହାମାରୀର ଅନ୍ୟ ଏକ ଲକ୍ଷଣ ମନୋବିକୃତି ବି ଅଟେ।ମେଲବନର ଲା ଟ୍ରବେ ୟୁନିଭରସିଟି ଚେତାବନୀ ଦେଇଥିଲା କି ଏହି ମହାମାରୀ ଦ୍ବାରା ମନୋରୋଗ ବଢିଥାଏ।

corona

ଅଧ୍ୟୟନ ସହିତ ଯୋଡି ହୋଇଥିବା ଡାକ୍ତର ଏଲି ବ୍ରାଉନ କହିଛନ୍ତି ସମସ୍ତଙ୍କ ପାଇଁ ଏକ ଚିନ୍ତା ଜନକ ଅଟେ। ଏହା ଲୋକ ମାନଙ୍କ ଆଇସୋଲେସନରେ ରହିବା ଦ୍ବାରା ବଢୁଛି। ଅଧ୍ୟୟନ ସହିତ ଜଡିତ ଅନ୍ୟ ଟିମ ମାନେ ମର୍ସ ଓ ମାର୍ସ ଭଳି ଅନ୍ୟ ଭାଇରସର ଅଧ୍ୟୟନ କରି ଏହା ଜାଣିବାକୁ ଚାହୁଁଛନ୍ତି କି ଏହା ମଣିଷଙ୍କ ମନ ଉପରେ କଣ ପ୍ରଭାବ ପକାଇଥାଏ।

ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ଏହାକୁ ଅଧିକ ରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଏବଂ ଲାଇକ କରି କମେଣ୍ଟ ରେ ଆମକୁ ନିଜର ମତାମତ ଦିଅନ୍ତୁ।

Leave a Reply

Your email address will not be published. Required fields are marked *