IAS ଇଣ୍ଟରଭିୟୁ ରେ ପଚାରିଲେ – password କୁ ହିନ୍ଦୀ ରେ କ’ଣ କହନ୍ତି ? ଜାଣନ୍ତୁ ଏମିତି ଅନେକ ପ୍ରଶ୍ନ ଓ ତାର ଉତ୍ତର।

ନୂଆଦିଲ୍ଲୀ : ୟୁପିଏସସି ପରୀକ୍ଷା ଦେଶ ର ସବୁଠାରୁ କଠିନ ପରୀକ୍ଷା ମଧ୍ୟ ରୁ ଗୋଟିଏ । ଲିଖିତ ପରୀକ୍ଷା ସହିତ ଏହାର ଇଣ୍ଟରଭିୟୁ କୁ ମଧ୍ୟ ବଡ଼ କଠିନ ମନା ଯାଇଥାଏ । ଆଶାବାଦୀ ର ଆଇକ୍ୟୁ ଚେକ୍ କରିବା ପାଇଁ ଉପାୟ ଭରା ପ୍ରଶ୍ନ ପଚାରି ଯାଇଥାଏ ତ କେବେ ଧର୍ଯ୍ୟ ପରୀକ୍ଷା କରିବା ପାଇଁ ବଡ଼ ବିଚାର କରିବା ପ୍ରଶ୍ନ ପଚାରିଥାନ୍ତି , ଯାହାକୁ ଶୁଣି ଭଲ ଭଲ ବିଦ୍ୟାର୍ଥି ଙ୍କ ମୁଁହ ବନ୍ଦ ହୋଇଯାଇଥାଏ । ଇଣ୍ଟରଭିୟୁ ସବୁଠାରୁ ଶେଷ ପାହାଚ ହୋଇଥାଏ । IQ ର ସ୍ତର ଓ ଏବିଳିଟି ପରଖିବା ଯାହା ଦ୍ଵାରା ସଠିକ୍ କ୍ୟାଣ୍ଡିଡେଣ୍ଟ ବାଛିବା ତାହାର ପ୍ରତିଭା ଓ ତାହାର ଉତ୍ତର ନୁ ନଜର ରଖି କରା ଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଆଇଏସ ପରୀକ୍ଷା ର ଦ୍ଵିତୀୟ ଚରଣ ରେ ପଚରା ଯାଇଥିବା ମଜାଦାର ଓ ମୁଣ୍ଡ ଘୂରାଇ ଦେବା ଭଳି ପ୍ରଶ୍ନ ଓ ତାହାର ଉତ୍ତର

* ପ୍ରଶ୍ନ – ଭାରତ ର ପ୍ରଥମ ମହିଳା ଆଇଏସ ଅଫିସର କିଏ ଥିଲେ ? ଉତ୍ତର – ଅନ୍ନା ରାମଜନ ମହ୍ଲୋତ୍ରା * ପ୍ରଶ୍ନ – ଈଗ୍ଲିଶ ରେ କେଉଁ ଶବ୍ଦ କୁ ସବୁବେଳେ Wrong ପଢାଯାଇଥାଏ ?ଉତ୍ତର – Wrong * ପ୍ରଶ୍ନ -ଦୁଇଟି ଘରେ ନିଆଁ ଲାଗିଛି , ଏକ ଗରିବ ଲୋକ ଘର ଓ ଅନ୍ୟ ଟି ଧନୀ ଲୋକ ର ଘର , ପୋଲିସ କେଉଁ ଘର ର ନିଆଁ ପ୍ରଥମେ ଲିଭାଇବ ? ଉତ୍ତର – ପୋଲିସ ନିଆଁ ଲିଭାଇ ନ ଥାଏ ଏଥି ପାଇଁ ଅଗ୍ନିଶମ ବିଭାଗ କୁ ଡାକିବା । * ପ୍ରଶ୍ନ – ମନୁଷ୍ୟ ର ଏକ ଆଖି ର ଓଜନ ପ୍ରାୟ କେତେ ଗ୍ରାମ ହୋଇଥାଏ ?ଉତ୍ତର – ମନୁଷ୍ୟ ର ଏକ ଆଖି ର ଓଜନ ପ୍ରାୟ ୮ ଗ୍ରାମ ହୋଇଥାଏ । *ପ୍ରଶ୍ନ – ଆପଣ କେବଳ ୨ ଟଙ୍କା ର ବ୍ୟବହାର କରି ୨୩ କେମିତି ଲେଖିବେ ? ଉତ୍ତର – ୨୨+୨/୨ * ପ୍ରଶ୍ନ -ଏକ ପିଲା ପାକିସ୍ଥାନ ର ଲାହୋର ରେ ଜନ୍ମ ହୋଇଥିଲା , କିନ୍ତୁ ତା ପରେ ମଧ୍ୟ ସିଏ ପାକିସ୍ଥାନୀ ନୁହେଁ ? ଉତ୍ତର – ଏକ ପିଲା ପାକିସ୍ଥାନ ର ଲାହୋର ରେ ଜନ୍ମ ହୋଇଥିଲା , କିନ୍ତୁ ତା ପରେ ମଧ୍ୟ ସିଏ ପାକିସ୍ଥାନୀ ନୁହେଁ ?

