ହରିଡା ଔଷଧୀୟ ଗୁଣ ରେ ପରିପୂର୍ଣ୍ଣ ହୋଇଥାଏ ତାହା ଶୁଖି ଯିବା ପରେ ଏହାକୁ ତ୍ରିଫଳା ଗୁଣ୍ଡ ତିଆରି କରିବାରେ ବ୍ୟବହାର କରାଯାଇଥାଏ । ତ୍ରିଫଳା ଗୁଣ୍ଡ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ସେମିତି ହରିଡା ରୁ ମଧ୍ୟ ତେଲ ବାହାର କରାଯାଏ । ଏହି ତେଲକୁ ସେବନ କରିଲେ ଓ ଏହାର ବ୍ୟବହାର ଆମ ଶରୀରକୁ ବହୁତ୍ ପ୍ରକାର ଲାଭଦାୟକ ଫାଇଦା ଦେଇଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଏଠାରେ କହିବୁ ଯାହା ଫଳରେ ଆପଣ ମଧ୍ୟ ଏହାକୁ ବ୍ୟବହାର କରି ସୁସ୍ଥ ରହି ପାରିବେ । ହରିଡା ର ତେଲ ଆପଣଙ୍କୁ ତେଜରାତି ଦୋକାନ ରେ ସହଜରେ ମିଳି ଯିବ ।
ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ

ଯଦି ଆପଣ ନିଜର ମୁଁହ ରେ କୌଣସି ପ୍ରକାର ବ୍ୟାକ୍ଟେରିଆ ନ ହେଉ ବୋଲି ଚାହୁଁଛନ୍ତି ତେବେ ଏହାକୁ ମୁହଁରେ ବ୍ୟବହାର କରି ପାରିବେ । ବୈଜ୍ଞାନିକ ଅନୁସନ୍ଧାନ ଅନୁସାରେ ମଧ୍ୟ ଏହି କଥାର ପ୍ରମାଣ ରହିଛି । ହରିଡା ତେଲ ରେ ଆଣ୍ଟି ବ୍ୟାକ୍ଟେରିଆ ଏକ୍ଟିଭିଟି୍ ପାଇଥାଉ ଯାହା ମୁଁହ ରେ ଥିବା ବ୍ୟାକ୍ଟେରିଆ କୁ ମାରିବା ର କ୍ଷମତା ରଖିଛି । ଏହି ଗୁଣ କୁ ଧ୍ୟାନ ରେ ରଖି ଆପଣ ମଧ୍ୟ ନିଜ ମୁହଁରେ ହରଡ ତେଲ ବ୍ୟବହାର କରି ପାରିବେ ।
ସୁସ୍ଥ ଦାନ୍ତ

ଆଣ୍ଟି ବ୍ୟାକ୍ଟେରିଆ ଏକ୍ଟିଭିଟି୍ ଥିବା କାରଣ ରୁ ଏହା ନିଶ୍ଚିତ ରୂପରେ ଦାନ୍ତ କୁ ସଫା କରିବା ପାଇଁ ବହୁତ୍ କାମ ରେ ଆସିଥାଏ । ଆପଣ ଚାହିଁଲେ ପୁଲିଙ୍ଗ ରୂପରେ ହରିଡା ତେଲ ର ବ୍ୟବହାର କରି ପାରିବେ । କିମ୍ବା ଦାନ୍ତ ର ମଝିରେ ଯାଇ ସେଠାରେ ଥିବା ବ୍ୟାକ୍ଟେରିଆ କୁ ମାରି ଆପଣଙ୍କ ଦାନ୍ତ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଏକ୍ଟିଭିଟି୍ ଦନ୍ତମାଢି କୁ ଶକ୍ତ କରିବାର କାମ କରିଥାଏ ।
ମୁଁହ ପାଇଁ ଲାଭଦାୟକ

ମୁଁହ ରେ ବ୍ୟବହାର କରିବା ପାଇଁ ଯଦି ଆପଣ ହରିଡା ତେଲ ବ୍ୟବହାର କରୁଛନ୍ତି ତେବେ ଏହା ନିଶ୍ଚିତ ରୂପରେ ଫାଇଦା ମିଳିଥାଏ । ଏହି ତେଲ ରେ ଆଣ୍ଟି ଅକ୍ସିଡେଣ୍ଟ୍ ଏକ ବିଶେଷ ପ୍ରକାର ର କ୍ରିୟା ହୋଇଥାଏ ଯାହା ଆମର ମୁଁହ ସହ ସିଧା ସମ୍ଭଦ ରଖିଥାଏ । ଏହା ମୁଁହ କୁ ଉଜ୍ଜଳ କରେ ଓ ଆଣ୍ଟି ଏଜିଙ୍ଗ୍ ପ୍ରଭାବ କୁ କମ କରିବା ସହିତ ମୁହଁର କସାବ ଉତ୍ପନ୍ନ କରିଥାଏ । ଏହି କଥା କୁ ଧ୍ୟାନ ରେ ରଖି ମୁଁହ ସମ୍ଭଦୀୟ ଫାଇଦା ପାଇଁ ଆପଣ ହରିଡା ତେଲ ର ବ୍ୟବହାର ନିଜର ମୁଁହ ରେ କରିପାରନ୍ତି ।
ମୁଣ୍ଡ ବ୍ୟଥା କୁ ଭଲ କରିବା ପାଇଁ
ମୁଣ୍ଡ ବ୍ୟଥା ର ସମସ୍ୟା ରେ ବହୁତ ଲୋକ ଚିନ୍ତିତ ହେଉଥାନ୍ତି । ଏହା ଅଧିକ ଚିନ୍ତା ନେବା କାରଣରୁ କେବେ କେବେ ମେଡିକାଲ କଣ୍ଡିସୋନ୍ କାରଣରୁ ମଧ୍ୟ ହୋଇଥାଏ । ଯଦି ଆପଣ ମଧ୍ୟ ମୁଣ୍ଡ ବ୍ୟଥା ସମସ୍ୟା ରେ ପୀଡ଼ିତ ଅଛନ୍ତି ତେବେ ହରିଡା ତେଲ ର ବ୍ୟବହାର ଆପଣଙ୍କ ପାଇଁ ବହୁତ୍ ଉପକାରୀ ହୋଇଥାଏ । ହରିଡା ତେଲ ରେ ଯନ୍ତ୍ରଣା ଦୂରକାରୀ ଗୁଣ ପାଇଥାଉ । ଏହା ସହ ଏଥିରେ ଥିବା ସୂଦିଙ୍ଗ ର ପ୍ରଭାବ ମୁଣ୍ଡବ୍ୟଥା କୁ କମ କରିବା ଓ ଆପଣଙ୍କ ମୁଣ୍ଡ କୁ ଶାନ୍ତ ରଖିବା ରେ ବହୁତ୍ ସାହାଯ୍ୟ କରିଥାଏ ।
ସେକ୍ସସୁଆଲ ଇନଫେକସନ୍ ରୁ ରକ୍ଷା କରିଥାଏ
ଖୋଲା ଜାଗା ରେ ପରିସ୍ରା କରିବା ଫଳରେ ଇନଫେକସନ୍ ହୋଇଥାଏ । ଏହାଛଡା ସେକ୍ସସୁଆଲ ଆକ୍ଟିଭିଟି୍ ଦ୍ୱାରା ମଧ୍ୟ ଆପଣ ସଂକ୍ରମିତ ହୋଇପାରନ୍ତି । ସେମିତି , ଡାକ୍ତରୀ ଅଧ୍ୟୟନ ଦ୍ଵାରା ଏହି କଥା ର ପ୍ରମାଣ ଅଛି କି ହରିଡା ତେଲ ର ବ୍ୟବହାର ସେକ୍ସସୁଆଲ ଆକ୍ଟିଭିଟି୍ ସମୟରେ ସଂକ୍ରମଣ ର ବିପଦ ରୁ ଆପଣଙ୍କୁ ବଞ୍ଚାଇ ଥାଏ ।
କ୍ୟାନସର କୋଷ କୁ ବଢିବା ରୁ ରୋକିଥାଏ
କ୍ୟାନସର ରେ ପୀଡ଼ିତ ର ମୁଖ୍ୟ କାରଣ କ୍ୟାନସର କୋଷ ହୋଇଥାଏ । ଏହା ଧୀରେ ଧୀରେ ବଡ଼ ହୋଇଥାଏ ଓ ଏହା ପରେ ଶରୀର ର କୌଣସି ଗୋଟେ ଅଙ୍ଗ ରେ ବଡ ରୂପ ଧାରଣ କରିଥାଏ । ଯଦି ଆପଣ ଖାଇବା ସାହାଯ୍ୟ ରେ ଆପଣ ହରିଡା ତେଲ ସେବନ କରୁଛନ୍ତି ତେବେ ଏହା କ୍ୟାନସର କୋଷ କୁ ରୋକିବା ପାଇଁ ସକ୍ରିୟ ରୂପରେ କାର୍ଯ୍ୟ କରିଥାଏ । ବୈଜ୍ଞାନିକ ଅଧ୍ୟୟନ ଅନୁସାରେ ମଧ୍ୟ ଏହି କଥା ର ପ୍ରମାଣ କରାଯାଇ ସରିଛି । ଏହା ପାଇଁ କ୍ୟାନସର ଭଳି ଗମ୍ଭୀର ରୋଗ ରୁ ବଞ୍ଚି ରହିବା ପାଇ ଆପଣ ସପ୍ତାହରେ ଅତି କମ ରେ 2 ଥର ଏହି ତେଲ କୁ ସେବନ କରନ୍ତୁ ।
ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |