ସଞ୍ଜୟ ଦତ୍ତ ପରେ ଅଜୟ ଜାଡେଜାଙ୍କ ସହିତ ଥିଲା ଆଫୟାର, ମାଧୁରୀ ଦିକ୍ଷୀତଙ୍କ ପାଇଁ ଉଜୁଡି ଯାଇଥିଲା କ୍ରିକେଟ କ୍ୟାରିଅର…

ମାଧୁରୀ ଫିଲ୍ମ୍ ଅପେକ୍ଷା ରୋମାନ୍ସ ଅାଫେୟାର୍ ରେ ଅଧିକ ଚର୍ଚ୍ଚିତ ଥିଲେ । ମାଧୁରୀ ଦିକ୍ଷୀତ ଙ୍କ ୫୩ ତମ ଜନ୍ମଦିନ ଏବେ ଯାଇଛି । ଆସନ୍ତୁ ଜାଣିବା ବଳିଉଡ ର ଏହି ଡ୍ୟାନ୍ସି କୁଇନ ମାଧୁରୀ ଦିକ୍ଷୀତ ଜୀବନ ସହ ଯୋତିତ କିଛି କଥା

ମାଧୁରୀ ଦିକ୍ଷୀତ : ‘ ଧକ୍ ଧକ ‘ ଗାର୍ଲ୍ ମାଧୁରୀ ଦିକ୍ଷୀତ ନିଜର ଅଭିନୟ ସହିତ ନିଜର ଡ୍ୟାନ୍ସିଙ୍ଗ ପାଇଁ ଜଣା ଯାଆନ୍ତି । ନିଜର ଆନଦାଜଓ ଷ୍ଟାଇଲ ପାଇଁ ସମସ୍ତଙ୍କ ଦିଲ୍ ରେ ଆଜି ମଧ୍ୟ ଅଛନ୍ତି । ମାଧୁରୀ ଙ୍କ ଫିଲ୍ମ୍ ଛଡା ତାଙ୍କର ଗୁମୋର ଏଫିୟାର କୁ ନେଇ ମଧ୍ୟ ବହୁତ୍ ଚର୍ଚ୍ଚା ହୁଏ । ଆଜି ମାଧୁରୀ ଦିକ୍ଷୀତ ଙ୍କ ୫୩ ତମ ଜନ୍ମଦିନ ଅଟେ । ଆସନ୍ତୁ ଜାଣିବା ବଳିଉଡ ଡ୍ୟାନ୍ସିଙ୍ଗ କୁଇନ ମାଧୁରୀ ଦିକ୍ଷୀତ ଙ୍କ ଜୀବନ ସହ ଜଡ଼ିତ କିଛି କଥା ।

ଅଜୟ ଜାଡେଜା ଓ ମାଧୁରୀ ଦୀକ୍ଷିତ ଙ୍କ ସାକ୍ଷାତ ଏକ ଫଟୋ ସୁଟ୍ ଅବସର ରେ ହୋଇଥିଲା । ସେହି ସମୟରେ ଦୁଇ ଜଣଙ୍କର ମଧ୍ୟ ରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା । ମାଧୁରୀ ଙ୍କୁ ଅଜୟ ଙ୍କ ସହ ପ୍ରଥମ ଦେଖା ରେ ପ୍ରେମ ହୋଇ ଯାଇଥିଲା । ଖବର ଥିଲା କି ମାଧୁରୀ ଅଜୟ ଙ୍କୁ ନିଜର ପ୍ରେମ ବିଷୟରେ ଜଣାଇଥିଲେ । ମାଧୁରୀ ଓ ଅଜୟ ବହୁତ ଥର ସାଥିରେ ଯିବା ଆସିବା ଦେଖିବାକୁ ମିଳିଲା , ଇଭେଣ୍ଟ ରେ ଦୁହିଁଙ୍କୁ ସାଥିରେ ଦେଖିବାକୁ ମିଳିଲା ।

ରିପୋର୍ଟୋର ଙ୍କ ହିସାବରେ ଯେବେ ଅଜୟ ମାଧୁରୀ ଦିକ୍ଷୀତ ଉପରେ ଧ୍ୟାନ ଦେବାକୁ ଲାଗିଲେ , ତାଙ୍କର କ୍ରିକେଟ୍ କ୍ୟାରିୟର ଉପରେ ଫରକ ପଡ଼ିବାକୁ ଲାଗିଲା । ଏମିତି କୁହା ଯାଏ କି ମାଧୁରୀ ଅଜୟ ଙ୍କୁ ବଲିଉଡ ରେ ପ୍ରବେଶ କରିବା ପାଇଁ ଚାହୁଁଥିଲେ । କିନ୍ତୁ ସେତେବେଳେ ଅଜୟ ଜାଡେଜା ଙ୍କ ଭାଗ୍ୟ ବଦଳିଥିଲା ଓ ତାଙ୍କ ନାମ ମ୍ୟାଚ ଫିକ୍ସିଂରେ ଯୋଡ଼ି ଯାଇଥିଲା । ସେବେ ଠାରୁ ମାଧୁରୀ ଅଜୟ ଙ୍କ ଠାରୁ ଦୂରେଇ ଯିବାକୁ ଲାଗିଲେ ।

ମାଧୁରୀ ଚାହୁଁନଥିଲେ କି ତାଙ୍କ ନାମ କୌଣସି କାରଣ ପାଇ ଖରାପ ହେଉ । ଏମିତି ଖବର ଥିଲା କି ଅଜୟ ଙ୍କ ପରିବାରବର୍ଗ ଏମିତି ମଧ୍ୟମ ଧରଣର ପରିବାର ସହ ସମ୍ପର୍କ ଯୋଡିବାକୁ ଚାହୁଁନଥିଲେ । ଏହି ସମୟରେ ମାଧୁରୀ ଙ୍କୁ ଅଜୟ ଙ୍କ ଠାରୁ ଦୂରେଇ ଯିବାକୁ ସମୟ ଲାଗିନଥିଲା ।

ଏହା ପୂର୍ବରୁ ମାଧୁରୀ ଦିକ୍ଷୀତ ଙ୍କ ଏଫେୟାର ସଞ୍ଜୟ ଦତ୍ତ ସହ ମଧ୍ୟ ଥିଲା । କିନ୍ତୁ ସଞ୍ଜୟ ଦତ୍ତ ଙ୍କ ସହ ହୋଇଥିବା ଘଟଣା (୧୯୯୩ ବମ୍ ବ୍ଲାଷ୍ଟ୍ ) ପରେ ମାଧୁରୀ ନିଜ ରାସ୍ତା ଅଲଗା କରିଦେଇଥିଲେ । ମାଧୁରୀ ଚାହୁଁନଥିଲେ କି ତାଙ୍କ କ୍ୟାରିୟର ରେ କୌଣସି ପ୍ରକାର ଘଟଣା ରେ ତାଙ୍କ ନାମ ସାମିଲ ହେଉ ବୋଲି ।

୧୯୯୯ ରେ ମାଧୁରୀ ଦୀକ୍ଷିତ ଡାକ୍ତର ଶ୍ରୀରାମ ନେନେ ଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଆମେରିକା ରେ ରହୁଥିଲେ ଓ ଲମ୍ବା ସମୟ ଧରି ଫିଲ୍ମ୍ ରେ କାମ କରିନଥିଲେ । କିନ୍ତୁ ପରେ ସେ ଭାରତ ଫେରିଥିଲେ ଓ ମୁମ୍ବାଇ ରେ ଘରେ କରି ରହିଥିଲେ ।

ଆଜି ମାଧୁରୀ ଦିକ୍ଷୀତ ଓ ଶ୍ରୀରାମ ନେନେ ଙ୍କ ଦୁଇଟି ପିଲା ଅଛନ୍ତି । ପ୍ରଥମେ ପ୍ରଥମେ ମାଧୁରୀ ଦିକ୍ଷୀତ ଆମେରିକା ରେ ରହିଥିଲେ । ଏହି ସମୟରେ ମାଧୁରୀ ଗୋଟିଏ ମଧ୍ୟ ବଲିଉଡ ଫିଲ୍ମ୍ ରେ କାମ କରିନଥିଲେ । ସେମିତି କିଛି ସମୟ ପରେ ମାଧୁରୀ ମୁମ୍ବାଇ ପରିବାର ସହ ସ୍ଥାନସ୍ତରିତ ହୋଇଥିଲେ । ଏହି ସମୟରେ ମାଧୁରୀ ରେ ବହୁତ୍ ଫିଲ୍ମ୍ ରେ କାମ କରିଥିଲେ ଯେମିତି – ଆଜା ନଚ ଲେ , ଗୁଲାବ ଗେଙ୍ଗ ଓ କଳଙ୍କ ।

Leave a Reply

Your email address will not be published. Required fields are marked *