* ପ୍ରଶ୍ନ – ମାଇକେଲ ର ପିତାଙ୍କ ତିନି ପିଲା ଥିଲେ , ପ୍ରଥମ ର ନାମ ମଇ ଓ ଦ୍ଵିତୀୟ ଟିର ନାମ ଜୁନ ତେବେ ତୃତୀୟ ପିଲା ର ନାମ କ’ଣ ? ଉତ୍ତର – ମାଇକେଲ * ପ୍ରଶ୍ନ – ରେଳ ଧାରଣା ପାଖରେ ଲାଗିଥିବା ବୋର୍ଡ ( W/L Wistle Board) ର ମାନେ କ’ଣ ? ଉତ୍ତର – W/L ( Wistle Board ) ର ମାନେ ହେଉଛି ହର୍ଣ୍ଣ ବଜାଇବା , ଯେଉଁଠାରେ ଏହି ପ୍ରକାର ବୋର୍ଡ ଲାଗିଥିବ ସେଠାରେ ହର୍ଣ୍ଣ ବଜାଇବା ଦରକାର । * ପ୍ରଶ୍ନ – ମହିଳା ଙ୍କ କେଉଁ ରୂପ ଯାହାକୁ ସମସ୍ତେ ଦେଖନ୍ତି କିନ୍ତୁ ତାହାର ସ୍ବାମୀ କେବେ ଦେଖିନଥାଏ । ଉତ୍ତର – ବିଧବା ରୂପ
* ପ୍ରଶ୍ନ – Z ର ଆଠ ବାଳକ ଥିଲେ ଓ ସେମାନଙ୍କ ଗୋଟିଏ ଗୋଟିଏ ଭଉଣୀ ଥିଲା , ତେବେ Z ର ସମୁଦାୟ କେତୋଟି ପିଲା ଥିଲେ ? ଉତ୍ତର – Z ର ସମୁଦାୟ ୯ ପିଲା ଥିଲେ ।

* ପ୍ରଶ୍ନ – Here ଓ There ଭିତରେ କ’ଣ ଫରକ ଅଛି ? ଉତ୍ତର – ଦୁଇଟିରେ କେବଳ T ର ଫରକ ଅଛି । * ପାସୱାର୍ଡ କୁ ହିନ୍ଦୀ ରେ କ’ଣ କୁହାଯାଏ ? ଉତ୍ତର – ପାସୱାର୍ଡ କୁ ହିନ୍ଦୀ ରେ “କୁଟ ଶବ୍ଦ” କୁହାଯାଏ । * ପ୍ରଶ୍ନ – ସୁନା ର ସେହି ଜିନିଷ ର ନାମ କୁହନ୍ତୁ ଯାହା ସୁନାରୀ ଦୋକାନ ରେ ମିଳି ନଥାଏ । ଉତ୍ତର – ସୋପ , ସୋପ ଶୋଇବା ପାଇଁ ହୋଇଥାଏ କିନ୍ତୁ ଏହା ସୁନାରୀ ବିକି ନଥାଏ । ଏହା ଏକ ବୁଦ୍ଧିମାନ ପ୍ରଶ୍ନ ଏଥିରେ ଆପଣଙ୍କୁ ଟିକେ ବୁଦ୍ଧି ଖର୍ଚ୍ଚ କରିବାକୁ ପଡିବ । * ପ୍ରଶ୍ନ – କେଉଁ ବ୍ୟକ୍ତି ର ହୃଦୟ ୧ ମିନିଟ ରେ ୧୫୬ ଥର ଧକ୍ ଧକ୍ ହୋଇଥାଏ ? ଉତ୍ତର – ନିଲ୍ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ର ରେ ନିଜର ବାମ ପାଦ ପ୍ରଥମେ ରଖିଥିଲେ ସେହି ସମୟରେ ତାଙ୍କର ହୃଦୟ ୧ ମିନିଟ ରେ ୧୫୬ ଥର ଧକ୍ ଧକ୍ ହୋଇଥିଲା ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *