କରୋନାରେ ଠିକ ହୋଇ ଘରକୁ ଫେରୁଥିବା ପୁରୁଷଙ୍କୁ ଡାକ୍ତର କରିଛନ୍ତି ଅନୁରୋଧ, କିଛି ଦିନ ନିଜ ସାଥି ଙ୍କ ଠୁ ଦୁରେଇ ରୁହନ୍ତୁ, ନହେଲେ ଅଶୁବିଧା ରେ ପଡିବ।

କରୋନା ଭାଇରସ ପୁରା ଦୁନିଆରେ ପ୍ରଳୟ ସୃଷ୍ଟି କରିଛି। ଏବେ ପଯ୍ୟନ୍ତ ଏହି ଭାଇରସ ଦ୍ବାରା ପୁରା ଦୁନିଆରେ ୪୨ ଲକ୍ଷ ୫୫ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ୨ ଲକ୍ଷ ୮୭ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ଭାଇରସ ପୁରା ଦୁନିଆକୁ ନିଜ କାବୁରେ ନେଇସାରିଛି। ଏହି ଭାଇରସ ର ଏବେ ପର୍ଯ୍ୟନ୍ତ କୌଣସି ଭାକ୍ସିଂନ ବାହାରିନାହିଁ। ଏବେ ନୂଆ ରିସର୍ଚ୍ଚ ଅନୁସାରେ ଜଣାପଡିଛି କି ପୁରୁଷଙ୍କ ଶୁକ୍ରାଣୁରେ ଏହି ଭାଇରସ ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ। ଏହି କଥା ବି ଜଣା ପଡିଛି କି ଏହି ଭାଇରସ ସେକ୍ସ ଦ୍ବାରା ବି ବ୍ୟାପିଥାଏ।

ଚୀନ ଉପରେ ଏହି ଭାଇରସ ର କିଛି ତଥ୍ୟ ଲୁଚାଇଥିବାର ଅଭିଯୋଗ ଆସିଛି। ଚୀନ ଏହି ତଥ୍ୟ ବହୁ ଦିନ ଲୁଚାଇଥିଲା କି ଏହି ଭାଇରସ ମଣିଷରୁ ମଣିଷ ଦ୍ବାରା ବ୍ୟାପିଥାଏ।

ଏହା ପରେ ପ୍ରମାଣ ହେଲା କି କରୋନା କାଶିବା ବା ଛିଙ୍କିବା ଦ୍ବାରା ଅନ୍ୟ ଲୋକଙ୍କୁ ବ୍ୟାପିଥାଏ। ଏବେ ଚୀନର କିଛି ବୈଜ୍ଞାନିକ ଦାବି କରିଛନ୍ତି କି ଏହି ଭାଇରସ ଶାରୀରିକ ସମ୍ପର୍କ ଦ୍ବାରା ବି ବ୍ୟାପିଥାଏ।

ଏହି ରିସର୍ଚ୍ଚ ଚୀନର ଏକ୍ସପଟ କରିଥିଲେ।ଏହି ପରୀକ୍ଷା ରେ ଏହି ଭାଇରସ ରେ ପୀଡିତ ୩୮ ଲୋକଙ୍କ ସାମ୍ପୁଲ ନିଆଯାଇଥଲା। ଏମାନଙ୍କ ମଧ୍ୟରେ କିଛି ଭଲ ହୋଇଥିଲେ ଓ କିଛି ପୀଡିତ ଥିଲେ।

ଏହି ସାମ୍ପୁଲରେ ପ୍ରତି ୬ ରୁ ୧ ଶୁକ୍ରାଣୁ ରେ ଭାଇରସ ମିଳିଲା। ଏମାନଙ୍କ ମଧ୍ୟରେ ସେ ବି ସାମିଲ ଥିଲେ ଯେଉଁମାନେ ମାନେ ଭଲ ବି ହୋଇଯାଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲା।

ଏହି ରେଜଲ୍ଟ ଦୁନିଆର ସବୁ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଦେଇଛି। ଏହା ପୂର୍ବରୁ ଏୟର ଇବୋଲା ଭଳି ସଂକ୍ରମଣ ଭି ଶୁକ୍ରାଣୁ ଦ୍ବାରା ବ୍ୟାପିଥିବା ଜଣା ପଡ଼ିଛି।

ଏହା ପରେ ଡାକ୍ତର ଭଲ ହୋଇ ଘରକୁ ଯାଉଥିବା ଲୋକଙ୍କୁ ଅନୁରୋଧ କରିଛନ୍ତି କି କିଛି ଦିନ ପର୍ଯ୍ୟନ୍ତ ନିଜ ସାଥିଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବାକୁ।

ଏହି ରିସର୍ଚ୍ଚ ଆଧାରରେ ଏହାର ପୁରା ସମ୍ଭାବନା କି ସେ-କ୍ସ ଦ୍ବାରା ବି ସାଥିକୁ ବି ଏହି ଭାଇରସ ହେବ।

କହିରଖିବୁକି ଏବେ ପର୍ଯ୍ୟନ୍ତ ଏହି ଭାଇରସ ଦ୍ବାରା ପୁରା ଦୁନିଆସାରା ୪୨ ଲକ୍ଷ ୫୬ ହଜାର ଲୋକ ପୀଡିତ ହୋଇଥିବା ବେଳେ ୧୫ ଲକ୍ଷ ୨୭ ହଜାର ଭଲ ହୋଇ ଘରକୁ ଫେରିଛନ୍ତି।

ଏବେ ଶୁକ୍ରାଣୁରେ ବି ଏହି ଭାଇରସ ମିଳିବା ପରେ ଏହି କଥା ର ଦାବି କରାଯାଉଛି କି ଠିକ ହୋଇଥିବା ପୁରୁଷ ଘରକୁ ଯାଇ ନିଜ ସାଥି ସହିତ ଶାରୀରିକ ସମ୍ପର୍କ ରଖିବ ତ ସାଥି ବି ଏହା ଦ୍ବାରା ପୀଡିତ ହୋଇଯିବେ।

Leave a Reply

Your email address will not be published. Required fields are marked *