ଅନ୍ତରୀକ୍ଷ ବୈଜ୍ଞାନିକ ପୃଥିବୀ ପରି ଅନ୍ୟ ଏକ ଗ୍ରହ ଖୋଜିଛନ୍ତି। ଏହି ଗ୍ରହ ୨୫୦୦୦ ପ୍ରକାଶ ବର୍ଷ ଯେତିକି ଦୂରରେ ଅବସ୍ତିତ। ଏହି ଗ୍ରହରେ ଅଧିକାଂଶ ଅଂଶ ପଥର ଅଟେ କିନ୍ତୁ ଏହା ପୃଥିବୀ ସହ ପ୍ରାୟ ସମାନ ଅଟେ। ଏହି ଗ୍ରହକୁ ନିଉଜଲ୍ୟାଣ୍ଡ ୟୁନିଭରସିଟିର ବୈଜ୍ଞାନିକ ଖୋଜିଛନ୍ତି।
ବିଲିଙ୍ଗଟନ: ବୈଜ୍ଞାନିକମାନେ ଅନ୍ତରୀକ୍ଷରେ ଏକ ଗ୍ରହ ଖୋଜିଛନ୍ତି ଯାହା ପୃଥିବୀ ସହ ସମାନ। ଏହି ଗ୍ରହ ସୂର୍ଯ୍ୟର ୧୦ତମ ସ୍ଥାନ ଭଳି ବଡ ଏକ ତାରା ପରି ପରିକ୍ରମ କରୁଛି।ଏହି ଗ୍ରହ ପୃଥିବୀର ୨୫୦୦୦ ପ୍ରକାଶ ବର୍ଷ ମାପା ଯାଇଛି।
ୟୁନିଭରସିଟି ଅଫ ଫେଟର୍ବରୀର ବୈଜ୍ଞାନିକ ଏହାକୁ ଖୋଜିଛନ୍ତି:
ଏହି ଗ୍ରହକୁ ନିଉଜଲ୍ୟାଣ୍ଡ ୟୁନିଭରସିଟିର ବୈଜ୍ଞାନିକ ଖୋଜିଛନ୍ତି। ସେ ଏହି ଖୋଜିବାକୁ ଲକ୍ଷରୁ ଗୋଟେ କହିଛନ୍ତି।ଏହା ଗ୍ରହ ଅଟେ କି ନାହିଁ ଏହାର ବିବାଦ ଚାଲିଛି। ଅନ୍ୟ କିଛି ବୈଜ୍ଞାନିକ ଏହାକୁ ଏକ୍ସପ୍ଲାନେଟ କହିଛନ୍ତି।
ପୃଥିବୀ ଭଳି ଅଟେ ଏହି ଗ୍ରହ:
ଏହି ଅନ୍ତରୀକ୍ଷ ବୈଜ୍ଞାନଙ୍କ କହିଛନ୍ତି ଆଜି ପର୍ଯ୍ୟନ୍ତ ୪୦୦୦ ଏକ୍ସପ୍ଲାନେଟ ଖୋଜା ଯାଇଛି। ଯାହା ମଧ୍ୟରେ ଅଧିକ ପଥର ଅଟନ୍ତି କମ ପୃଥିବୀ ପରି ଅଟନ୍ତି। ସେ ଏହା ବି କହିଛନ୍ତି ଏହି ଗ୍ରହ ଯେଉଁ ତାରାର ପରିକ୍ରମା କରୁଛି ତାର ପ୍ରକାଶ ଏତେ ଅଧିକ କି ଏହି ଗ୍ରହକୁ ଚିହ୍ନି ହେଉନାହିଁ।
ଗ୍ରହ ଚିହ୍ନିବାକୁ ଲାଗିଲା ପାଞ୍ଚ ଦିନ:
ବୈଜ୍ଞାନିକ କହିଛନ୍ତି ଏହି ଗ୍ରହ ସେହି ଦିଗରେ ପରିକ୍ରମା କରୁଛି ଯେଉଁଠି ଅଧିକାଂଶ ତାରା ଅଛନ୍ତି। ଏଥିପାଇଁ ଏହା ଭବିଷ୍ୟତରେ ହୋଇପାରେ ଏହି ଗ୍ରହ ଗୋଟେ ତାରା ଛାଡ଼ି ଅନ୍ୟ ତାରାରେ ପରିକ୍ରମା କରିପାରେ। ବୈଜ୍ଞାନିକ କହିଛନ୍ତି କମ ଆଲୁଅରେ ଏହି ଗ୍ରହକୁ ଦେଖିବାକୁ ଆମକୁ ପାଞ୍ଚ ଦିନ ଲାଗିଗଲା।
ଏପରି ଗ୍ରହକୁ ଚିହ୍ନିଲେ:
ବହୁତ ଦିନ ତାରାଙ୍କୁ ଦେଖିବାବେଳେ ତାଙ୍କୁ ସେହି ଗ୍ରହ ଦେଖାଗଲା। ପ୍ରଥମେ ତାଙ୍କୁ ଲାଗିଥିଲା କି ଏହା ଏକ ଛୋଟ ଛୋଟ ଗ୍ରହ ପରିକ୍ରମା କରୁଛନ୍ତି ପରେ ଜଣା ପଡିଲା କି ଏହା ଏକ ଗ୍ରହ ଯାହା ତାରାଙ୍କ ପରିକ୍ରମା କରୁଛି।
ଏହି ଗ୍ରହରେ ଏକ ବର୍ଷ ୬୧୭ ଦିନ ସହ ସମାନ:
ସେ ଏହା ବି କହିଛନ୍ତି ଏହା ଯେଉଁ ତାରାର ପରିକ୍ରମା କରୁଛି ତାହାର ଦୁଶ୍ୟମାନ ସୂର୍ଯ୍ୟର ୧୦ ଭାଗ ଯେବେକି ଏହା ପୃଥିବୀ ଓ ନେପଚୁନ ମଝିରେ ଅବସ୍ତିତ। ଆମ ସୌର ଜଗତ ଅନୁସାରେ ଏହି ଗ୍ରହର ଅବସ୍ତୁତି ପୃଥିବୀ ଓ ଶୁକ୍ର ଯେତେ ଦୂର ସେତିକିରେ ଅବସ୍ତିତ। ଏହା ଠାରେ ଏକ ବର୍ଷ ପୃଥିବୀର ୬୧୭ ଦିନ ସହ ସମାନ ଅଟେ।
ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |