ଉତ୍ତରପ୍ରଦେଶର ଯୌନପୁରା ଜିଲ୍ଲାରେ କରୋନା ଡର ପାଇଁ ଏକ ଯୁବତୀର ଜୀବନ ନଷ୍ଟ ହୋଇଗଲା। ଗୋଟେ ବ୍ୟକ୍ତି ହୋମ କୁଆରେଣ୍ଟାଇନରେ ରହି ରହି ଜଣେ ପତ୍ନୀ ତାର ପତି ସହ ମିଶିବାକୁ ମନା କଲା ରୁ ପତି ଦୌଡା ଦେଇ ଆତ୍ମହତ୍ୟା କରିଦେଇଛି।
ଜୟ କୁମାର ମୌଜ୍ୟ ନାମକ ବ୍ୟକ୍ତି ଚାରି ଦିନ ପୂର୍ବରୁ ମୁମ୍ବାଇରୁ ଫେରିଥିଲା। ନିଜ ଘରେ ଅଲଗା ରୁମରେ କୁଆରେଣ୍ଟାଇନରେ ରେ ଥିଲା। କରୋନା ଡରରେ ତାର ପତ୍ନୀ ତାକୁ ଝରକା ପଟେ ଦେଖେ କିନ୍ତୁ ତା ପାଖକୁ ଯାଏ ନାହିଁ।
ମଇ ୧୫ ରାତ୍ରିରେ ପତି ତା ପତ୍ନୀକୁ ସେହି ରୁମକୁ ଆସିବାକୁ କହିଥିଲା କିନ୍ତୁ ପତ୍ନୀ ରିପୋର୍ଟ ଆସିବ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲା କିନ୍ତୁ ପତି ପତ୍ନୀକୁ ବାରମ୍ବାର ଆସିବାକୁ ବାଧ୍ୟ କଲା କିନ୍ତୁ ପତ୍ନୀ ଡରିକି ଆସୁନଥିଲା। ଏହା ପରେ ପତି ପତ୍ନୀଙ୍କ ଭିତରେ ଝଗଡା ଆରମ୍ଭ ହେଲା।
ଏହା ପରେ ଜୟ କୁମାର ଘର ପାଖରେ ଥିବା ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଦେଇଥିଲା। ଲୋକ ଯେବେ ସକାଳୁ ଉଠିଲେ ଏହି ଘଟଣା ଦେଖିଲେ। ଯାହା ପରେ ମୃତକଙ୍କ ଘର ହଲଚଲ ହୋଇଯାଇଥିଲା।
ସୂଚନା ମିଳିବ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଅଧିକାରୀ ଏହି ଘଟଣାର ଯାଞ୍ଚ କରୁଛନ୍ତି। ପୋଲିସଙ୍କ ଅନୁସାରେ ମୃତକ ରାତିରେ ଲୁଚି କରି ପତ୍ନୀ ସହ ମିଶିବାକୁ ଆସିଥିଲା କିନ୍ତୁ ପତ୍ନୀ ଡରରେ ରିପୋର୍ଟ ଆସିବ ପୂର୍ବରୁ ନ ମିଶିବାକୁ କହିବାରୁ। ସେ ଆତ୍ମହତ୍ୟା କରିଦେଇଛି।
ତେବେ ବନ୍ଧୁଗଣ ଏହା ଥିଲା ଆଜିର ବିଷୟ ଏହାକୁ ନିଜ ସାଙ୍ଗ ମାନଙ୍କ ସହ ସେୟାର କରି ତାଙ୍କୁ ମଧ୍ୟ ଜଣାନ୍ତୁ ଏବଂ ଏହାକୁ ଲାଇକ କରି ନିଜର ପ୍ରତିକ୍ରିୟା ଆମକୁ ପ୍ରଦାନ କରନ୍ତୁ।