ଆପଣଙ୍କ ସହିତ ଏହିପରି ଘଟଣା ଘଟୁଛି କି ? ସତର୍କ ହୋଇଯାନ୍ତୁ କାରଣ ଏହା କାଳସର୍ପ ଦୋଷର ଲକ୍ଷଣ

ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣଙ୍କୁ ଓଡ଼ିଆ ନିଉଜ ପୋର୍ଟାଲ କୁ ସ୍ୱାଗତ | ଆଜି ଆମେ ଆପଣଙ୍କୁ ଏଠି କାଳସର୍ପ ଦୋଷ ବିଷୟରେ କହିବୁ କି କେଉଁ ସବୁ ଲକ୍ଷଣ ଦେଖିଲେ ଆପଣ ଜାଣି ପାରିବେ ଆପଣଙ୍କର କାଳସର୍ପ ଯୋଗ ଚାଲିଛି |

କାଳ ସର୍ପ ଦୋଷ ଏହି ଲକ୍ଷଣରୁ ଜାଣନ୍ତୁ :

ଯଦି ଆପଣଙ୍କୁ ବିନା କାରଣରେ ଅନ୍ୟର ଭୁଲ ପାଇଁ ଦୋଷୀ ମାନାଯାଉଥାଏ । ଅଥବା ଆପଣଙ୍କୁ ବାରମ୍ବାର ଭୟଙ୍କର ସ୍ବପ୍ନ ଆସେ । ବା ହୋଇପାରେ ଆପଣଙ୍କୁ ବାରମ୍ବାର କୌଣସି ଘଟଣାର ସାମ୍ନା କରିବାକୁ ପଡିଥାଏ । ଯଦି ଆପଣଙ୍କ ସହିତ ଏପରି ହେଉଛି ତେବେ ଆପଣ ସତର୍କ ହୋଇଯାନ୍ତୁ । ଏହା କୁଣ୍ଡଳି ରେ କାଳସର୍ପ ଯୋଗ ଥିବାର ସଂକେତ ଦେଇଥାଏ । ଏହା ସହିତ ଏମିତି କିଛି ଉପାୟ ମଧ୍ୟ ରହିଛି ଯାହାଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ ।

ଏହି ପରି ଆପଣ ଜାଣିପାରିବେ କୁଣ୍ଡଳୀର କାଳସର୍ପ ଦୋଷ :

google

ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀର କାଳସର୍ପ ଯୋଗ ଥିବା ତେବେ ତାଙ୍କୁ ଖରାପ ସ୍ବପ୍ନ ଦେଖା ଯାଏ । ଏହା ବ୍ୟତୀତ ସେ ବିଣାକାରଣରେ ସବୁବେଳେ ଚିନ୍ତାଗ୍ରସ୍ତ ରହନ୍ତି । ସେମାନଙ୍କୁ ସ୍ବପ୍ନ ରେ ସାପ ଦେଖାଯଏ । ଏବଂ ସ୍ୱପ୍ନରେ କୋଣପPପସିଲମସିସି ନା କୌଣସି ଲୋକଙ୍କ ମୃତ୍ୟୁ ବିଷୟରେ ସ୍ବପ୍ନ ଦେଖନ୍ତି।

ଏମାନଙ୍କ ସଂଖ୍ୟା ରେ ଇଜଫା ହୋଇଥାଏ :

ଜ୍ୟୋତିଷ ଙ୍କ ଅନୁସାରେ ଯଦି କୌଣସି ଵ୍ୟକ୍ତିଙ୍କ କୁଣ୍ଡଳୀର କାଳସର୍ପ ଦୋଷ ଥାଏ ତେବେ ତାଙ୍କର ବିରୋଧୀ ଅଧିକ ହୋଇଥାନ୍ତି। ଆଉ ମଧ୍ୟ କୌଣସି ଆସାଧ୍ୟ ରୋଗର ସାମ୍ନା କରିବାକୁ ପଡିପାରେ । ଯାହାର ଯଥା ସମ୍ଭବ ଚିକିତ୍ସା କଲେ ମଧ୍ୟ ଏହାର କୌଣସି ଲାଭ ମିଳିନଥାଏ । କୁହାଯାଏ କି ଯଦି ଏହି ସମସ୍ତ ଲକ୍ଷଣ ଦେଖାଯାଏ ତେବେ ମାନି ନିଆନ୍ତୁ କି ଏହା କାଳ ସର୍ପ ଦୋଷର ଲକ୍ଷଣ ।

