ରାଣା ଡଙ୍ଗୁବାତି ଫିଲ୍ମ ବାହୁବଳୀରେ ବହ୍ଲାଲ ଦେବ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ସେହି ନେଗେଟିଭି ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା।
ଫିଲ୍ମ ବାହୁବଳୀରେ ବହ୍ଲାଲ ଦେବ ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ରାଣା ଡଙ୍ଗୁବାତି ନିଜ ନିର୍ବନ୍ଧର ଘୋଷଣ କରି ଏହି କଥାକୁ ସର୍ବ ସମୂଖରେ ପ୍ରକାଶ କରିଛନ୍ତି। ଏହି ବାହୁବଳୀ ତାରକା ନିଜ ଗାର୍ଲଫ୍ରେଣ୍ଡ ମିହୀକାଙ୍କ ଫୋଟୋ ସୋସିଆଲ ମିଡିଆରେ ସେୟାର କରି ଏହି କଥାର ସୂଚନା ଦେଇଛନ୍ତି। ମିହୀକା ଜଣେ ଶିଳ୍ପପତି ଅଟନ୍ତି। ସେ ରାଣାଙ୍କ ପ୍ରସ୍ତାବକୁ ହଁ କରିଛନ୍ତି।
ଯେମିତି ରାଣା ଏହି ଫୋଟୋ ସେୟାର କରିଛନ୍ତି ବହୁତ ପ୍ରସିଦ୍ଧ କଳାକାର ଏହି ନୂଆ ଯୋଡ଼ିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ମୃତି ହାସନ ଲେଖିଛନ୍ତି ”ଅଭିନନ୍ଦନ”।
https://www.instagram.com/p/CAFjFH9D4XE/?utm_source=ig_embed
And she said Yes 🙂 ❤️ pic.twitter.com/iu1GZxhTeN
— Rana Daggubati (@RanaDaggubati) May 12, 2020
Today's sweetest news at lockdown time ❤️❤️❤️ #MiheekaBajaj @RanaDaggubati
Congratulations Rana #ranadaggubati pic.twitter.com/gk5OjykPrT— Hinduja Ashok (@Hindu45736928) May 12, 2020
https://twitter.com/SaiSunil452/status/1260178875130056706?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260178875130056706&ref_url=https%3A%2F%2Fwww.indiatv.in%2Fentertainment%2Fbollywood-baahubali-fame-rana-daggubati-proposes-to-girlfriend-mihika-bajaj-trending-on-twitter-710267
ଅନୀଲ କପୁର ଲେଖିଛନ୍ତି ”ଅଭିନନ୍ଦନ ମୋର ପୁଅ ମୁଁ ତୁମ ଦୁହିଁଙ୍କ ପାଇଁ ବହୁତ ଖୁସି”।
ସାମାନଥା ପ୍ରଭୁ, ହଂସୀକା ମୋଟବାନି, ତମନା ଭାଟିଆ, ଆଦି ବି ରାଣା ଓ ମିହୀକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ରାଣାଙ୍କ ଅତି ଭଲ ସାଙ୍ଗ ତେଲଗୁ କଳାକାର ରାମ ଚରଣ ବି ସୁନ୍ଦର ଫୋଟୋ ସହ ଅଭିନନ୍ଦନ ଜଣାଇଛନ୍ତି।ଟ୍ଵିଟରରେ ରାଣାଙ୍କୁ ଭଲ ପାଇବା ସହିତ ଅଭିନନ୍ଦନ ଜଣାଉଛନ୍ତି। #CongratulationsRana ଟ୍ଵିଟରରେ ଟ୍ରେଣ୍ଡ ହେଉଛି।
ଏହା ପୂର୍ବରୁ ରାଣା ,ତ୍ରିସା କୃଷ୍ଣନଙ୍କ ସହିତ ସମ୍ପର୍କରେ ଥିଲେ। ୩୫ ବର୍ଷୀୟ ଅଭିନେତା କହିଛନ୍ତି ” କଫି ଉଇଥ କରନ” ରେ ନିଜ ବ୍ରେକପ ବିଷୟରେ ସେ କେବଳ ମୋର ଭଲ ବନ୍ଧୁ। ଆମେ ଲମ୍ବା ସମୟରୁ ବନ୍ଧୁ ଥିଲୁ ଓ କିଛି ସମୟ ଡେଟ ବି କରିଥିଲୁ ଏବଂ ସେ କହିଛନ୍ତି ଏହା ସବୁ ସଫଳ ହେଲାନି। ରାକୁଲ କହିଛନ୍ତି ସେ ଓ ରାଣା ପଡୋଶୀ ଅଟନ୍ତି। ରାଣା ମୋର ଅତି ଭଲ ବନ୍ଧୁ, ସେ କେବେଠୁ ମୋର ଭଲ ବନ୍ଧୁ ଯେବେଠୁ ମୁ ମୋର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲି।
ଏବେର କଥା କହିବା ତ ରାଣା ଡ଼ଙ୍ଗୁବାତି ବହୁତ ଶୀଘ୍ର ” ହାତୀ ମେରା ସାଥି” ଫିଲ୍ମରେ ନଜର ଆସିବେ। ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |