ଏହି ବ୍ୟକ୍ତି ଜଣଙ୍କ ରାସ୍ତାରେ ପଡିଥିବା ବାଉଁଶ ଓ ଦଉଡି ଦ୍ବାରା ଗାଡି ତିଆରିକରି ପତ୍ନୀ ଓ ଛୁଆକୁ ବସାଇ ଟାଣି ଟାଣି ୮୦୦ କିଲୋମିଟର ନେଇକି ଆସିଲା।
କରୋନା ଭାଇରସ ପାଇଁ ଦେଶ ସାରା ଚାଲିଥିବା ଲକଡାଉନ ପାଇଁ ଲୋକଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଅନ୍ୟ ରାଜ୍ୟରେ ଥିବା ଶ୍ରମିକ ମାନେ କୌଣସି ଉପାୟରେ ନିଜ ଘରକୁ ପଳାଇ ଆସୁଛନ୍ତି। ଖାଇବା ପିଇବା ନ ମିଳିବା ଦ୍ବାରା ତାଙ୍କ ପାଖେ ଆଉ କିଛି ରାସ୍ତା ନାହିଁ ଘରକୁ ଯିବା ଛଡା। ଏହି ପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗୁଛି। ଯେଉଁଥିରେ ଏକ ଶ୍ରମିକ ନିଜ ଗର୍ଭବତୀ ପତ୍ନୀ ଓ ନିଜ ଦୁଇ ବର୍ଷର ଛୁଆକୁ ଏକ ଗାଡିରେ ଟାଣି ଟାଣି ଘରକୁ ଆଣୁଛନ୍ତି।
बालाघाट का एक #मजदूर जो कि हैदराबाद में नौकरी करता था 800 किलोमीटर दूर से एक हाथ से बनी लकड़ी की गाड़ी में बैठा कर अपनी 8 माह की गर्भवती पत्नी के साथ अपनी 2 साल की बेटी को लेकर गाड़ी खींचता हुआ बालाघाट पहुंच गया @ndtvindia @ndtv #modispeech #selfreliant #Covid_19 pic.twitter.com/0mGvMmsWul
— Anurag Dwary (@Anurag_Dwary) May 13, 2020
ଟିଭି ନ୍ୟୁଜ ଚ୍ୟାନେଲ ଏନଡିଟିଭିର ରିପୋର୍ଟ ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ହାଇଦ୍ରାବାଦରେ ରହୁଥିଲା। ଘରକୁ ଯିବାକୁ କୌଣସି ଉପାୟ ମିଳିଲା ନାହିଁ ତ ଏହି ବ୍ୟକ୍ତି ନିଜ ପତ୍ନୀ ଓ ପିଲାଙ୍କୁ ଧରି ବାହାରିପଡିଲେ। ରାସ୍ତାରେ ପଡିଥିବା ବାଉଁଶ ଓ ଦଉଡି ଦ୍ବାରା ଏକ ଗାଡି କରି ପତ୍ନୀ ଓ ପିଲାଙ୍କୁ ବସାଇ ଟାଣି ଟାଣି ୮୦୦ କିଲୋମିଟର ବାଟ ଚାଲିଆସିଛି।
#WATCH महाराष्ट्र, भिवंडी से पैदल आ रहा हूं,मुझे जौनपुर जाना है।हम लोगों को यात्रा करते हुए आज 8-9 दिन हो गए हैं। जब तक पैसा था तब तक खाना खाया जब मरने वाली स्थिति हुई तो पैदल चल दिए।रास्ते में बच्चे को देखकर लोग थोड़ा बहुत कुछ खाने को देते थे: बालकृष्ण, हैंडलूम में कामगार #भोपाल https://t.co/OKQW61QZHO pic.twitter.com/vFgPeb536a
— ANI_HindiNews (@AHindinews) May 12, 2020
ଏହି ପ୍ରବାସୀ ଶ୍ରମିକର ନାମ ରାମୁ ଅଟେ। ସେ କହିଛି କି ୧୭ ଦିନ ଚାଲିବା ପରେ ସେ ବଲଘାଟ ପହଂଚିଛି। ସେ କହିଛିକି ଜିଲ୍ଲାର ରାଜେଗାଁର ସୀମାରେ ସୈନିକ ମାନେ ଏମାନଙ୍କୁ ଦେଖିଥିଲେ ଏବଂ ଏହାପରେ ଏମାନଙ୍କୁ ସାହାଯ୍ୟ କରିଥିଲେ। ପିଲାକୁ ଚପଲ ଦେଲେ ଓ ଯିବାପାଇଁ ଏକ ଗାଡିର ବ୍ୟବସ୍ତା କରିଦେଲେ।
#WATCH महाराष्ट्र, भिवंडी से पैदल आ रहा हूं,मुझे जौनपुर जाना है।हम लोगों को यात्रा करते हुए आज 8-9 दिन हो गए हैं। जब तक पैसा था तब तक खाना खाया जब मरने वाली स्थिति हुई तो पैदल चल दिए।रास्ते में बच्चे को देखकर लोग थोड़ा बहुत कुछ खाने को देते थे: बालकृष्ण, हैंडलूम में कामगार #भोपाल https://t.co/OKQW61QZHO pic.twitter.com/vFgPeb536a
— ANI_HindiNews (@AHindinews) May 12, 2020
କିଛି ଏପରି ହିଁ କାହାଣୀ ବାଳକୃଷ୍ଣ ଙ୍କର ଯିଏ କି ମହାରାଷ୍ଟ୍ର ର ଭିବିଡ଼ିରୁ ଉତ୍ତରପ୍ରଦେଶ ଯୌନପୁର ବାହାରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇକୁ ସେ କହିଛନ୍ତି କି ଭିବିଡ଼ିରୁ ଚାଲି ଚାଲି ଆସୁଛି ମତେ ଯୌନପୁର ଯିବାର ଅଛି। ଆମ ମାନଙ୍କୁ ଚାଲିବ ଆଜି କୁ ୮-୯ ଦିନ ହୋଇଗଲାଣି। ଯେବେ ପର୍ଯ୍ୟନ୍ତ ପଇସା ଥିଲା ଥିଲୁ ଯେବେ ଖାଇବା ନ ମିଳିଲା ଚାଲିବା ଆରମ୍ଭ କରିଛୁ। ରାସ୍ତାରେ ଛୁଆ ଙ୍କୁ ଦେଖି ଲୋକ କିଛି ଖାଇବାକୁ ଦିଅନ୍ତି। ବାଳକୃଷ୍ଣ କହିଛନ୍ତି ସେଠାରେ ରହିଥିଲେ ଭୋକରେ ମରିଥାନ୍ତୁ। କମ୍ପାନୀ ମାଲିକକୁ ସାହାଯ୍ୟ କରିବାକୁ କହିଲେ ସେ କହେ ଘରକୁ ଚାଲିଯାଅ। ଆମ ପାଖେ ଆଉ କୌଣସି ବାଟ ନଥିଲା ସେଥିପାଇଁ ଚାଲି ଚାଲି ଆସିଲୁ।
ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ପ୍ରତିକ୍ରିୟା ଆମକୁ ନିଶ୍ଚିତ ଜଣାନ୍ତୁ ଏବଂ ସେୟାର କରନ୍ତୁ।