ଏହି ପରି ଭାବରେ ଦୁର ହୋଇଥାଏ କାଳସର୍ପ ଦୋଷ :

ଜ୍ୟୋତିଷ ଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ କାଳ ସର୍ପ ଦୋଷ ରହିଥାଏ ତେବେ ତାଙ୍କୁ ପ୍ରତିଦିନ ନିୟମିତ ଭାବରେ ଶ୍ରୀ ବିଷ୍ଣୁ ଙ୍କ ଉପାସନା କରିବାକୁ ପଡିବ। କୁହାଯାଏ କି ଏପରି କରିବା ଦ୍ୱାରା କାଳସର୍ପ ଦୋଷ ଦୂର ହୋଇଯାଏ । ଏହା ବ୍ୟତୀତ ଗୋମେଦ ବା ରୂପା ଧାତୁରେ ତିଆରି ନାଗ ଆକୃତିର ବାଲି ଆଙ୍ଗୁଠି ପିନ୍ଧିବା ଉଚିତ । ଏହା ମଧ୍ୟ କାଳସର୍ପ ଦୋଷକୁ ଦୁର କରିଥାଏ ।

ଏହି ଉପାୟ ମଧ୍ୟ କରିପାରିବେ :

google

କାଳସର୍ପ ଦୋଷରୁ ବଞ୍ଚିବାପାଇଁ ଶନିବାର ଦିନ ପ୍ରବାହୀତ ପାଣିରେ ଅଳ୍ପ କୋଇଲା ଭସାଇ ଦେଲେ କାଳସର୍ପ ଦୋଷରୁ ହୋଇଥିବା ଅସୁବିଧା ଦୁର୍ହୋଇଯିବ । ବିଦ୍ୱାନ ମାନେ କହନ୍ତି ଜଟା ଥିବା ନଡ଼ିଆ ଓ ମସୁରି ଡାଲି ପ୍ରବାହିତ ପାଣିରେ ବିସର୍ଜନ କଲେ ଏହା କାଳସର୍ପ ଦୋଷ ଦୁର କରିଥାଏ ।

କାଳସର୍ପ ଦୋଷ :

ଜ୍ୟୋତିଷଙ୍କ ଅନୁସାରେ କାଳସର୍ପ ଦୋଷ ଦୁର କରିବାକୁ ସତେଜ ମୂଳା ଦାନ କରିପାରନ୍ତି । ଏହା ବ୍ୟତୀତ ଘର ଏବଂ ଦୋକାନରେ ମୟୁର ପର ଲଗାଇବା ଉଚିତ । ଯଦି ରାହୁ-କେତୁ ଙ୍କ ଜପ ଓ ଅନୁଷ୍ଠାନ କରାଯାଏ ଏବେ ମଧ୍ୟ କାଳସର୍ପ ଦୋଷରୁ ହେଉଥିବା ସମସ୍ୟା ଦୁର ହେବ । ଏହ ସହିତ ନାଗପଞ୍ଚମି ବ୍ରତ ଏବଂ ନାଗ ପ୍ରତିମାର ଆଙ୍ଗୁଠି ଧାରଣ କରିବା ଉଚିତ । ଏହା ସହିତ ଆଲ୍ଲାହବାଦ ସଙ୍ଗମ କିମ୍ବା ନାସିକ ପାଖରେ ଥିବା ତ୍ରୟମ୍ବକେଶ୍ୱର ଠାରେ ଯଦି ପୂଜା ଅନୁଷ୍ଠାନ କରାଯାଏ ତେବେ ମଧ୍ୟ କାଳସର୍ପ ଦୋଷ ମଧ୍ୟ ଦୂର ହୋଇଯାଏ ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *