ସଂକ୍ରମଣ ବଢିବାର ଆଶଙ୍କା ରହିଥାଏ:
ଛେପ ପକାଇବା ପାଇଁ କିଏ ଭଲ ସ୍ଥାନ ଖୋଜିଥାଏ।ଯେଉଁଠି ଟିକେ ଫାଙ୍କା ମିଳିଲା ଛେପ ପକାଯାଇଥାଏ। ମାନେ ଲୋକ ଆଜି ପର୍ଯ୍ୟନ୍ତ ଏହିପରି ଛେପ ପକାଇଆସୁଛନ୍ତି। ଯଦି କରୋନା ଭାଇରସ ଠୁ ଵଂଚିବା ପାଇଁ ହେଲେ ସବୁ ସ୍ଥାନରେ ଛେପ ପକାଇବା ଅଭ୍ୟାସକୁ ବଦଳାଇବାକୁ ହେବ। କାରଣ ଏହି ଭାଇରସରେ ପୀଡିତ ଲୋକର ଛେପରେ ଏହି ଭାଇରସ ଏକ ମିଟର ପର୍ଯ୍ୟନ୍ତ ଦୂରରୁ ଇଂଫେକସନ କରିପାରେ। ଏହା ଆପଣଙ୍କ ଜୋତାରେ ଲାଗି ଆପଣଙ୍କ ଘରକୁ ଯାଇ ସଂକ୍ରମଣ କରିପାରେ। ଏଥିପାଇଁ ଏହିପରି ସବୁଠି ଛେପ ପକାଇବା ଅଭ୍ୟାସକୁ ଛାଡ଼ି ଦିଅନ୍ତୁ। ଆପଣଙ୍କୁ ଏହାକୁ ସଫା କରିବାକୁ ବି ପଡିପାରେ ଯେପରି ଏକ ବ୍ୟକ୍ତିକୁ କରିବାକୁ ପଡିଲା।
କଣ ଅଟେ ପୁରା ଘଟଣା:
ଆମ ସହଯୋଗୀ ” ଇଣ୍ଡିଆନ ଟାଇଂସ” ଅନୁସାରେ ଏହି ଘଟଣା ସୋମବାରକୁ ଚଣ୍ଡିଗଡ ରେ ଟ୍ରେବୁନ ଚୌକ ପାଖରେ ହୋଇଛି। ବଳଦେବ ସିଂହ ଟ୍ରାଫିକ ଅଫିସର ଯେବେ ଏକ ବାଇକରେ ଥିବା ବ୍ୟକ୍ତିକୁ ସଡକରେ ଛେପ ପକାଇବା ଦେଖି ତାକୁ ଅଟକାଇଲା। ଏହା ପରେ ବଳଦେବ ତାକୁ ପାଣି ଦେଲେ ଓ ସେ ସେହି ଛେପକୁ ସଫା କରିଥିଲା। ସେହି ବ୍ୟକ୍ତି ସହିତ ଏକ ଛୋଟ ଛୁଆ ବି ଥିଲା ସେ ଦୁଇଜଣ ହେଲମେଟ ବି ପିନ୍ଧି ନଥିଲେ।
କଣ ଅଛି ଭିଡ଼ିଓ ରେ:
#CoronavirusOutbreak | Man spits on Chandigarh road amid #coronavirus crisis, traffic marshal makes him clean it as punishment.
सड़क पर थूकना लोगों की गन्दी और पुरानी आदत है। इस पर रोक लगाने के लिए कड़े कदम, भारी जुर्माना और नागरिकों के सहयोग की जरूरत है। pic.twitter.com/ctmcJVVnb5— Dr.Deepa Sharma (@deepadoc) May 12, 2020
ଭିଡ଼ିଓରେ ଆପଣ ଟ୍ରାଫିକ ଓ ତାର ସାଥି କୁ କହିବାର ଶୁଣିପାରିବେ ” ଏପରି ରାସ୍ତାରେ ଛେପ ପକାଇବା ଠିକ ନୁହଁ ,ଛୋଟ ଛୁଆ ସହିତ ଯାଉଛି ଓ ଏହି ପରି ଭୁଲ କରୁଛି” ଏପରି ଆଉ କେବେ କରିବେନି। ଏଠି ଆମେ କାର୍ଯ୍ୟ କରୁଛୁ ଓ ଆପଣ ଏଠି ଛେପ ପକାଇ ଯାଉଛନ୍ତି। ବଳଦେବ କହିଛନ୍ତି ମୁଁ ପାଣି ବୋତଲ ନେଇଥିଲି କାରଣ ମୁଁ ଚାହୁଁଥିଲି ସେହି ବ୍ୟକ୍ତି ଛେପକୁ ପାଣି ଦ୍ବାରା ସଫା କରୁ କିନ୍ତୁ ସେ ନିଜ ହାତରେ ସଫା କଲା।
କେଉଁଠି ବି ଛେପ ପକାଇବାରୁ ବଞ୍ଚନ୍ତୁ:
Man made to clean his spit on chandigarh road.
Nice initiative. Imagining what would happen to people of UP And Bihar if this is implemented. https://t.co/5O3zxJcFE9#coronavirus— Divyadeep Walia (@WaliaDivyadeep) May 11, 2020
ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଇଣ୍ଟରନେଟର ଜନତା ଏହି ଟ୍ରାଫିକ ପୋଲିସଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି। କିଛି ଲୋକ ଲେଖିଛନ୍ତି ପୁରା ଭାରତରେ ଏପରି କରିବା ବ୍ୟକ୍ତିକୁ ଏହିପରି ଦଣ୍ଡ ମିଳିବା ଉଚିତ। ଏହି ଭାଇରସ ସମୟରେ କୌଣସି ସଂକ୍ରମିତର ଛେପ ” ବମ” ରୁ କମ ନୁହେଁ। ଏଥିପାଇଁ ଏପରି କରିବାରୁ ବଞ୍ଚନ୍ତୁ।
ଏହି ଆର୍ଟିକିଲ କୁ ଅଧିକ ଭାବେ ସେୟର କରି ସମସ୍ତଙ୍କୁ ସଚେତନ କରାନ୍ତୁ।