ଧୁମ ୩ ଫିଲ୍ମରେ ଅମୀର ଖାନ ଛୋଟ ବେଳେ ଚରିତ୍ରରେ ଅଭିନୟ କରିଥିବା ସିଦ୍ଧାର୍ଥ ନିଗମଙ୍କୁ ଲୋକ ବହୁତ ପସନ୍ଦ କରିଥିଲେ। ଏହି ଛୋଟ ବାଳକର ଅଭିନୟ ଅନେକ ଲୋକଙ୍କ ମନ କିଣି ଥିଲା। ଏବେ ସେହି ଛୋଟ ଛୁଆ ବହୁତ ସୁନ୍ଦର ଓ ହ୍ୟାଣ୍ଡସମ ଯୁବକ ହୋଇଗଲାଣି। ଯାହା ଉପରେ ଅନେକ ଝିଅ ଫିଦା ହେଉଛନ୍ତି।
ଧୁମ ୩ ଫିଲ୍ମରେ ଅମୀର ଖାନ ଛୋଟ ବେଳେ ଚରିତ୍ର ରେ ଅଭିନୟ କରିଥିବା ସିଦ୍ଧାର୍ଥ ନିଗମ ଏବେ ବହୁତ ହ୍ୟାଣ୍ଡସମ ହୋଇଗଲେଣି। ଏହି ଛୋଟ କଳାକାର ଟିଭି ଅଭିନୟ ଛଡା ଟିକଟକରେ ବି ଧମାଲ କରୁଛି। ସେ ନିଜ ଷ୍ଟାଇଲକୁ ଅଧିକ ଉନ୍ନତ କରିଛନ୍ତି। ସେ ନିଜ ପୋଷାକରୁ ନେଇ ଜୋତା ଓ ଚଷମା ସବୁଥିରେ ପ୍ରସିଦ୍ଧ। ଚାଲନ୍ତୁ ଦେଖିବା ତାଙ୍କର ସୁନ୍ଦର ଫୋଟୋ।
ଟଟଲ ବେକ ଟିସାର୍ଟ:
ସିଦ୍ଧାର୍ଥଙ୍କର ବଡ଼ି ବହୁତ ଭଲ ଅଟେ। ଯାହା ଉପରେ ଟଟଲ ବେକ ଟି ଶାର୍ଟ ବେସି ସୁନ୍ଦର ଲାଗିଥାଏ। ସେ ବ୍ରାଇଟ ରଙ୍ଗକୁ ବି ପସନ୍ଦ କରନ୍ତି। ଏହି ଫୋଟୋରେ ସେ ହଳଦିଆ ଟିସାର୍ଟ ସହ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଦିଛନ୍ତି। ତା ସହିତ ମାଟିଆ ସାର୍ଟ ସହିତ କଳା ପ୍ୟାଣ୍ଟ ପିନ୍ଧିଛନ୍ତି।
ଜ୍ୟାକେଟ ପସନ୍ଦ:
ସୁଦ୍ଧାର୍ଥଙ୍କ ଫୋଟୋକୁ ଦେଖିବା ତ ଏହା ଜଣାପଡିବ ତାଙ୍କୁ ଜ୍ୟାକେଟ ବହୁତ ପସନ୍ଦ। ଲେଦରରୁ ନେଇକି ଡେନିମ ପର୍ଯ୍ୟନ୍ତ ତାଙ୍କ ପାଖରେ ଅନେକ ଜ୍ୟାକେଟ ଅଛି। ସେ ଭଲ ରଙ୍ଗର କପଡା ପସନ୍ଦ କରିଥାନ୍ତି। ଏହି ଫୋଟରେ ସେ ବହୁତ ହ୍ୟାଣ୍ଡସମ ଦେଖାଯାଉଥିଲେ ଲେଦର ଜ୍ୟାକେଟ ରେ।
ଆରାମ ପାଇଁ ଟିସାର୍ଟ:
୧୯ ବର୍ଷର ଏହି କଳାକାର ଟିସାର୍ଟରେ ବି ଭଲ ଭଲ ରଙ୍ଗ ବାଛିଥାଏ। ଏହା ଜଣାପଡ଼ିଥାଏ ତାଙ୍କ ପାଖରେ ସବୁ ପ୍ରକାରର ପୋଷାକ ରହିଥାଏ। ସେ ସବୁ ପୋଷାକଙ୍କୁ ଅଲଗା ଅଲଗା ସମୟରେ ପିନ୍ଧି ଥାନ୍ତି।
ହୁଡ଼ିରେ ସୁନ୍ଦର ଫୋଟୋ:
ଜ୍ୟାକେଟ ଭଳି ସିଦ୍ଧାର୍ଥଙ୍କ ପାଖରେ ହୁଡା ବି ଅନେକ ଅଛି।ଏହା ଦ୍ବାରା ବି ସେ ଅନେକ ପ୍ୟାଣ୍ଟ ସହିତ ମିଶାଇ ପିନ୍ଧିଥାନ୍ତି ଓ ତାଙ୍କୁ ଏହା ବହୁତ ପସନ୍ଦ। ଏହା ଦ୍ବାରା ବି ସେ ବହୁତ ସୁନ୍ଦର ଦେଖା ଯାଆନ୍ତି। ଅଧିକ ଟ୍ରାକ ପ୍ୟାଣ୍ଟ ଓ ଜିନ୍ସ ପ୍ୟାଣ୍ଟ ସହିତ ଏହା ଭଲ ଲାଗିଥାଏ।
ଷ୍ଟାଇଲିସ ଟ୍ରାକସୁଟ:
ଟ୍ରାକସୁଟରେ ସୁନ୍ଦର ଦିଶିବା ସହଜ ନୁହେଁ କିନ୍ତୁ ସିଦ୍ଧାର୍ଥଙ୍କ ଭଳି ବଡ଼ି ଥିବ ତ ଏହା ବି ସହଜ। ସେ ଭଲ ଟ୍ରାକସୁଟ ପସନ୍ଦ କରିଥାନ୍ତି। ଯାହା ଦ୍ବାରା ସେ ସୁନ୍ଦର ଦିଶିଥାନ୍ତି। ଏହି ଫୋଟୋରେ ସେ ଏକ ହଳଦିଆ ଟ୍ରାକସୁଟ ପିନ୍ଧିଛନ୍ତି ଓ ଅନ୍ୟ ଫୋଟରେ ନାଲି ଟ୍ରାକସୁଟ ।
ଲେଦର ପ୍ୟାଣ୍ଟ:
ଆପଣ ବହୁତ କମ ଯୁବକଙ୍କୁ ଲେଦର ପ୍ୟାଣ୍ଟ ପିନ୍ଧି ଥିବାର ଦେଖିଥିବେ। କାରଣ ସମସ୍ତଙ୍କ ଉପରେ ଏହା ଭଲ ଦେଖା ଯାଇ ନଥାଏ କିନ୍ତୁ ସିଦ୍ଧାର୍ଥ ଙ୍କ ଉପରେ ଏହା ଭଲ ଲାଗିଥାଏ। ଏହି ଫୋଟୋ ରେ ସେ ଲେଦର ପ୍ୟାଣ୍ଟ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।
ଚଷମାର ଭି ଭଲ ଚଏସ :
ପୋଷାକ ସହିତ ସିଦ୍ଧାର୍ଥଙ୍କ ପାଖରେ ଚଷମା ମଧ୍ୟ ଅନେକ ପ୍ରକାରର ଅଛି। ସେ ବହୁ କୁ ନିଜ ପୋଷାକ ସହିତ ମିଶାଇ ପିନ୍ଧିଥାନ୍ତି। ଯଦି ଚଷମା ଠିକ ପସନ୍ଦର ପିନ୍ଧିବେ ତ ଏହା ଆପଣଙ୍କ ସୁନ୍ଦରତା କୁ ବଢ଼ାଇଥାଏ । ଏହା ସିଦ୍ଧାର୍ଥଙ୍କ ଏହି ଫୋଟୋରେ ସିଧା ଦେଖାଯାଉଛି।