ରଶୁଣ ଚା ପିଇବା ଦ୍ୱାରା ରକ୍ତଚାପ ଓ ଡାଇବେଟିସ ହୋଇଥାଏ ନିୟନ୍ତ୍ରିତ, ମୋଟାପଣ ରୁ ବି ମିଳିଥାଏ ମୁକ୍ତି

ରଶୁଣର ସେବନ ଆମକୁ ବହୁତ ସାରା ଲାଭ ଦେଇଥାଏ ଏହା ସମସ୍ତଙ୍କୁ ଜଣା ଅଛି | ପ୍ରାୟତ ସମସ୍ତେ କହିଥାନ୍ତି ଯଦି ଆପନକାଙ୍କର କୋଲେଷ୍ଟ୍ରୋଲ ବଢିଛି ତେବେ କଂଚା ରଶୁଣର କିଛି ପାଖୁଡା ସେବନ କରନ୍ତୁ | ଓଜନ ଏବଂ ବ୍ଲଡ଼ ପ୍ରେସର ନିୟନ୍ତ୍ରିତ ପାଇଁ ଏହାର ପ୍ରୟୋଗ ଅତି ଚମତ୍କାର ବୋଲି ମାନାଯାଇଥାଏ | ରସୁଣ ଖାଦ୍ୟରେ ଖାଇବା ଦ୍ୱାରା ସ୍ୱାଦ ମଧ୍ୟ ବଢିଥାଏ, କଣ ଆପଣ ଜାଣିଛନ୍ତି କି ଯଦି ଆପଣ ରଶୁଣରେ ପ୍ରସ୍ତୁତ ଚା ପିଅନ୍ତି ଆପଣାକୁ ବହୁତ ଲାଭ ମିଳିବ | ରଶୁଣ ଚା ପିଇବା ଦ୍ୱାରା ଆମ ଶରୀରର ଇମ୍ୟୁନିଟି ବଢିଥାଏ ଓ ଶରୀରୁ ଇମଫସସନ ମଧ୍ୟ ଦୂର ହୋଇଥାଏ | ରଶୁଣରେ ପ୍ରସ୍ତୁତ ହୋଇଥିବା ଏହି ଚା ଏକ ଔଷଧ ଭଳି ଆମ ଶରୀର ପାଇଁ କାମକରିଥାଏ |

ରଶୁଣ ଚା କେମିତି ପ୍ରସ୍ତୁତ କରିବେ ?

ରଶୁଣ ଚା ପ୍ରସ୍ତୁତ କରିବା ବହୁତ ସହଜ ଅଟେ | ସର୍ବ ପ୍ରଥମେ ୧ ଗ୍ଲାସ ପାଣି ଗରମ କରନ୍ତୁ ଏବଂ ସେଥିରେ କିଛି ଅଧା ଓ ରଶୁଣ ଛେଚିକି ପକାନ୍ତୁ | ଓ ଏହି ପାଣିକୁ ୨ୟ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ |ଯେତେବେଳେ ଏହା ଭଲ ଭାବରେ ଫୁଟିଯିବ ଏହାକୁ ତଳକୁ ଓଲ୍ହେଇ ଥଣ୍ଡା କରି ଭଲ ଭାବରେ ଛାଙ୍କି ଦିଅନ୍ତୁ | ଏବଂ ଏବେ ଏଥିରେ ସୁଦ୍ଧା ମହୁ ଏବଂ କିଛି ଲେମ୍ବୁ ରସ ପକେଇ ଦିଅନ୍ତୁ | ଏଥିରେ ଆପଣ ପୋଦିନା ପତ୍ର ବି ପକେଇ ପାରିବେ, ବାସ ହୋଇଗଲା ଆପଙ୍କ ଚା ପ୍ରସ୍ତୁତ |

ରସୁଣକୁ ଚା କରି ପିଇବାର ଫାଇଦା:

ରଶୁଣ ଚା ପିଇବାଦ୍ୱାରା ଡାଇବେଟିସ ନିଆନ୍ତ୍ରିତ ହୋଇଥାଏ | କୋଲେଷ୍ଟ୍ରୋଏଲ କାମ ହୋଇଥାଏ, ଏଥିରେ ଡାଇବେଟିସ କାମ କରିବାରେ ସାହାଯ୍ୟ କରିଥାଏ | ରଶୁଣରେ ଆଣ୍ଟିଆକ୍ସିଡେଣ୍ଟ ରହିଥାଏ ଯେଉଁଥିରେ ଇନ୍ସୁଲିନସ ର ମାତ୍ର ବି ବଢ଼େଇ ଥାଏ | ବ୍ଲଡ଼ପ୍ରେସର ରୋଗୀଙ୍କୁ ରଶୁଣ ଚା ପିଇବାକୁ କୁହାଯାଇଥାଏ | ଏଥିରେ ରକ୍ତ ପତଳା ହୋଇଥାଏ ଓ ଏଥିରେ ରକ୍ତ ସଂଚାଳନ ସଠିକ ଭାବରେ ଚାଲିବାକୁ ଲାଗିଥାଏ |

ରଶୁଣରେ ପ୍ରସ୍ତୁତ ଚା ପିଇବା ଦ୍ୱରା ଆମ ଶରୀରର ମାତା ପାନ ମଧ୍ୟ ଦୂର ହୋଇଥାଏ ଯାହା ଆଜିକାଲି ପ୍ରତେକ ମଣିଷ ଚାହୁଁଛି କେଉଁଭଳି ଭାବରେ ଅତି ସରଳ ଭାବରେ ମେଦ ବହୁଳତା ଦୂର ହୋଇ ପାରିବ | ଏହି ସରଳ ଉପାୟ ସେହି ମାନଙ୍କ ପାଇଁ ନିହାତି ଲାଭ ଦାୟକ ରହିବ | ଏବଂ ରଶୁଣ ଚା ଶରୀରରେ ମେଟାବୋଲିଜ୍ମ ବଢେଇଥାଏ |

ରଶୁଣ ସହ ମିଶିକି ପ୍ରସ୍ତୁତ ହୋଇଥିବା ଏହି ଚା ଶରୀରରେ ବ୍ୟାକ୍ଟେରିକୁ ମାରିଦେଇଥାଏ , ଯେଉଁଥି ପାଇଁ ଖାଦ୍ୟରେ ଆଉ ଜୀବାଣୁ ରୁହନ୍ତି ନାହିଁ |

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *