ବିବାହ ଫିଲ୍ମ୍ ରେ ‘ ସାବଳୀ ଛୋଟୀ’ ଏବେ ବଡ଼ ହୋଇଯାଇଛନ୍ତି ଓ ଦେଖିବାକୁ ଲାଗୁଛନ୍ତି ବହୁତ୍ ସୁନ୍ଦର୍ , ଦେଖନ୍ତୁ ଚିତ୍ର

୨୦୦୬ ମସିହା ରେ ଏକ ଫିଲ୍ମ୍ ଆସିଥିଲା ‘ ବିବାହ ‘ । ସାହିଦ କାପୂର୍ ଓ ଅମୃତା ରାବ ଙ୍କ ଏହି ଫିଲ୍ମ୍ ବୋକ୍ସ ଅଫିସ ରେ ବହୁତ୍ ଚାଲିଥିଲା । ଏହି ଫିଲ୍ମ୍ ରେ ଅମୃତା ରାବ ଙ୍କ ସାବଳୀ ଭଉଣୀ ‘ଛୋଟୀ’ ମନେ ଅଛି ? ସେହି ଛୋଟୀ ଏବେ ଏବେ ଆଉ ଛୋଟୀ ହୋଇ ରହିଛି ନା ସାବଲା ହୋଇ ରହିଛି । ଏବେ ସେହି ଛୋଟୀ ଏବେ ବହୁତ୍ ବଡ଼ ଓ ସୁନ୍ଦର ଦେଖା ଯିବାକୁ ଲାଗିଛି । ‘ବିବାହ’ ଫିଲ୍ମ୍ ର ଏହି ଚରିତ୍ର କୁ ଅମ୍ରିତା ପ୍ରକାଶ ନାମ ର ଅଭିନେତ୍ରୀ କରିଥିଲେ । ଅମ୍ରିତା ଏବେ ନିଜର ନୂଆ ଲୁକ୍ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ବନିଛନ୍ତି ।

୪ ବର୍ଷ ବୟସରୁ କରୁଛନ୍ତି ଅଭିନୟ

ବିବାହ ଛଡା ଅମ୍ରିତା ପ୍ରକାଶ ‘ତୁମ ବିନ ‘ ,’ କୋଇ ମେରେ ଦିଲ୍ ସେ ହେଁ’ , ‘ଏକ ବିବାହ ଏସା ଭି’ , ‘ବି ଓ ଫେମିଲୀ’ , ନା ଜାନେ କବ ସେ’ ଭଳି ରେ କାମ କରି ସାରିଛନ୍ତି । ୨୦୦୧ ରେ ଆସିଥିବା ‘ତୁମ ବିନ’ ଫିଲ୍ମ୍ ଅମ୍ରିତା ଙ୍କ ଡେବ୍ଯୁ ଫିଲ୍ମ୍ ଥିଲା । ଏହି ଫିଲ୍ମ୍ ଦ୍ଵାରା ସେ ରାତାରାତି ଫେମସ୍ ହୋଇଯାଇଥିଲେ । ହିନ୍ଦୀ ଫିଲ୍ମ ଛଡା ଅମ୍ରିତା ମାଲାୟାଲମ୍ ଫିଲ୍ମ୍ ମଧ୍ୟ କରିଛନ୍ତି ।

ଟିଭି ଧାରାବାହିକ ରେ ମଧ୍ୟ କାମ କରିସାରିଛନ୍ତି

ଫିଲ୍ମ୍ ଓ ବିଜ୍ଞାପନ ର ଅତିରିକ୍ତ ଅମ୍ରିତା ପ୍ରକାଶ ମଧ୍ୟ ଟିଭି ସୋଜ୍ ରେ ମଧ୍ୟ କାମ କରିସାରିଛନ୍ତି । ତୁମ ବିନ ଜାଓ କାହାଁ , କ୍ୟା ହାଦସା କ୍ୟା ହକିକତ , କୋଇ ଅପନା ସା , ୟେ ହେଁ ଆଶିକୀ , ସାତ ଫେରେ – ସଲୋନୀ କା ସଫର କିଛି ଏମିତି ଟିଭି ଧାରାବାହିକ ଅଟେ । ଯେଉଁଥିରେ ଅମ୍ରିତା ପ୍ରକାଶ କାମ କରି ସାରିଛନ୍ତି ।

ମଡେଲିଙ୍ଗ୍ ମଧ୍ୟ କରନ୍ତି

ସୋସିଆଲ ମିଡିଆରେ ଅଛନ୍ତି ଏକ୍ଟିଭ

ଅମ୍ରିତା ଫିଲ୍ମ୍ ଓ ଟିଭି ରେ କାମ କରିବା ଛଡା ମଡେଲିଙ୍ଗ୍ ମଧ୍ୟ କରନ୍ତି । ଅମ୍ରିତା ର ସୁନ୍ଦରତା ଯେତେ ପ୍ରଶଂସା କରିଲେ ମଧ୍ୟ କମ ହେବ । ସେ ରସନା , ଗ୍ଲୁକୋନ ଦୀ ଓ ଡାବର ଭଳି ବଡ଼ ବ୍ରାଣ୍ଡ ପାଇଁ ମଧ୍ୟ ବିଜ୍ଞାପନ କରି ସାରିଛନ୍ତି । ଅମ୍ରିତା ପ୍ରକାଶ ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ ଏକ୍ଟିଭ ରହନ୍ତି । ସେ ପ୍ରାୟ ଦିନ ରେ ନିଜର ଫଟୋ ସେୟାର କରନ୍ତି । ଲୋକ ଙ୍କୁ ମଧ୍ୟ ଅମ୍ରିତା ଙ୍କ ଏହି ଫଟୋ କୁ ବହୁତ୍ ପସନ୍ଦ କରିଥାନ୍ତି ।

Leave a Reply

Your email address will not be published. Required fields are marked *