ମାଛ ଧରିବାକୁ ଯାଉଥିବା ପିଲା କୁ ପୋଖରୀ ରୁ ମିଳିଲା ଟଙ୍କା ର ବିଡା , ଆତଙ୍କ ରେ ଏବେ ଗ୍ରାମବାସୀ , ଜାଣନ୍ତୁ କାରଣ…

ଯଦି କୌଣସି ବ୍ୟକ୍ତି କୁ ପାଞ୍ଚ ଶହ ଦୁଇହଜାର ଟଙ୍କା ର ନୋଟ ମିଳିଯାଏ ତେବେ ସେ ଖୁସି ରେ ପାଗଳ ହୋଇଯିବ । କିନ୍ତୁ ମଧ୍ୟପ୍ରଦେଶ ର ଖଡବା ଜିଲ୍ଲା ର ଆରୁଦ ଗ୍ରାମ ରେ ଯେବେ ଏକ ପିଲା ପୋଖରୀ ଭିତରୁ ଟଙ୍କା ବିଡା ପାଇଲା ପୁରା ଗ୍ରାମ ରେ ଆତଙ୍କ ଖେଳାଇ ଗଲା । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଏବେ ପୁରା ଭାରତରେ କରୋନା ର ପରିବେଶ ରହିଛି । ଲୋକ ମାନେ ଏଥିରୁ ସଂକ୍ରମିତ ହେବାରୁ ବଞ୍ଚିବା ପାଇଁ ପୁରା ପ୍ରୟାସ କରୁଛନ୍ତି । ଏହା ଭିତରେ ଏମିତି ଟଙ୍କା ବିଡା ମିଳିବା ଲୋକଙ୍କ ମନରେ ଡର ବଢାଇ ଦେଉଛି । ଏଠାରେ ପୋଲିସ ମଧ୍ୟ ଏହି କଥା ର ଅନୁସନ୍ଧାନ କରୁଛି କି ପୋଖରୀ ଭିତରେ ଟଙ୍କା ବିଡା ରଖିଲା କିଏ ଓ କାହିଁକି ପକେଇଥିଲା ?

ମାଛ ଜାଲ ରେ ଆସିଲା ଟଙ୍କା ବିଡା

ସୋମବାର ସକାଳ ୭ ଘଟିକା ସମୟର କଥା ଖଡବା ଜିଲ୍ଲା ର ମୁଖ୍ୟ ତହସିଲ୍ ର ଗ୍ରାମ ଆରୁଦ ରେ ଏକ କାଳୁ ମାଛଧରାଳି ର ପୁଅ ମାଛ ଧରିବା ପାଇଁ ଯାଇଥିଲା । ସେଠାରେ ଯେତେ ବେଳେ ସେ ମାଛ ଧରିବା ପାଇଁ ଜାଲ ପୋଖରୀ କୁ ପକାଇଲା ସେ ପାଞ୍ଚ ଶହ ଓ ଦୁଇ ହଜାର ଟଙ୍କାର ବିଡା ଆସିଥିଲା । ଏହା ପାଖାପାଖି ୨୦ହଜାର ଟଙ୍କା ହେବ । ଏମିତି ରେ ସେ ବାଳକ ଟଙ୍କା କୁ ନିଜର ଘରକୁ ନେଇଆସିଲା ଓ ସୁଖେଇବାକୁ ଲାଗିଲା । ଏଠାରେ ବାଳକ ର ପିତା କୁ ବିଶ୍ଵାସ ହେଲା ନାହିଁ ନୋଟ୍ ଅସଲି ବୋଲି , ଏମିତି ରେ ସେ ଏହାର ସୂଚନା ପୋଲିସ କୁ ଦେଇ ଦେଲା । ପୋଲିସ ଯେବେ ଆସିଲେ ପ୍ରଥମେ ନୋଟ୍ କୁ ସାନିଟାରୀ କରିଲେ ଓ ତା ପରେ ତାକୁ ନିଜ ହିପାଜତ କୁ ନେଇଗଲେ ।

ନୋଟ୍ ପକାଇବା ପାଇଁ କାର ରେ ଦୁଇ ଜଣ ଆସିଥିଲେ

କୁହାଯାଉଛି କି ଏହି ପୋଖରୀ ରେ ପୂର୍ବରୁ ଏମିତି କିଛି ହୋଇଥିଲା । ତେବେ ସୋମବାର ସକାଳେ ୬ ଟାରେ ଏକ ଟ୍ରାଭେରା କାର ଆସିଥିଲା । ଏଥିରେ ଥିବା ଦୁଇ ଜଣ ଏକ ପୁଟୁଳା ପୋଖରୀ କୁ ଫୋଫାଡିଲେ ଓ ସେଠାରୁ ଚାଲି ଗଲେ ।ଏହି ଘଟଣା କୁ ଗାଆଁ ରେ ରହୁଥିବା ଋଷିି କାନାଡେ ଦେଖି ନେଇଥିଲେ । ଋଷିି ଯେବେ ପ୍ରାତଃ ଭ୍ରମଣରେ କରୁଥିଲେ ସେତେବେଳେ ଏହି ଘଟଣା କି ଅଧିକ ଧ୍ୟାନ ଦେଇନଥିଲେ କିନ୍ତୁ କିଛି ସମୟ ପରେ ଯେବେ ସେ ଆସିଲେ ଏହି ଛବି ଦେଖି ଅବାକ୍ ହୋଇଯାଇଥିଲେ । ସବୁ ଗ୍ରାମବାସୀ ଭିଡ଼ ଲଗାଇ ଟଙ୍କା ବିଡା ବିଷୟରେ ଚର୍ଚା କରୁଥିଲେ । କିଛି ଟଙ୍କା ମଧ୍ୟ ଏହି ପୋଖରୀ ପାଖ ବୁଦା ରେ ବିଛାଇ ହୋଇ ପଡ଼ିଥିଲା ।
କରୋନା ସଂକ୍ରମଣ ର ଉଦ୍ଦେଶ୍ୟ

ସାଧାରଣତଃ ଯଦି କାହାକୁ ପାଞ୍ଚ ଶହ ଓ ଦୁଇ ହଜାର ର ଅସଲି ନୋଟ୍ ମିଳିଗଲେ ଖୁସି ହୋଇଯାଇଥାଏ କିନ୍ତୁ ଏହି ଟଙ୍କା ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି । ଲୋକ ଙ୍କ ଭାବନା ଏହା ଯେ ଏହି ନୋଟ୍ କରୋନା ସଂକ୍ରମିତ ନୁହେଁ ତ । ଏହା ଆଗରୁ ଖଡବା ରେ ପାଞ୍ଚ ଶହ ଟଙ୍କା ର କିଛି ନୋଟ୍ ରାସ୍ତା ରେ ପାଇଥିଲେ । ଏମିତି ରେ ତାହାକୁ ମଧ୍ୟ ଲୋକଙ୍କ ମନରେ କରୋନା ସଂକ୍ରମଣ ର ଆଶଙ୍କା ଥିଲା ।

ଏହି ନୋଟ୍ କୁ କିଏ ଓ କାହିଁକି ପକାଇ ଥିଲା ଏବେ ପୋଲିସ ପାଇଁ ବଡ଼ ଚୁନତୀ ବନି ଯାଇଛି । ଏହା କୌଣସି ଅପରାଧ ନା ଅନ୍ଯମନସ୍କତା ? ବର୍ତ୍ତମାନ ପୋଲିସ ଏହାର ଯାଞ୍ଚ କରୁଛି । ମୁଖ୍ୟ ଥାନା ଅଧିକାରୀ ଓ ଡିଏସପି କେତନ ଏଚ ଅଡଳକ ଅନୁସାରେ ଏହି ଘଟଣା ର ସୂଚନା ୧୦୦ ରେ ଆସିଥିବା ଫୋନ୍ ରୁ ପାଇଲୁ । କୁହାଗଲା କି କିଏ ପୋଖରୀ ପାଖରେ ନୋଟ୍ ପକାଇ ପଳାଇ ଯାଇଛି । ଯେବେ ଯାଇକି ଦେଖିଲୁ କିଛି ନୋଟ୍ କୂଳ ପାଖରେ ଜଳ ରେ ଭାସୁଛି । ନୋଟ୍ କୁ ସାନିଟାରୀ କରି ଥାନାକୁ ନେଇ ଆସିଲୁ ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *